Movie prime

ସକାଳୁ କାହା ମୁଁହ ଚାହିଁଥିଲେ କେଜାଣି..ଅପରାଜିତା ଙ୍କ ପାଇଁ ହଟହଟା ହେଲେ ଧର୍ମେନ୍ଦ୍ର...

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ତେବେ ବନ୍ଧୁଗଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାମ୍ନାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଗର୍ଜିଲେ ସେବାୟତ। 
Yy
ଲିଙ୍ଗରାଜ ମନ୍ଦିର ପ୍ରତି ଅପରାଜିତା ଷଡ଼ଙ୍ଗୀଙ୍କ କୌଣସି ଅବଦାନ ନଥିବା ଦର୍ଶାଇ ଜଣେ ସେବାୟତ ଧର୍ମେନ୍ଦ୍ରଙ୍କୁ ଅଭିଯୋଗ କରିଛନ୍ତି। ସୋମବାର ସକାଳେ ଲିଙ୍ଗରାଜ ଦର୍ଶନରେ ଯାଇଥିଲେ କେନ୍ଦ୍ରମନ୍ତ୍ରୀ।
ଆଉ ଦର୍ଶନ ସାରି ଫେରିଲା ବେଳକୁ ମନ୍ଦିର ସାମ୍ନାରେ ଅପରାଜିତାଙ୍କ ବିରୋଧରେ ଅଭିଯୋଗ କରିଥିଲେ ମନ୍ଦିର ସେବାୟତ। ଯାହାକୁ ନେଇ କିଛି ସମୟ ଅଟକି ଯାଇଥିଲେ ଧର୍ମେନ୍ଦ୍ର। 
Yy
ପରେ ନିରବତାର ସହ ସେଠାରୁ ଚାଲି ଯାଇଥିଲେ କେନ୍ଦ୍ରମନ୍ତ୍ରୀ। ସେବାୟତ ଗୋଷ୍ଠୀଙ୍କ ଅଭିଯୋଗ ପ୍ରକାରରେ ଲିଙ୍ଗରାଜ ମନ୍ଦିର ସେବାୟତ ଉର୍ନତି ପାଇଁ କୌଣସି ଚେଷ୍ଟା କରୁନାହାନ୍ତି ଅପରାଜିତା।
ଏପରିକି ଲୋକସଭାରେ ଲିଙ୍ଗରାଜ ଆଇନକୁ ଅପରାଜିତା ବିରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ମଧ୍ୟ ଆଇନ ଆସିବ ବୋଲି ଘୋଷଣା କରିଥିଲେ। ଏବଂ ଏହି ଆଇନ ରାଜ୍ୟସଭାରେ ପାଳିତ ହୋଇଥିଲା। 
ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱୟନ୍ତ୍ର ଆଇନକୁ ଲୋକସଭାରେ ସମର୍ଥନ କରିନଥିଲେ ସାଂସଦ। ଏପରିକି ଲିଙ୍ଗରାଜ ମନ୍ଦିର ପାଇଁ ଆଇନର ଆବଶ୍ୟକତା ନାହିଁ ବୋଲି ଅପରାଜିତା ଷଡ଼ଙ୍ଗୀ ମତ ରଖିଥିବା ସେବାୟତ ଗୋଷ୍ଠୀ ଅଭିଯୋଗ କରିଥିଲେ।
ତେବେ ଲିଙ୍ଗରାଜ ମନ୍ଦିର ପ୍ରତି ଯଦି ଅପରାଜିତା ଷଡ଼ଙ୍ଗୀଙ୍କ କୌଣସି ଅବଦାନ ନାହିଁ ତେବେ ଭୁବନେଶ୍ୱରରୁ କାହିଁକି ସାଂସଦ ପ୍ରାଥୀ ହେବେ ବୋଲି ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଥିଲେ ସେବାୟତ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.