Movie prime

ମିଡ଼ିଆ ଆଗରେ ଧର୍ମେନ୍ଦ୍ର ଦେଲେ ରଣହୁଙ୍କାର ୨୦୨୪ ରେ ଦେଖ ଓଡ଼ିଶା ରେ ରାଜ୍ କରିବ ବିଜେପି...

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ନିର୍ବାଚନ ର ବେଳ ପାଖେଇ ଆସିଲାଣି।ଏ ନେଇ ଏବେ ରାଜନୈତିକ ଦଳ ମାନେ ଲୋକ ଙ୍କୁ ନିଜ ସପକ୍ଷ କୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି।
Special Report
ଶାସକ ଦଳ ମାନେ ବିଭିନ୍ନ ଚେଷ୍ଟା କରି ଲୋକ ଙ୍କ ନିକଟ କୁ ଯାଉଛନ୍ତି।ନୂଆ ନୂଆ ଯୋଜନା ମାଧ୍ୟମ ରେ ସମସ୍ତ ଜନ ସାଧାରଣ ଙ୍କ ଉନ୍ନତି ପାଇଁ ଚେଷ୍ଟା କରା ଯାଉଛି।କିପରି ଭାବେ ନିର୍ବାଚନ ରେ ତାଙ୍କ ଦଳ ବିଜୟ ହାସଲ କରିବ ସେଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଏବେ ଗାଁ ଗାଁ ରେ ମୋଦି ଗ୍ୟାରେଣ୍ଟି ଗାଡ଼ି ଘୁରି ବୁଲୁଛି।ଏହି ଗାଡ଼ି ମାଧ୍ୟମ ରେ ଦେଖା ଯାଇଛି କି କେଉଁ ଲୋକ ମାନଙ୍କୁ ସୁବିଧା ମିଳିଚି ଓ କାହାକୁ ସୁବିଧା ମିଳି ନାହିଁ।ଯେପରି ଘରେ ଘରେ ଲୋକ ମାନଙ୍କ ଉନ୍ନତି ହେବ ସେଥିପାଇଁ ଚେଷ୍ଟା କରା ଯାଉଛି।
ଏ ନେଇ କିଛି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ସେ କହିଛନ୍ତି କି ଓଡ଼ିଶା ଖୁବ୍ ଶୀଘ୍ର ନରେନ୍ଦ୍ର ମୋଦି ଆସିବେ।ଆମ ଗାଁ ଗାଁ ରେ ଉନ୍ନତି ପାଇଁ ସେ ସର୍ବଦା ଚେଷ୍ଟା କରିଛନ୍ତି।
Special Report
 ଯେଉଁ ଯେଉଁ ଗାଁ କୁ ଓ ଯେଉଁ ଯେଉଁ ପଞ୍ଚାୟତ କୁ ମୋଦି ଗ୍ୟାରେଣ୍ଟି ଗାଡ଼ି ଯାଇଛି ସେହି ସ୍ଥାନ କୁ ଏବେ ନରେନ୍ଦ୍ର ମୋଦୀ ସମ୍ବୋଧନ କରିଛନ୍ତି।ଇନ୍ଦିରା ଆବାସ ଯୋଜନା ରେ ଯେଉଁ ମାନଙ୍କୁ ଘର ମିଳି ନାହିଁ।
ସେମାନଙ୍କୁ ଘର ଦେବାର ବ୍ୟବସ୍ଥା କରା ଯାଇଛି।ଏହା ଛଡା ଉଜ୍ଜଳା ଯୋଜନା, କିଷାନ କ୍ରେଡିଟ କାର୍ଡ କୁ ଶତ ପ୍ରତିଶତ କରିବା,ମହିଳା ସୁରକ୍ଷା ଯୋଜନା ଉପରେ ସେ ଗୁରୁତ୍ଵ ଦେଇଥିଲେ।
ଲୋକ ମାନଙ୍କୁ କମ୍ ମୂଲ୍ୟ ରେ ଋଣ ଦେବା ର ମଧ୍ୟ ବ୍ୟବସ୍ଥା କରା ଯାଇଛି।୨୦୪୭ ସୁଦ୍ଧା ଓଡ଼ିଶା ର ଉନ୍ନତି କରା ଯିବ ବୋଲି ସେ କହିଛନ୍ତି।ଘରେ ଘରେ ବିକାଶ ର ବାର୍ତା ପହଞ୍ଚିବ।
ପଶୁ ପକ୍ଷୀ ମାନଙ୍କୁ ଟୀକା ଦେବା ଓ ଶିଶୁ କଲ୍ୟାଣ ଯୋଜନା ମାଧ୍ୟମ ରେ ସ୍ବାସ୍ଥ୍ୟ ବ୍ୟବସ୍ଥା କୁ ଆହୁରି କଡାକଡ଼ି କରିବା ପାଇଁ ନିଷ୍ପତି ନିଆ ଯାଇଚି।ବିଜେପି ଦଳ ଆପଣ ମାନଙ୍କ ର ସବୁବେଳେ ଭଲ କରି ଆସିଚି।ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।