Movie prime

ହେ ଭଗବାନ : ଏଇଟା ମେଡିକାଲ୍ ନା ମରଣଜନ୍ତା ? ଦେଖୁ ଦେଖୁ ଗର୍ଭବତି କୁ ମାରିଦେଲେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଚିକିତ୍ସା ଅବହେଳା କାରଣରୁ ଚାଲିଗଲା ମହିଳାଙ୍କ ଜୀବନ। ଆଉ ଏବେ ଏଭଳି ଅଭିଯୋଗ ଆସିଛି ଉଦଳା ଡାକ୍ତରଖାନା ରୁ।
Special report
ବ୍ରହ୍ମପୁର ଥାନା, କେସିପୂର ଅଞ୍ଚଳର ଲକ୍ଷ୍ମୀପ୍ରିୟା ସୋରେନ ଙ୍କ ଦେହ ଗତକାଲି ଅସୁସ୍ଥ ହୋଇ ପଡ଼ିଥିଲା। ତାଙ୍କୁ ଜ୍ୱର ଏବଂ ବାନ୍ତି ହେବା ପରେ ତାଙ୍କୁ ତାଙ୍କର ପରିବାର ଲୋକେ ଉଦଳା ଡାକ୍ତରଖାନା ନେଇ ଆସିଥିଲେ। ପରେ ଉଦଳା ପ୍ରସୂତି ବିଭାଗରେ ସେ ଚିକିତ୍ସାଧୀନ ଥିଲେ।
ହେଲେ ଗତକାଲି ସନ୍ଧ୍ୟା ସମୟରେ ହିଁ ତାଙ୍କର ମୃ-ତ୍ୟୁ ହୋଇ ଯାଇଛି। ଚିକିତ୍ସା ଅବହେଳା କାରଣରୁ ଲକ୍ଷ୍ମୀ ଙ୍କ ମୁ-ତ୍ୟୁ ହୋଇଥିବା ଏହା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଚିକିତ୍ସା ଚାଲିଥିବା ବେଳେ ଠିକ୍ ସମୟରେ ଚିକିତ୍ସା ନକରାଯିବା ସହିତ ଭୁଲ୍ ଔଷଧ ମଧ୍ୟ ଦିଆଯାଇ ଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଖବର ପାଇ ଉଦଳା ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି।
Special report
ତାଙ୍କର ସ୍ଵାମୀ ମଧ୍ୟ ଏହା ଅଭିଯୋଗ କରିଛନ୍ତି ଯେ ଗତ ରାତିରେ ତାଙ୍କର ସ୍ତ୍ରୀ ଅସୁସ୍ଥ ହୋଇ ପଡିଥିଲେ। ଆଉ ଏହାପରେ ସାଙ୍ଗେ ସାଙ୍ଗ ଆମ୍ବୁଲାନ୍ସ କୁ ଡାକି ଥିଲେ ଓ ତାଙ୍କୁ ମେଡିକାଲ ନେଇ ଯାଇଥିଲେ।
ହେଲେ ତାଙ୍କୁ ସକାଳ ୫ ଟା ସମୟରେ ଆଡ଼ମିଶନ କରିଥିଲେ। ମାତ୍ର ତାଙ୍କୁ ଡ଼ାକ୍ତର ମାତ୍ର ଥରେ ଦେଖିବାକୁ ଆସିଥିବା ବେଳେ ତାଙ୍କୁ ଆଉ ଦେଖିବାକୁ ଆସି ନଥିଲେ। ମହିଳାଙ୍କ ଦେହ ରେ ବିଭିନ୍ନ ପ୍ରକାରର ଅସୁସ୍ଥତାର ଲକ୍ଷଣ ଦେଖା ଯାଉ ଥିଲା।
ମାତ୍ର ସେ ମହିଳାଙ୍କୁ କେବଳ ଗୋଟେ ମାତ୍ର ଜ୍ଵର ଔଷଧ ଦେଇଥିଲେ। ଆଉ ଏହି ଘଟଣା ପରେ ଏବେ ହସ୍ପିଟାଲ ରେ ଖୁବ୍ ଗଣ୍ଡଗୋଳ ହେବା ସହ ମହିଳାଙ୍କ ପରିବାର ଲୋକ ମଧ୍ୟ ଥାନାରେ ଯାଇ ଏନେଇ ଅଭିଯୋଗ କରିଥିଲେ।
ଆଉ ଏବେ ପୋଲିସ ମଧ୍ଯ ଏହାର ତଦନ୍ତ ଆରମ୍ଭ କରି ଦେଇଛି। ତେବେ ଏହି ଘଟଣା କେତେଦୂର ସତ ହୋଇଥିବ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.