Movie prime

ଅଚାନକ ଭାବେ ଦୁର୍ଘଟଣା ହେବା ଦ୍ଵାରା ଗୁରୁ୍ତ୍ୱପୂର୍ଣ୍ଣ ଅବସ୍ଥାରେ ମେଡିକାଲରେ ଭର୍ତି ହେଲେ ଏହି ଅଭିନେତ୍ରୀ

 
Special report
ଚଳଚ୍ଚିତ୍ର ଜଗତ ରେ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି।ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଜଣେ ଲୋକପ୍ରିୟ ଅଭିନେତ୍ରୀ ଦୁର୍ଘଟଣା ର ଶିକାର ହୋଇ ହସ୍ପିଟାଲ ରେ ଭର୍ତ୍ତି ହୋଇଥିବା ଜଣାପଡିଛି।
ଯେଉଁ ଅଭିନେତ୍ରୀ ଜଣଙ୍କ ର ଦୁର୍ଘଟଣା ହୋଇଛି ସେ କିଏ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ଏହି ସମୟରେ ଅଭିନେତ୍ରୀ ତଥା ନିର୍ଦ୍ଦେଶକ ଏକ ଦୁର୍ଘଟଣା ର ସମ୍ମୁଖୀନ ହୋଇଛନ୍ତି।
ସୂଚନା ଅନୁସାରେ ସେ ଏକ ଯାତ୍ରା ରେ ଯୋଗ ଦେବାପାଇଁ ଯାଉଥିଲେ।ତେବେ ଏହି ଅଭିନେତ୍ରୀ ଜଣଙ୍କ ସୋସିଆଲ ମିଡିଆରେ ପ୍ରଶଂସକ ମାନଙ୍କୁ କହିଛନ୍ତି ଯେ ଚିନ୍ତା କରିବାର କୌଣସି କାରଣ ନାହିଁ।ସେ ବର୍ତମାନ ଠିକ ଅଛନ୍ତି।
Special report
ପୁର ଟିମ୍ ଆଉ ଅଭିନେତ୍ରୀ ବହୁତ ଭଲ ରେ ଅଛନ୍ତି।କିଛି ଗମ୍ଭୀର ନାହିଁ।ଯେଉଁ ମାନେ ତାଙ୍କ ବିଷୟରେ ପ୍ରକାଶ କରିଥିବା ଚିନ୍ତା ପାଇଁ ଧନ୍ୟବାଦ ଜଣାଇଛନ୍ତି।
କହିବାକୁ ଗଲେ ସୁଦୀପ୍ତ ସେନ ଏହି ସଡ଼କ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।ସେ ମଧ୍ୟ ତାଙ୍କ ଟୁଇଟର ରେ ଲେଖିଛନ୍ତି ସେ ଏକ ସ୍ଥାନକୁ ଯାଇଥିଲେ।ଏକ ଯୁବ ସମାବେଶ ରେ ଫିଲ୍ମ ବିଷୟରେ କହିବାକୁ ଯାଇଥିଲେ।
କିନ୍ତୁ ଦୁର୍ଭାଗ୍ୟବଶତଃ ସ୍ବାସ୍ଥ୍ୟ ସମସ୍ୟା ହେତୁ ଯାତ୍ରା କରି ପାରିଲେ ନାହିଁ ବୋଲି କହିଛନ୍ତି।ଲୋକପ୍ରିୟ ଅଭିନେତ୍ରୀ ଅଦା ଶର୍ମା ଙ୍କ ର ସ୍ୱାସ୍ଥ୍ୟ ଅବସ୍ଥା ବର୍ତମାନ ଠିକ୍ ଅଛି।
ଆଉ ସେ ଯୁବ ସମାବେଶ ରେ ଯୋଗ ନ ଦେଇବାରୁ ହୃଦୟ ରୁ କ୍ଷମା ପ୍ରାର୍ଥନା କରିଛନ୍ତି।ଯେଉଁ ମାନଙ୍କୁ ବଞ୍ଚାଇବା ପାଇଁ ଏକ ଚଳଚିତ୍ର ନିର୍ମାଣ କରୁଛନ୍ତି ଦୟା କରି ତାଙ୍କୁ ସମର୍ଥନ କରିବା ପାଇଁ ଅଭିନେତ୍ରୀ କହିଛନ୍ତି।
ପ୍ରଶଂସକ ମାନେ ଅଭିନେତ୍ରୀ ଜଲ୍ଦୀ ସୁସ୍ଥ ହୋଇ ଯାଆନ୍ତୁ ବୋଲି କାମନା କରିଛନ୍ତି।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.