Movie prime

ମେଡିକାଲ୍ ରେ ନର୍ସ ଙ୍କ ସହ ଖରାପ କାମ ରେ ବ୍ୟସ୍ତ ଥିଲେ ଡ଼ାକ୍ତର, ସିସିଟିଭି ରେ ସବୁ ଦେଖି ରୋଗୀ ମାନେ କଲେ ଏମିତି

 
Special Report
ନମସ୍କାର ପାଠକ ବନ୍ଧୁ।ବନ୍ଧୁ ଗଣ ଆପଣ ମାନେ ଜାଣି ଥିବେ ଡାକ୍ତର ମାନ ଙ୍କୁ ଭଗବାନ ସଦୃଶ୍ୟ ମନେ କରା ଯାଏ।ତାଙ୍କରି ପାଇଁ ଅନେକ ଲୋକ ଙ୍କ ର ଜୀବନ ବଞ୍ଚି ଯାଏ।ହେଲେ ବର୍ତ୍ତମାନ ସମୟ ରେ ଅନେକ ଡାକ୍ତର ମାନେ ଅଛନ୍ତି ଯେଉଁ ମାନେ ନିଜ କାମ ଠିକ୍ ରୂପେ କରୁ ନାହାନ୍ତି।
Special Report
ଓ ମାସ କୁ ମାସ ସରକାର ଙ୍କ ଠାରୁ ଅର୍ଥ ନେଇ ଯାଉଛନ୍ତି।ବାହାରେ ରୋଗୀ ମାନେ ଯନ୍ତ୍ରଣା ରେ ଛଟ ପଟ ହେଉ ଥିବା ବେଳେ ଡାକ୍ତର ବାବୁ ଭିତରେ ଅନ୍ୟ ଜଣେ ନର୍ସ ଙ୍କ ସହିତ କରୁଥିଲେ ରାସ ଲୀଳା।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାର ରାଜ୍ୟରେ।ଏଠାରେ ଜଣେ ଡାକ୍ତର ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀ ମାନଙ୍କ ଚିକିତ୍ସା ପାଇଁ ଆସି ଥିଲେ।ହେଲେ ରୋଗୀ ମାନଙ୍କୁ ଚିକିତ୍ସା କରିବା ବଦଳ ରେ ନିଜ ରୁମ୍ ଭିତରେ ପଶି
ଅନ୍ୟ ଜଣେ ନର୍ସ ଙ୍କ ସହିତ କରୁଥିଲେ ରାସ ଲୀଳା।ସେହି ନର୍ସ ଙ୍କ ସହିତ ସେ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଚି।
ସୂଚନା ଅନୁସାରେ ସେହି ଅଞ୍ଚଳ ରେ ଥିବା ରୋଗୀ ମାନେ ବାହାରେ ଡାକ୍ତର ଙ୍କ ପାଇଁ ଅପେକ୍ଷା କରି ରହିଥିଲେ।ହେଲେ ଡାକ୍ତର ବାବୁ ରୁମ୍ ଭିତରେ ପଶି ରହି ନର୍ସ ଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।ଯାହାକୁ ଗାଁ ର କିଛି ଯୁବକ ମାନେ ଭିଡିଓ କରି ଦେଇଥିଲେ।
ସେମାନେ ଝରକା ଫାଙ୍କ ରେ ଲୁଚି ରହି ଏହାର ଭିଡିଓ କରିଥିଲେ।ଏହା ପରେ ସେହି ରୁମ୍ ର କବାଟ ଠକ୍ ଠକ୍ କଲା ପରେ ଡାକ୍ତର ଜଣକ ବାହାରକୁ ଆସିଥିଲେ।କଣ ପାଇଁ ଏପରି କବାଟ ବାଡଉଛନ୍ତି ବୋଲି ସେ ପଚାରି ଥିଲେ।
ଏହା ପରେ ଗ୍ରାମ ର ଯୁବକ ମାନେ ସେହି ଭିଡିଓ କୁ ସେମାନଙ୍କୁ ଦେଖାଇ ଥିଲେ। ଏବଂ କହି ଥିଲେ କି ଏହାକୁ ଆମେ ଭାଇରାଲ୍ କରି ଦେବୁ। ସଙ୍ଗେ ସଙ୍ଗେ ଉଭୟ ନର୍ସ ଓ ଡ଼ାକ୍ତର ସେମାନଙ୍କ ପାଦ ତଳେ ପଡି ଯାଇଥିଲେ।
ଏଥର ଆପଣ ମାନେ ଭାବନ୍ତୁ ବାହାରେ ରୋଗୀ ମାନେ କଷ୍ଟ ପାଉ ଥିବା ବେଳେ ଡାକ୍ତର ଙ୍କ ଏଭଳି କାର୍ଯ୍ୟ କେତେଦୂର ଠିକ୍ ହୋଇ ଥାଇ ପାରେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.