Movie prime

ହାତରୁ ଲିଭିନି ମେହେନ୍ଦି ହେଲେ ଶାଶୁଘରେ ଚାଲିଗଲା ନୂଆ ବୋହୂ ଜୀବନ ଦେଖନ୍ତୁ ଘଟିଗଲା କେତେବଡ ଅଘଟଣ

 
Yy
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ଘଟଣା ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ଆପଣଙ୍କୁ ଅନେକ କଥା ଜଣାଉଛି । ଆଜିକାଲି ଦୁନିଆରେ ଯୌତୁକ ନିର୍ଯାତନା ସତେ ଯେପରି ଏକ ସାଧାରଣ କଥା ହୋଇଗଲାଣି । 
Bh
ପ୍ରେମ ବିବାହ କରିବା ପରେ ମଧ୍ୟ ଯୌତୁକ ଦାବି କରିବା ଏକ ବଡ ଅପରାଧ ଅଟେ । ପ୍ରେମ ପାଇଁ ପରିବାରକୁ ଛାଡ଼ି ଦେଇ ସବୁଦିନ ପାଇଁ ସୁଖର ସଂସାର କରିବେ ବୋଲି ପ୍ରେମିକ ସହିତ ଫେରାର ହୋଇ ଯାଇଥିଲେ ।
କିନ୍ତୁ ତାଙ୍କ ସହିତ ଏଭଳି ଘଟିବ ବୋଲି କିଏ ବା ଜାଣିଥିଲା । ଏହି ଯୁବତୀ ଜଣକ ଘର ଛାଡ଼ି ପଳାଇ ଯାଇଥିଲେ । ଆଉ ଏହାପରେ ତାଙ୍କ ସହିତ ଘଟିଥିଲା ଏଭଳି କିଛି । ବାହାଘରକୁ ମାତ୍ର ୨୦ ଦିନ ହୋଇଥିଲା ଆଉ ହାତରୁ ମେହେନ୍ଦି ଲିଭି ନଥିଲା ।
କିନ୍ତୁ ଯୁବତୀ ଜଣଙ୍କର ଜୀବନ ଦୀପ ସବୁଦିନ ପାଇଁ ଲିଭିଗଲା । ଯୁବତୀ ଜଣକ ବାହାଘରକୁ ନେଇ ଅନେକ କଥା ଭାବିଥିଲେ କିନ୍ତୁ ତାଙ୍କର ସବୁ ଇଚ୍ଛା ଇଚ୍ଛାରେ ରହିଗଲା । ଯୁବତୀ ଜଣଙ୍କର ପରିବାର ଲୋକ ରାଜି ନଥିବାରୁ ଯୁବତୀ ଜଣକ ପଳାଇ ଯାଇଥିଲେ ।
Hh
ଆଉ ଏହାପରେ ପୁଅ ଘରଲୋକେ ତାଙ୍କର ବିବାହ କରିବାକୁ କହିଥିଲେ କିନ୍ତୁ ଏହି ଯୁବତୀ ଜଣକର ପରିବାର ରାଜି ହୋଇନଥିଲେ । ତାପରେ ତାଙ୍କର ବିବାହ ହୋଇଥିଲା ଏବଂ ବିବାହକୁ ୨୦ ଦିନ ହୋଇ ନାହିଁ ଏଭଳି ଘଟଣା ଘଟି ଯାଇଥିଲା ।
ଏଭଳି ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧୀନ ଲୁଧୁଣି ଗ୍ରାମରେ ଘଟିଛି । ଏହି ଝିଅ ଜଣକ ହେଉଛନ୍ତି ସିପା ସାହୁ । ପ୍ରେମ କରି ଏଭଳି ଘଟଣା ଘଟିଥିଲା । ଯୌତୁକ ପାଇଁ ଦାବି କରିଥିଲେ ଯୁବକଙ୍କ ପରିବାର ଲୋକେ ।
ଗତକାଲି ଯୌତୁକ ପାଇଁ ଝିଅକୁ ମାରି ଦେଇଛନ୍ତି ବୋଲି ଝିଅର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗ ଆଧାରରେ ପୋଲିସ ଏବେ ତଦନ୍ତ କରୁଛି । ପୋଲିସ ଏବେ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ମେଡ଼ିକାଲକୁ ପଠାଇଛି । ଏବେ ଏହାର ତଦନ୍ତ ହେଉଛି ।