Movie prime

ରାତି ଅଧ୍ ରେ ନିଜ ନାଆଁ ରେ ମିଛ ଖବର ଦେଖି କାନ୍ଦିଲା ଆରାଧ୍ୟା ତ ଜେଜେ ଅମିତାଭ ରାଗିଗଲେ, ଆଉ କରିଦେଲେ କୋର୍ଟ କେସ ଆଉ ତାପରେ ଜଜ୍ କହିଲେ ଏମିତି..

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ବଲିଉଡ ଜଗତକୁ ନେଇ କିଛି ଖବର ଆସିଛି । ଏହି ଖବର ଆସିଛି ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ବଲିଉଡ ଅଭିନେତା ଅଭିଷେକ ବଚ୍ଚନଙ୍କ ଝିଅକୁ ନେଇ ।
Special report
ଏବେ ଏହି ଖବର ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଏବେ ତାଙ୍କ ଝିଅ ଅଦାଲତରେ ପହଞ୍ଚିଛି ବୋଲି ସୂଚନା ମିଳୁଛି । ଅଦାଲତରେ ପହଞ୍ଚିଲେ ୧୧ ବର୍ଷର ନାବାଳିକା ।
ଆଣିଲେ ସାଙ୍ଘାତିକ ଅଭିଯୋଗ । ଅମିତା ବଚ୍ଚନଙ୍କ ନାତୁଣୀ ଆରାଧ୍ୟା ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛନ୍ତି ଏବଂ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବୋଲି ଏବେ କଥା ସାମ୍ନାକୁ ଆସୁଛି । ଏହି ଖବର ଏବେ ସବୁ ଆଡେ ଚର୍ଚ୍ଚା ହେଉଛି ।
 
ଆରାଧ୍ୟାଙ୍କ ପକ୍ଷରୁ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କାହିଁକି ଆରାଧ୍ୟା କୋର୍ଟରେ ପିଟିସନ ଫାଇଲ କରିଛନ୍ତି ? ଏହାକୁ ନେଇ ଅନେକ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଆସୁଥିବ ।
Viral video
ଲୋକମାନେ ବି ଏହାକୁ ନେଇ ଅନେକ କଥା କହୁଥିବେ । ଏହି ସମ୍ପୂର୍ଣ୍ଣ ଖବର ବିଷୟରେ ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏହି ପିଟିସନରେ ଆରାଧ୍ୟାଙ୍କ ଜୀବନଶୈଳୀ ଏବଂ ସ୍ବାସ୍ଥ୍ୟ ଉପରେ ଭୁଲ ତଥ୍ୟ ଦିଆଯାଇଥିଲା । 
ଏହିସବୁ ଖବର ମିଥ୍ୟା ଅଟେ । ଆଉ ଏହାସହ ଆରାଧ୍ୟାର ବୟସ କମ୍ । ଏହି ଖବର ତା ଉପରେ ଖରାପ ପ୍ରଭାବ ପକାଇ ପାରେ । ସେଥିପାଇଁ ସେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହାଇକୋର୍ଟର ଜଜ ଅନେକ ଶୁଣାଣି କରିବେ ।
ବର୍ତ୍ତମାନ ସୁଦ୍ଧା ହାଇକୋର୍ଟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ସୂଚନା ମିଳିଛି କି ଆଗରୁ ବହୁତ ଥର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ବଲିଉଡ ଅଭିନେତା ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟାକୁ ନେଇ ସୋସିଆଲ ମିଡ଼ିଆରେ ଟ୍ରୋଲ କରାଯାଇଛି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବଚ୍ଚନ ପରିବାର ।