Movie prime

ମିଛ ସୁଟିଂ ଭିତରେ ହେଲା ସତ ସତିକା ବଳାତ୍କାର ! ହିରୋଇନ୍ ଙ୍କ ସହ ଘଟିଗଲା ଅଘଟଣ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ପ୍ରତିଦିନ ଚୋ-ରି,ହ-ତ୍ୟା,ଡ-କା-ୟ-ତି ଭଳି ଅନେକ ଘଟଣା ଘଟୁଛି।ଲୋକ ମାନେ ପ୍ରତିଦିନ ଅନେକ ଖରାପ କାମ କରୁଛନ୍ତି।ଆଜିର ମହିଳା ମାନେ ନିଜ ସ୍ଵାମୀ ଥାଉ ଥାଉ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିଛନ୍ତି।
Special report
ନିଜ ଦିଅର ଙ୍କ ସହିତ ସମ୍ପର୍କ ରଖି ନିଜ ପରିବାର କୁ ଭୁଲି ଯାଉଛନ୍ତି।ଆଜି ଆମେ ସେହିଭଳି ଏକ ଖବର ଆପଣ ମାନଙ୍କୁ ଦେବାକୁ ଯାଉଛୁ।ଘଟଣା ଟି ଘଟିଛି ବିହାର ର ଗୋପଲଗଞ୍ଜ ନାମକ ସ୍ଥାନ ରେ।ଏଠାରେ ଜଣେ ବ୍ୟକ୍ତି ନିଜ ପରିବାର କୁ ଭୁଲି ନିଜ ଭାଉଜ ଙ୍କ ପ୍ରେମ ରେ ପଡିଚି।
ସେହି ଅଞ୍ଚଳ ର ସନ୍ତୁ ପ୍ରସାଦ ନାମକ ବ୍ୟକ୍ତି ଗତ ୨୦୦୯ ମସିହା ରେ ଗୁଡ୍ଡି ନାମକ ଝିଅ କୁ ବିବାହ କରିଥିଲେ।ବିବାହ ପରେ ଉଭୟ ପରସ୍ପର ସହିତ ବହୁତ ଖୁସି ରେ ଥିଲେ।ତାଙ୍କର ଗୋଟେ ଛୋଟ ଝିଅ ମଧ୍ୟ ଅଛି।ହେଲେ ଏହି ଚାରି ବର୍ଷ ତଳେ ତାଙ୍କ ସମ୍ପର୍କ ରେ ଫାଟ ସୃଷ୍ଟି ହୋଇଛି।
Special report
ଉଭୟ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି।ଏହାର କାରଣ ହେଉଛି ସନ୍ତୁ ପ୍ରସାଦ ଙ୍କ ଭାଉଜ।ସେ ଦିଅର ଙ୍କ ସହିତ ଗତ ଚାରି ବର୍ଷ ହେଲାଣି ସମ୍ପର୍କ ରେ ରହୁଛନ୍ତି।ଏହାକୁ ବିରୋଧ କରିଥିଲେ ସନ୍ତୁ ଙ୍କ ପତ୍ନୀ ଗୁଡ଼ି।
କିଛି ଦିନ ପୂର୍ବ ରୁ ଗୁଡ଼ି ଏ ବିଷୟ ରେ ଥାନା ରେ ଅଭିଯୋଗ କରିଥିଲେ।ହେଲେ ପୋଲିସ ଏଥିପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା।ଦୁଇ ଜଣ ଙ୍କୁ ବୁଝାସୁଝା କରି ଘର କୁ ପଠାଇ ଦେଇଥିଲେ।ହେଲେ ସନ୍ତୁ ପୁନର୍ବାର ନିଜ ଭାଉଜ ସହିତ ସମ୍ପର୍କ ରଖିଥିଲେ।
Special report
ତାଙ୍କ ରାସ୍ତା ର କଣ୍ଟା ସାଜି ଥିଲେ ତାଙ୍କ ପତ୍ନୀ ଗୁଡ଼ି। ସେଥିପାଇଁ ଦିଅର ଭାଉଜ ଉଭୟ ଗୁଡ଼ି ଙ୍କୁ ରାସ୍ତା ରୁ ହଟାଇବା ପାଇଁ ଚେଷ୍ଟା କଲେ। ଦିନେ ସନ୍ତୁ ପ୍ରସାଦ ଗୁଡ଼ି ଙ୍କୁ ବାହାରେ ବୁଲାଇବା ପାଇଁ ସାଇକେଲ ରେ ବସାଇ ନେଇକରି ଗଲେ।।
ସେଠାରେ ତାଙ୍କୁ ଏକ ଗଛ ରେ ଝୁଲାଇ ଦେବା ପାଇଁ ଚେଷ୍ଟା କଲେ।ଏହି ସମୟ ରେ ଗୁଡ଼ି ବେହୋସ୍ ହୋଇ ପଡିଗଲେ।ତାଙ୍କ ସ୍ଵାମୀ ଭାବିଲେ କି ସେ ମରିଗଲେ।ଏହା ପରେ ସେ ସେଠାରୁ ଫେରାର ହୋଇ ଗଲେ।
Special report
ଘଟଣା ବିଷୟରେ ଗ୍ରାମ ବାସି ଜାଣି ପୋଲିସ କୁ ଖବର ଦେଲେ।ଗୁଡ଼ି ଙ୍କ ଭାଇ ଏ ବିଷୟ ରେ ପୋଲିସ କୁ ଖବର ଦେଇଛି।ସେ ଦାବି କରିଛନ୍ତି କି ତାଙ୍କ ଭଉଣୀ ଙ୍କୁ ନ୍ୟାୟ ମିଳୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.