Movie prime

ମିଳିଲା ବଡ ଝଟକା ଚନ୍ଦ୍ରରେ ଘର କରିବା ଅସମ୍ଭବ ! ଲାଗିବ ଏତିକି ଟଙ୍କା ମାମୁଁ ଘରୁ ଆସିଲା ବଡ ଖବର

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ ଖବର ଜାଣିପାରିବେ ଯାହା ଚନ୍ଦ୍ର ପୃଷ୍ଠକୁ ନେଇ ଆସିଛି । ଏବେ ଏହି ଭିଡିଓ ମାଧ୍ୟମରେ ଇସ୍ରୋକୁ ବଡ ଝଟକା ଲାଗିଛି ବୋଲି ଜଣାପଡ଼ୁଛି । ଏବେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବ । 
ଚନ୍ଦ୍ର ପୃଷ୍ଠରେ କଣ ପୃଥିବୀ ପୃଷ୍ଠ ଭଳି ଲୋକମାନେ ବସବାସ କରିପାରିବେ । ଏହି ପୃଷ୍ଠରେ କଣ ପୃଥିବୀ ଭଳି ସବୁ ସବୁଜ ଥିବ । ଚାଷ ଆଦି କରାଯାଇପାରିବ । ଲୋକମାନେ ସେଠାରେ ଘର କରି ରହିପାରିବେ କି ଏଭଳି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କି ମାରୁଥିବ ।
Special report
ଚନ୍ଦ୍ରରେ କଣ ମନୁଷ୍ୟ ଯାଇ ରହିବା ସମ୍ଭବ ଅଟେ ? ଏଭଳି ପ୍ରଶ୍ନ ଆସୁଥିବା ସମୟରେ ବିଜ୍ଞାନ କହୁଛି ବର୍ତ୍ତମାନ ଚନ୍ଦ୍ରରେ ମଣିଷ ରହିବା ଅସମ୍ଭବ ଅଟେ । କିନ୍ତୁ ନାସା କହୁଛି ଆଗାମୀ ଭବିଷ୍ୟତରେ ମଣିଷ ଚନ୍ଦ୍ରରେ ରହିପାରିବ ।
ଜଣାପଡିଛି କି ଚନ୍ଦ୍ର ମାଟିରେ ଅନେକ ଖଣିଜ ପଦାର୍ଥ ରହିଛି । ଆଉ ଚନ୍ଦ୍ର ପୃଷ୍ଠରେ ପାଣି ବି ରହିଛି । ସତରେ କଣ ସେଠାରେ ମଣିଷ ରହିପାରିବ । ଚନ୍ଦ୍ର ପୃଷ୍ଠକୁ ୧୯୭୦ ମସିହାରେ ଲୋକ ଯାଇଥିଲେ କିନ୍ତୁ ୧୯୭୨ ପରେ ସେଠାରେ ଆଉ କୌଣସି ଲୋକ ପାଦ ପକାଇ ନାହାଁନ୍ତି ।
Special report
ଗୋଟିଏ ରିସର୍ଚ୍ଚ କରାଯାଇଥିଲା । ଆଉ ଏହି ରିସର୍ଚ୍ଚରୁ ଏବେ ଅନେକ ତଥ୍ୟ ମିଳିଛି । ଚନ୍ଦ୍ରରେ ମଣିଷ ରହିବା ସମ୍ଭବ ହୋଇପାରିବ କିନ୍ତୁ ଏହାପାଇଁ ଅଧିକ ଖର୍ଚ୍ଚ ବି ହୋଇପାରେ । ଯଦି ଚନ୍ଦ୍ରରେ କଲୋନୀ ତିଆରି କରିବା ତାହେଲେ ପୃଥିବୀରୁ ସବୁ ଜିନିଷ ନେବାକୁ ପଡ଼ିବ ।
ଆଉ ଏହା ବହୁତ ମହଙ୍ଗା ପଡ଼ିବ । ଯଦି ୧୦୦ ଜଣ ଲୋକଙ୍କ ପାଇଁ ଚନ୍ଦ୍ରରେ ଘର କରିବା ତାହେଲେ ୧ କୋଟି ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଚନ୍ଦ୍ରଯାନ ୧ ରେ ଚନ୍ଦ୍ରରେ ପାଣି ଅଛି ବୋଲି ଜଣା ପଡିଥିଲା । ଇସ୍ରୋ ଏବେ ଚନ୍ଦ୍ରରେ ଘର ତିଆରି କରିବା ପାଇଁ ଜାଗା ଖୋଜୁଛି ।
ନାସା କହିଛି ଚନ୍ଦ୍ରର ଦକ୍ଷିଣ ମେରୁ ଅଂଶରେ ବରଫ ଆଉ ପାହାଡ ଅଛି । ଚନ୍ଦ୍ରଯାନ ୩ ର ବିକ୍ରମ ଆଉ ପ୍ରଜ୍ଞାନ ଯଦି ଏହ ବରଫକୁ ଖୋଜି ଦିଅନ୍ତି ତାହେଲେ ଏହିଠାରେ ଘର ତିଆରି କରାଯାଇପାରିବ । ଆଉ ଚନ୍ଦ୍ରର ମାଟିରେ ପାଣି ବି ଅଛି ଯାହାଦ୍ଵାରା ଚାଷ କରାଯାଇପାରିବ । ଏଭଳି ଅନେକ କଥା ଏବେ ସାମ୍ନାକୁ ଆସୁଛି ।