Movie prime

ମିଳିଥିଲା ବଡ ପ୍ରମାଣ ଭୁଲରେ ହେଇଗଲା ନଷ୍ଟ ଦେଖନ୍ତୁ ବୈଜ୍ଞାନିକଙ୍କ ହାତରେ ଲାଗିଥିଲା ଏହି ପ୍ରମାଣ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି କିଛି ଖବର ପାଇବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ନାସାକୁ ଅନେକ ଦିନ ପରେ ମିଳିଥିଲା ବଡ ପ୍ରମାଣ । ହେଲେ ସବୁକିଛି ଭୂଲରେ ନଷ୍ଟ ହୋଇଗଲା । ଜୀବନର ସତ୍ତାକୁ ପାଇଲା ପରେ ନଷ୍ଟ କରିଦେଲା ନାସା । ଜୀବନର ସତାକୁ ନେଇ ବଡ ପ୍ରମାଣ ମିଳିଥିଲା ।
Special report
ମଣିଷ କିପରି ବଞ୍ଚୁଛି ଏହାକୁ ନେଇ ଆସିଥିଲା ପ୍ରମାଣ । ଆଉ ଏହା ନାସା ପାଖକୁ ପଠା ଯାଉଥିଲା । ଆଉ ଏହା ପୃଥିବୀ ପୃଷ୍ଠକୁ ଆସୁ ଆସୁ ଏହା ଡିଲିଟ୍ ହୋଇଗଲା ।୧୯୭୬ ମସିହା ଜୁଲାଇ ୨୦ ରେ ନାସା ତରଫରୁ ମଙ୍ଗଳ ଗ୍ରହକୁ ପଠା ଯାଇଥିଲା ।
ଆଉ ମଙ୍ଗଳ ଗ୍ରହରେ ସେମାନେ ପହଞ୍ଚିଥିଲେ ଆଉ ଅନେକ ତଥ୍ୟ ବି ସାମ୍ନାକୁ ଆସିଥିଲା । ଅନୁସନ୍ଧାନରେ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା ଯାହା ବୈଜ୍ଞାନିକମାନଙ୍କୁ ଦ୍ବନ୍ଦରେ ପକାଇଥିଲା ।ଏହାର କାରଣ ହେଉଛି ଗ୍ୟାସ ବିନିମୟରେ ଗୋଟିଏ ପରୀକ୍ଷା ସକାରାତ୍ମକ ଆସିଥିବା ବେଳେ
Special report
 ଆଉ ଗୋଟିଏ ନକରାତ୍ମକ ଆସିଥିଲା । ଗୋଟିଏ ଗ୍ୟାସରେ ଜୀବନର ସତା ମିଳିଥିବା ବେଳେ ଆଉ ଗୋଟିଏ ଗ୍ୟାସରେ ଜୀବନର ସତ୍ତା ମିଳିନଥିଲା । ଆଉ ଏହି ପାଣିରେ ରେଡ଼ିଓ ହାମି କାର୍ବନ ଥିଲା ।
ଯାହାଦ୍ଵାରା ବୈଜ୍ଞାନିକମାନେ ସନ୍ଦେହ କରିଥିଲେ କି ଏଠାରେ ଜୀବଜନ୍ତୁ ଥିବେ । କିନ୍ତୁ ତାଙ୍କର ସନ୍ଦେହ ସନ୍ଦେହରେ ରହି ଯାଇଥିଲା । ଆଉ ୨୦୦୭ ମସିହାରେ ଜଣେ ବୈଜ୍ଞାନିକ କହିଥିଲେ କି ମଙ୍ଗଳ ଜୀବଙ୍କର କୋଷିକାରେ ହାଇଡ୍ରୋଜେନ୍ ପେରକସାଇଡ ଥାଇପାରେ ।
ପ୍ରାରମ୍ଭିକ ପରୀକ୍ଷାରୁ ଅନେକ କିଛି ପ୍ରମାଣ ମିଳିଥିଲା । ମାଟି ନମୁନାରୁ ରେଡ଼ିଓ ଧର୍ମିକ ଗ୍ୟାସ ଦର ଥିଲା ବୋଲି ସଂକେତ ମିଳିଥିଲା କିନ୍ତୁ ଶେଷରେ ଭଲ ଖବର ମିଳିନଥିଲା । ଏହାପରେ ନାସାରେ ଭୁଲରେ ଏହି ଜୀବ ମାନଙ୍କର ମୃ-ତ୍ୟୁ ହୋଇ ଯାଇଥିଲା ।