Movie prime

ନବମ ଶ୍ରେଣୀ ଛାତ୍ରୀଙ୍କ ସବୁ ସାରିଦେଲେ ସାର ଦେଖନ୍ତୁ ଘଟିଗଲା ଅଭାବନୀୟ ଘଟଣା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ଅଞ୍ଚଳର ଘଟଣା ବିଷୟରେ ଜାଣିପାରିବେ ।
ଏବେ ଏକ ଭିଡିଓ ବା ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଗୁରୁ ହୋଇ ଏଭଳି କାମ କରିଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ସମାଜ ପାଇଁ ଏହି ଖବର ସତରେ ବହୁତ ଖରାପ ଅଟେ ।
ଗୁରୁ ଅର୍ଥ ହେଉଛି ଅନ୍ଧାର ରୁ ଆଲୋକକୁ ବାଟ ଦେଖାଇବା । କିନ୍ତୁ ଏହି ଗୁରୁ ବା ଶିକ୍ଷକ ଜଣକ ଜନ୍ମ କରିଛନ୍ତି ତାହା ଏହି ସମାଜ ପାଇଁ କଳଙ୍କ ଅଟେ ।ଏଭଳି ଗୁରୁ ଏହି ସମାଜ ପାଇଁ ଏକ ଖରାପ ବ୍ୟକ୍ତି ଅଟନ୍ତି ।
ଝିଅଟିର ପାଠ ପଢ଼ିବାର ଇଚ୍ଛା ନଥିଲା ଆଉ ଏହି ଶିକ୍ଷକ ଜଣକ ତାକୁ କହିଲେ ସେ ତାକୁ କ୍ଲାସରେ ପାଠ ନ ପଢିଲେ ବି ପାସ କରାଇଦେବେ କିନ୍ତୁ ସେ ଯାହା କହିବେ ସେହି ଛାତ୍ରୀ ଜଣଙ୍କୁ ତାହା କରିବାକୁ ପଡ଼ିବ । ଆଉ ଏହି ଛାତ୍ରୀ ଜଣକ ଉପରେ ଗୁରୁଙ୍କର ଖରାପ ଦୃଷ୍ଟି ଥିଲା । 
ସେହି ଝିଅଟି ନବମ ଶ୍ରେଣୀରେ ପାଠ ପଢୁଥିଲା ଆଉ ଦେଖିବାକୁ ସୁନ୍ଦର ଥିଲା । ଏହା ଦେଖି ଟ୍ୟୁସନ୍ ସାର୍ ଜଣକ ଝିଅଟି ଉପରେ ଖରାପ ଦୃଷ୍ଟି ପକାଇଲେ । ଆଉ ଶେଷରେ ତାଙ୍କୁ ଗର୍ଭବତୀ କରିଦେଲେ । ଏବେ ଗୁରୁ ରାକ୍ଷସ ପାଲଟି ଯାଇଛି । ଏହି ସାର୍ ଜଣକ ଗୁରୁ ନାଁରେ କଳଙ୍କ ।
ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାରିପଦା ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରେ । ପୁରୁଣାପାଣି ନାମକ ଗ୍ରାମର ଶିକ୍ଷକ ରବୀନ୍ଦ୍ର କୁମାର ମହାନ୍ତ । ସେ ଜରିବିଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି ।
ନାବାଳିକା ଜଣଙ୍କୁ ବିଭିନ୍ନ ଆଳ ଦେଖାଇ ପରୀକ୍ଷାରେ ପାସ କରିଦେବ ବୋଲି କହି ଏବଂ ଅନେକ ଧମକ ଦେଇ ଶିକ୍ଷକ ଜଣକ ଶା-ରୀ-ରି-କ ସଂପର୍କ ରଖିଥିଲା । ଆଉ ଏବେ ସେହି ନାବାଳିକା ଜଣକ ଗର୍ଭବତୀ ଅଛନ୍ତି ।
ଏହି ଛାତ୍ରୀ ଜଣଙ୍କୁ ଅନେକ ପ୍ରଶ୍ନ ପଚାରିବା ପରେ ସେହି ଝିଅ ଜଣକ ତାର ମାଆକୁ ସବୁକଥା କହିଥିଲେ । ଏବେ ଏହି ନାବାଳିକା ଜଣକ ୭ ରୁ ୮ ମାସ ଗର୍ଭବତୀ ଅଛନ୍ତି ।
ଆଉ ଏହାପରେ ସେ ଥାନାକୁ ଯାଇ ରବୀନ୍ଦ୍ର ସାର୍ ବିରୋଧରେ ଥାନାରେ ଅଭିଯୋଗ ଦେଲେ । ଏବେ ଏଭଳି ଶିକ୍ଷକଙ୍କୁ କଠିନ ରୁ କଠିନ ଦଣ୍ଡ ଦେବାକୁ ସାଧାରଣରେ ଚର୍ଚ୍ଚା ହେଉଛି । ଏଭଳି ଶିକ୍ଷକ ଏହି ସମାଜ ପାଇଁ କଳଙ୍କ ।