Movie prime

ସରକାରୀ ହଷ୍ଟେଲ ରେ ଛାତ୍ରୀ ହେଲେ ଗର୍ଭବତୀ, ପୋଲିସ ଗୋଡେଇ କାବୁ କଲା ରୋଡ ରୋମିଓ କୁ..

 
Special Report
ବର୍ତମାନ ଏକ ଲଜ୍ୟା ଜନକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।ସରକାରୀ ସ୍କୁଲ ହଷ୍ଟେଲ ରେ ଜଣେ ନାବାଳିକା ଗ-ର୍ଭ-ବ-ତୀ ଥିବାର ଜଣାପଡିଛି।
ଯୁବତୀ ଙ୍କ ନାମ କହି ହେବ ନାହିଁ କି ମୁହଁ ମଧ୍ୟ ଦେଖାଇ ହେବନାହିଁ।ସୂଚନା ଅନୁସାରେ ଛାତ୍ରୀ ଜଣଙ୍କ ନବମ ଶ୍ରେଣୀରେ ପାଠ ପଢୁଛନ୍ତି।ବୟସ ମାତ୍ର ୧୪ ବର୍ଷ।
ଜଣେ ଯୁବକ ଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖି ନାବାଳିକା ଗ-ର୍ଭ-ବ-ତୀ ହୋଇଛନ୍ତି।ଏହି ବିଷୟରେ ଜାଣିବା ପରେ ଛାତ୍ରୀ ଜଣଙ୍କ ନିଜ ପରିବାର ଲୋକଙ୍କ ପରାମର୍ଶ ରେ ଔଷଧ ମଧ୍ୟ ଖାଇଥିଲେ।
କିନ୍ତୁ ଛାତ୍ରୀ ଜଣଙ୍କ ଔଷଧ ଖାଇବା ପରେ ଗୁରୁତର ଅବସ୍ଥା ରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ୍ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି ନାବାଳିକା।
ଏହି ଘଟଣା କୁ ନେଇ ସ୍କୁଲ ର ପ୍ରଧାନ ଶିକ୍ଷକ ବଲାଙ୍ଗୀର ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ।ଏହାପରେ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ଯୁବକ ଙ୍କ ମେଡିକାଲ ପରୀକ୍ଷା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।ଯୁବକ ଜଣଙ୍କ ନାବାଳିକା ଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିବା କଥା ସ୍ବୀକାର କରିଥିବା ପୋଲିସ କହିଛନ୍ତି।
ସେହିପରି ଉପଯୁକ୍ତ ତଦନ୍ତ ପାଇଁ ଗିରଫ ଯୁବକ ଙ୍କ ମା ଦାବି କରିଛନ୍ତି ବୋଲି ଜଣାପଡିଛି।ଛାତ୍ରୀ ଜଣଙ୍କ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ସେ ଜଣେ ଆଦିବାସୀ ଝିଅ।ରାଜ୍ୟ ସରକାର ଙ୍କ ଆଦିବାସୀ ଓ ହରିଜନ ସ୍କୁଲ ହଷ୍ଟେଲ ରେ ରହି ପାଠ ପଢ଼ୁଥିଲେ।
ଛାତ୍ରୀ ଜଣଙ୍କ ହଷ୍ଟେଲ ରେ ରହି ପାଞ୍ଚ ମାସର ଗ-ର୍ଭ-ବ-ତୀ ଥିବା କଥା ହଷ୍ଟେଲ ଦାୟିତ୍ଵ ରେ ଥିବା କର୍ମଚାରୀ କେମିତି ଜାଣିପାରିଲେ ନାହିଁ ତାହା ବର୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସେପଟେ ଘଟଣା ଜଣାପଡିବା ପରେ ସ୍କୁଲ ର ଅଧିକାଂଶ ଶିକ୍ଷକ ଓ କତୃପକ୍ଷ ଙ୍କ ମୋବାଇଲ ବନ୍ଦ ରହିଛି।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.