Movie prime

ପାଞ୍ଚ ବର୍ଷ ଝିଅ ର ଇଜ୍ଜତ୍ ଲୁଟିଦେଲା ୪୫ ବର୍ଷୀୟ ବୁଢ଼ା...

 
Special report
କଅଁଳ ବୟସରେ ଲାଗିଲା କଳଙ୍କର ଛିଟା।ଏକ ପାଞ୍ଚ ବର୍ଷର ନିଷ୍ପାପ କନ୍ୟା କୁ ଦୁ-ଷ୍କ-ର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି।ଜଣେ ୪୫ ବର୍ଷୀୟ ବ୍ୟକ୍ତି ଦୁ-ଷ୍କ-ର୍ମ କରିଛନ୍ତି ବୋଲି ଜଣାପଡିଛି।
ଏଭଳି ଏକ ଲଜ୍ୟା ଜନକ ଘଟଣା ଭୁବନ ଥାନା ସୁର ପ୍ରତାପ ପୁର ଫାଣ୍ଡି ଅନ୍ତର୍ଗତ ଏକ ଗ୍ରାମରୁ ସାମ୍ନାକୁ ଆସିଛି।ଯୌ-ନ ରାକ୍ଷସ କବଳ ରୁ ବର୍ତ୍ତି ନ ପାରି ଦୁ-ଷ୍କ-ର୍ମର ଶିକାର ହୋଇଛି ଜଣେ ପାଞ୍ଚ ବର୍ଷର ନିଷ୍ପାପ କନ୍ୟା ।
ପାଞ୍ଚ ବର୍ଷର ନିଷ୍ପାପ କନ୍ୟା ଟି ଜୀବନକୁ ଭଲ ଭାବରେ ବୁଝି ନାହାନ୍ତି କି ଦେଖି ନାହାଁନ୍ତି।କିନ୍ତୁ ସେ ହୋଇଛି ଯୌ-ନ ରାକ୍ଷସ ଙ୍କ ଲୋଲୁପ ଦୃଷ୍ଟି ର ଶିକାର।ଏଭଳି କାଣ୍ଡ ଘଟାଇଛନ୍ତି ଜଣେ ୪୫ ବର୍ଷୀୟ ବ୍ୟକ୍ତି।
ସୂଚନା ଅନୁସାରେ ଗ୍ରାମର ଜୈନିକ ମହିଳା ନିଜର ପାଞ୍ଚ ବର୍ଷର ଦିବ୍ୟାଙ୍ଗ ଝିଅ କୁ ଘରେ ଛାଡ଼ି ପାଖ ନଳକୂପ କୁ ପାଣି ଆଣିବାପାଇଁ ଯାଇଥିଲେ।ଫେରିଲା ବେଳକୁ ବାବୁଲା ବିନ୍ଧାଣି ଝିଅକୁ ଦୁ-ଷ୍କ-ର୍ମ କରୁଥିବାର ଦେଖିବାକୁ ପାଇଥିଲେ।
ଏହାପରେ ବାବୁଲା ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ମହିଳା ଜଣଙ୍କ ଝିଅକୁ ଧରି ସୁର ପ୍ରତାପ ପୁର ଫାଣ୍ଡି ର ଦ୍ୱାରସ୍ଥ ହୋଇଥିଲେ।ତେବେ ଝିଅର ମା ଘଟଣା ସମ୍ପର୍କ ରେ ପୋଲିସ ଙ୍କ ସାମ୍ନାରେ ପୁରା ଘଟଣା କହିଥିଲେ।
ଏହି ଘଟଣା ବିଷୟରେ ଜାଣିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ସେପଟେ ଅଭିଯୁକ୍ତ ବାବୁଲା ବିନ୍ଧାଣି ଫେରାର ଥିବା ଜଣାପଡିଛି।
ଏହି ଘଟଣା ଶୁଣି ଦର୍ଶକ ମାନେ ବ୍ୟକ୍ତି ଙ୍କୁ ଉଚିତ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି।କିନ୍ତୁ ଏହି ଘଟଣା ରେ ପୋଲିସ ଅଭିଯୁକ୍ତ ବାବୁଲା ବିନ୍ଧାଣି ଙ୍କୁ ଗିରଫ କରି ପାରି ନାହାଁନ୍ତି।
ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ବହୁତ ନିନ୍ଦା କରିବାରେ ଲାଗିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.