Movie prime

ଯୁବତୀ ର ଇଜ୍ଜତ୍ ଲୁଟି ଶେଷରେ ଭିଡିଓ କରି ଦେଉଥିଲେ ଧମକ ! ପଇସା ଦେ ନହେଲେ ଆଉ ଥରେ ଆମ ସହ ଶୁଅ,ନହେଲେ ଭିଡିଓ କରିବୁ viral

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ଯାହା ସମ୍ପର୍କରେ ଜାଣି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ଲୋକ ମାନେ କେତେ ମାତ୍ରାରେ କ୍ରୂର ହୋଇ ଗଲେଣି କି ସେମାନେ ନିଜ ସ୍ବାର୍ଥ ସମ୍ମୁଖରେ ଆଉ କାହାକୁ ମଧ୍ୟ ଦେଖି ପାରୁ ନାହାଁନ୍ତି। ଚାରି ପିଲା ଙ୍କର ମାଆ ବର୍ତ୍ତମାନ୍ ଏହା ଅଭିଯୋଗ ଆଣିଛନ୍ତି କି ତାଙ୍କୁ ବ-ଳା-ତ୍କା-ର କରାଯାଇଛି।
ସେ କହିଛନ୍ତି କି ଯେତେବେଳେ ସେ କ୍ଷେତକୁ କାମ କରିବାକୁ ଯାଇଥିଲେ ।ସେହି ସମୟରେ ଅଭିଯୁକ୍ତ ଜଣକ ତାଙ୍କୁ ଏକ କୌଣସି ପ୍ରକାରର ନିଶା ଦ୍ରବ୍ୟ ଶୁଙ୍ଘିବାକୁ ଦେଇଥିଲା ଯାହା ଫଳରେ କି ସେ ନିଜ ଉପରୁ ନିଜର ଆୟତ ହରାଇ ବସିଥିଲେ।
Special Report
ଆଉ ଶେଷରେ ତାଙ୍କୁ ଅଭିଯୁକ୍ତ ଜଣକ ବ-ଳା-ତ୍କା-ର କରିଥିଲା। ଏହାପରେ ସେ ମହିଳା ଜଣଙ୍କୁ ବ୍ଲାକ ମେଲ୍ ମଧ୍ଯ କରିଥିଲା। ତାଙ୍କୁ କହିଥିଲା କି ସେ ଏହି ଭିଡିଓ କୁ ସୋସିଆଲ ମିଡ଼ିଆ ରେ ଭାଇରାଲ କରିଦେବ।
ଏଭଳି ଭିଡିଓ ଦେଖାଇ ତାଙ୍କୁ ବାରମ୍ବାର ଶାରୀରିକ ସମ୍ପର୍କ ରଖିବାକୁ ମଧ୍ଯ ବାଧ୍ୟ କରିଥିଲା। ଏଥି ଘଟଣାରେ ଦୁଇଜଣ ସାମିଲ ଥିଲେ। ଏଭଳି ଏକ ଅମାନବୀୟ କାଣ୍ଡ ବିହାର ର ବେଗୁସରାଇ ରେ ଘଟି ଯାଇଛି।
Special Report
ଏହି ଘଟଣା ଟି ଏକ ମାସ ପୂର୍ବରୁ ଘଟିଥିଲେ ସୁଦ୍ଧା ମହିଳା ଜଣକ ୧୭ ଏପ୍ରିଲ୍ ରେ ପୋଲିସ ଷ୍ଟେସନ ରେ ଅଭିଯୋଗ କରିଛନ୍ତି। ଏବଂ ଏହି ଆଧାରରେ ପୋଲିସ ଘଟଣାର ତଦନ୍ତ ମଧ୍ଯ କରିଥିଲା।
ଏହା ପରେ ମହିଳା ଜଣଙ୍କୁ ଏକା ପ୍ରଶ୍ନ କରାଯାଇଥିଲା କି ଏହି ଘଟଣା ଏକ ମାସ ପୂର୍ବେ ଘଟିଥିଲେ ସୁଦ୍ଧା ମହିଳା ଜଣକ କଣ ପାଇଁ ଅଭିଯୋଗ କରି ନଥିଲେ?
ଯାହାର ଉତ୍ତର ଦେଇ ମହିଳା ଜଣକ କହିଥିଲେ କି ସେ ତାଙ୍କର ପାରିବାରିକ ଚାପ କାରଣରୁ ଚୁପ୍ ଥିଲେ। ଏବେ ପୋଲିସ ଏହି ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଉ ଏଭଳି ଘୃଣ୍ୟ କାମ ପାଇଁ ଉଚିତ ଶାସ୍ତି ମଧ୍ଯ ପ୍ରଦାନ କରାଯିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.