Movie prime

Mithun chakraborty ଙ୍କୁ ନେଇ ଆସିଲା ବହୁତ୍ ବଡ ଖବର ଦେଖନ୍ତୁ କେମିତି ବଞ୍ଚି ଥାଉ ଥାଉ କେମିତି ମାରିଦେଲେ !!!

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସୋସିଆଲ ଦ୍ଵାରା ସିନେମା ଜଗତର ଖବର ଗୁଡିକ ଜାଣୁବାକୁ ପାଇଥାନ୍ତି। ତେବେ ବନ୍ଧୁଗଣ ମିଡ଼ିଆରେ ବଲିଉଡ ସିନେମାର ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ମୃତ୍ୟୁ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି।
Special report
କିଛି ଦିନ ତଳେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ମିଥୁନଙ୍କର ଦେହାନ୍ତ ହୋଇଥିବା ଖବର ପ୍ରକାଶ ପାଇବା ପରେ ସୋସିଆଲ ମିଡିଆରେ ଶୋକର ବାର୍ତ୍ତା ମଧ୍ୟ ପଠାଇଛନ୍ତି ପ୍ରଶଂସକ।
ତେବେ ମିଥୁନଙ୍କୁ ନେଇ ଭାଇରାଲ ହେଉଥିବା ଏହି ଖବର ସମ୍ପୂର୍ଣ୍ଣ ମିଛ ଏବଂ ଗୁଜବ ବୋଲି ଜଣାପଡ଼ିଛି। ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବର୍ତ୍ତମାନ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ
Special report
ତାଙ୍କ ନାମେର ଏଭଳି ଗୁଜବ ଭାଇରାଲ କରାଯାଉଛି। ସୂଚନା ଅନୁସାରେ, ଫେବୃଆରୀ ୧୦ ତାରିଖରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଧିରେ ଧିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଥିଲା।
ତେଣୁ ତାଙ୍କୁ ସଙ୍ଗେ ସଙ୍ଗେ କୋଲକାତାର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ କିଛି ଦିନ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା।
Special report
ତେବେ ଡାକ୍ତରଙ୍କ ରିପୋର୍ଟ ଅନୁଯାୟୀ, ମିଥୁନ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇଥିଲେ। ତେବେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଦାର ଆସିଛ ହୋଇଛି। ଏହାପରେ ସେ ଗତ ସୋମବାର ଅପରାହ୍ନରେ ମିଥୁନ ସୁସ୍ଥ ହୋଇ ମେଡିକାଲରୁ ଫେରିଛନ୍ତି।
ତେବେ ଖାଦ୍ୟପେୟର ଯତ୍ନ ନ ନେବା ଏବଂ ଅଧିକ ଖାଇବା ଅଭ୍ୟାସ ବ୍ୟତୀତ ତାଙ୍କର ଅନ୍ୟ କୌଣସି କରାପ ଅଭ୍ୟାସ ନଥିଲା ବୋଲି କହିଛନ୍ତି ବଲିଉଡର ‘ଡିସ୍କୋ ଡାନ୍ସର’।
ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କୁ ଫୋନ୍ କରି ଗାଳି କରିଥିବା ସେ ପ୍ରକାଶ କରିଛନ୍ତି। ତେବେ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଘରେ ରହିଛନ୍ତି। କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ତାଙ୍କର ମୃତ୍ୟୁ ଖବର ସମ୍ପୂ୍ଣର୍ଣ ମିଛି ଏବଂ ଗୁଜବ ବୋଲି ଜାଣିବାକୁ ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.