Movie prime

ଭାରତ କୁ ୫ ବର୍ଷ ରେ ମୋଦୀ ପରିବର୍ତ୍ତନ କରିଦେଲେ.. ନବୀନ ବାବୁ ୨୫ ବର୍ଷ ଶାସନ ରେ ରହି କଣ କରିଛନ୍ତି..

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବିଜେପି ର କେନ୍ଦ୍ରାପଡ଼ାର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ଆଗାମୀ ନିର୍ବାଚନ ପାଇଁ ଏବେ ସେ ତାଙ୍କର ଅଞ୍ଚଳରେ ମଧ୍ୟ ଜୋରଦାର ପ୍ରଚାର କରିବା ଆରମ୍ଭ କରି ଦେଇଛନ୍ତି।
ବିଭିନ୍ନ ଅଞ୍ଚଳ ମାନଙ୍କୁ ବୁଲି ବୁଲି ସେ ତାଙ୍କର ପ୍ରଚାର ମଧ୍ୟ ଜାରୀ ରଖିଛନ୍ତି। ନିକଟରେ ସେ ମିଡ଼ିଆ ସାମ୍ନାରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
Gh
ନିକଟରେ ବୈଜୟନ୍ତ ପଣ୍ଡା କହିଛନ୍ତି କି ଆୟୁଷ୍ମାନ ଯୋଜନା ପୂରା ଦେଶ ର ନୁହେଁ ବରଂ ପୂରା ପୃଥିବୀର ଏହା ଏକ ସବୁଠାରୁ ବଡ଼ ଯୋଜନା ଅଟେ। ଏହା ଦ୍ବାରା ଅନେକ ଲୋକମାନେ ଉପକୃତ ହୋଇ ପାରୁଛନ୍ତି।
ତାହାର ସଫଳତା ମଧ୍ଯ ଏବେ ସମସ୍ତେ ମଧ୍ୟ ଦେଖୁଛନ୍ତି। ବିଭିନ୍ନ ତଥ୍ୟରେ ଏବେ ଓଡ଼ିଶା ତଳକୁ ତଳକୁ ଯାଉଛି ଏହା ଦ୍ବାରା ଓଡିଶା ସରକାର ଲୋକ ମାନଙ୍କୁ ଭୁଆଁ ବୁଲାଉ ଛନ୍ତି ବୋଲି ବୈଜୟନ୍ତ ପଣ୍ଡା କହିଥିଲେ।
ଏହାପରେ ସେ କହିଥିଲେ କି ଲୋକମାନେ ମଧ୍ୟ ଏହାର ଜବାବ ନିଶ୍ଚିତ ଭାବରେ ଦେବେ। ଦଶ ବର୍ଷ ମଧ୍ୟରେ ସାରା ପୃଥିବୀ ରେ ମୋଦୀ ଜୀ ଭାରତକୁ ପଞ୍ଚମ ସ୍ଥାନକୁ ନେଇ ଆସିଲେ।
Hh
ହେଲେ ଓଡିଶାର ଶାସକ ଦଳ ୨୫ ବର୍ଷ ମଧ୍ୟରେ ଓଡ଼ିଶାକୁ ଭାରତର ପଞ୍ଚମ ସ୍ଥାନକୁ ଆଣି ପାରିଲା ନାହିଁ। ସେ କୌଣସି ପ୍ରକଳ୍ପ କୁ ସେ ବିରୋଧ କରୁ ନାହାନ୍ତି। ମାତ୍ର ଅଯୋଧ୍ୟାର ରାମ ମନ୍ଦୀର ପ୍ରତିଷ୍ଠା ସହ କମ୍ପିଟିସନ୍ କରିବା ପାଇଁ,
ମହାପ୍ରଭୁ ଙ୍କୁ ଡାଲା ଗାଡ଼ିରେ ବସେଇ ବୁଲାଇବେ ଏକଥାକୁ ସେ ଆଦୌ ହେଲେ ମଧ୍ୟ ସ୍ବୀକାର କରି ପାରୁ ନାହାଁନ୍ତି। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଏଭଳି ବୈଜୟନ୍ତ ପଣ୍ଡା ବିଜେଡ଼ି ବିରୁଦ୍ଧରେ ଅନେକ ମନ୍ତବ୍ୟ ଦେଇଥିଲେ।
ତେବେ ବୈଜୟନ୍ତ ପଣ୍ଡା ଦେଇଥିବା ଏହି ମନ୍ତବ୍ୟ ଆପଣଙ୍କୁ କେତେଦୂର ଠିକ୍ ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.