ମୋଦୀ ଦେବେ ୪୦୦୦ ଟଙ୍କା ଏମିତି ଦେଖନ୍ତୁ ପାଇବେ ଆକାଉଣ୍ଟ ରେ ଟଙ୍କା
Updated: Aug 5, 2023, 18:45 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି କିଛି ଭିଡିଓ ଦେଖିପାରିବେ

ଯାହା ଦେଖିଲେ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସିବ । ଆଉ ଅନେକ କଥା ଆପଣମାନେ ଜାଣିପାରିବେ । ସରକାର ଲୋକମାନଙ୍କ ପାଇଁ ଅନେକ ପ୍ରକାରର ସୁବିଧା ସୁଯୋଗ ଆଣୁଛନ୍ତି । ଲୋକମାନେ କିଭଳି ଉପକୃତ ହେବେ ଏନେଇ ଅନେକ କଥା ବି ଆସୁଛି ।
ପଣମାନେ ଏହି ଭିଡିଓ ମାଧ୍ୟମରେ ମୋଦି ସରକାରଙ୍କ ତରଫରୁ ମିଳିଥିବା ଖବର ଜାଣିପାରିବେ । ଦେଶବାସୀଙ୍କ ପାଇଁ ବଡ ଉପହାର ଆଣିଛନ୍ତି ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ସମସ୍ତଙ୍କୁ ୪ ହଜାର ଟଙ୍କା ଦେଇଛନ୍ତି । ମୋଦି ସମସ୍ତଙ୍କର ବ୍ୟାଙ୍କ୍ ଆକାଉଣ୍ଟକୁ ୪ ହଜାର ଟଙ୍କା ଛାଡିଛନ୍ତି

ବୋଲି ସୂଚନା ମିଳିଛି । ଯଦି ଆପଣ ଏହି ସୁବିଧା ପାଇ ନାହାଁନ୍ତି ତାହେଲେ କରନ୍ତୁ ଏହି କାମ । ଦେଶର ଲୋକମାନଙ୍କର ବ୍ୟାଙ୍କ୍ ଆକାଉଣ୍ଟକୁ ମହାମହିମ ପ୍ରଧାନମନ୍ତ୍ରୀ ୪ ହଜାର ଲେଖାଏଁ ଟଙ୍କା ପଠାଇଛନ୍ତି ।
ଆଉ ଏହାର ଲାଭ ପାଇନଥିବା ଲୋକମାନେ ଆବେଦନ କରନ୍ତୁ । ଆପଣ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଦେଖି ଦିଅନ୍ତୁ ଯଦି ଟଙ୍କା ନ ଆସିଛି ତାହେଲେ ଆବେଦନ କରନ୍ତୁ । ସୂଚନା ଅନୁସାରେ ରାଜସ୍ଥାନର ଶିଖାବାଡିରେ କୋଟି କୋଟି ଦେଶବାସୀଙ୍କ ଆକାଉଣ୍ଟକୁ ୪ ହଜାର ଟଙ୍କା ପଠାଇଛନ୍ତି ।

ଏହି କିସ୍ତି ଲୋକଙ୍କ ପାଖରେ ପହଞ୍ଚିବା ପରେ ଏକ ସଭାରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏଭଳି ଅନେକ ସୁବିଧା ଆଉ ସୁଯୋଗ ପାଇବେ ଚାଷୀମାନେ ।
ଚାଷୀମାନଙ୍କୁ ନେଇ ଏଭଳି ଅନେକ ସୁବିଧା ଆଣିବେମହାମହିମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚାଷୀମାନେ ଏହା ପୂର୍ବରୁ ୨ ହଜାର ଟଙ୍କା ପାଇଥିଲେ । ଆଉ ଏବେ ୪ ହଜାର ଆଉ ଆଗକୁ ଆହୁରି ଅନେକ ଟଙ୍କା ଚାଷୀମାନଙ୍କୁ ସହାୟତା ଦେବେ ସରକାର । କୃଷି ଜାଗରଣ ୱେବ୍ ସାଇଟ୍ ଦ୍ଵାରା ଆପଣମାନେ ଅନେକ ଖବର ପାଇପାରିବେ ।
ଯେଉଁ କୃଷକ ମାନେ ୧୩ତମ କିସ୍ତି ପାଇ ନାହାଁନ୍ତି ସେମାନେ ଆବେଦନ କରିପାରିବେ । ହେଲ୍ପ ଲାଇନ୍ ନମ୍ୱର୍ ହେଉଛି - ୧୫୫ ୨୬୧ କିମ୍ବା ୧୮୦୦୧୧୫୫୨୬ କିମ୍ବା ୦୧୧-୨୩୩୮୧୦୯୨ । ଆଉ gmail ହେଉଛି - pmkisan-ict@gov.in ।ଏହି ଜିମେଲ ମାଧ୍ୟମରେ ଆପଣଙ୍କ ଅସୁବିଧା ଆପଣ କହିପାରିବେ ।