Movie prime

ମୋଦୀ ଦେବେ ସିଲେଇ ମେସିନ, ଆସିଲା କେନ୍ଦ୍ର ସରକାର ଙ୍କ ନୂଆ ଯୋଜନା !! ମହିଳା ମାନେ ହେବେ ଉପକୃତ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଯଦି ମହିଳା କି ଝିଅ ହୋଇଥିବେ ତେବେ ଏହା ଆପଣ ମାନଙ୍କ ପାଇଁ ଏକ ବଡ଼ ଖବର ଅଟେ। ଯେଉଁମାନେ ବିଯିନେଶ ଆରମ୍ଭ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ମଧ୍ୟ ଏକ ସୁବର୍ଣ୍ଣ ସୁଯୋଗ ଅଟେ।
ଆଜ୍ଞା ହଁ ବର୍ତ୍ତମାନ ଏକ ବଡ଼ ଖବର ଆସି ପହଞ୍ଚିଛି କି ମାଗଣାରେ ସିଲେଇ ମେସିନ ଦେଉଛନ୍ତି ମୋଦି ସରକାର। ମୋଦି ସରକାର ଙ୍କ ତରଫ ରୁ ସବୁ ମହିଳା ମାନଙ୍କ ପାଇଁ ଏହି ଯୋଜନା ଅଣା ଯାଇଛି।
ଏହି ପିଏମସି ସିଲେଇ ମେସିନ ଯୋଜନା ଦ୍ବାରା ସବୁ ଆବଶ୍ୟକୀୟ ମହିଳା ମାନଙ୍କୁ ଯୋଗାଇ ଦିଆ ଯାଇଛି ଫ୍ରି ରେ ସିଲେଇ ମେସିନ। ଯଦି ଆପଣଙ୍କ ଘରେ କୌଣସି ମହିଳା ବା ଝିଅ ଅଛନ୍ତି
ଯେଉଁ ମାନଙ୍କର କି ସିଲେଇ କରିବାରେ ରୁଚି ରହିଛି ସେମାନଙ୍କ ପାଇଁ ଏହା ହେଉଛି ଏକ ବଡ଼ ସୁଯୋଗ। ଭାରତ ସରକାରଙ୍କ ଏହି ଯୋଜନାର ମୂଖ୍ୟ ଉଦ୍ଧେଶ୍ୟ ହେଉଛି କି ଭାରତରେ ଥିବା ସମସ୍ତ ରୋଜଗାର ଆବଶ୍ୟକୀୟ ମହିଳା ମାନଙ୍କୁ ଏହି ଯୋଜନା ପ୍ରଦାନ କରାଯିବ।
ଯାହା ଫଳରେ କି ସେମାନେ ସ୍ଵୟଂ ରୋଜଗାର କରି ଆତ୍ମ ନିର୍ଭରଶୀଳ ହୋଇ ପାରିବେ। ଏହି ଯୋଜନାରେ ଆବେଦନ ୧୭ ବର୍ଷ ରୁ ୫୯ ବର୍ଷ ପର୍ଯ୍ୟନ୍ତ କରାଯାଇ ପାରିବ। ଏହାର ଆବେଦନ ବୟସ ମଧ୍ୟ ୨୧ ବର୍ଷ ରଖା ଯାଇଥିଲା
ହେଲେ ଏହାକୁ ହଟା ଯାଇ ୧୭ ବର୍ଷ କରାଯାଇଛି। ସିଲେଇ ମେସିନ ପାଇଁ ଆବେଦନ କରିଥିବା ଟଙ୍କା କେବଳ ଆବେଦନ କରିଥିବା ମହିଳା ମାନଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ହିଁ ଆସିବ।
ଏହି ହିତାଧିକାରୀ ମାନେ ଯେପରି ତାଙ୍କ ବ୍ୟାଙ୍କ ଖାତାରେ କୌଣସି ପ୍ରକାରର ଋଣ ନକରି ଥିବେ। ଗ୍ରାମୀଣ ମହିଳା ମାନଙ୍କୁ ଏହି ଯୋଜନା ର ସୁବିଧା ପ୍ରଦାନ କରିବା ପାଇଁ ମଧ୍ୟ ପିଏମ ମୋଦି କହିଛନ୍ତି।
ଖାସ କରି ଦେଶର ଏକ କୋଟି ମହିଳା ମାନଙ୍କୁ ଏହି ଯୋଜନା ଦେବାର ଲକ୍ଷ ମଧ୍ୟ ରଖା ଯାଇଛି। ଏହି ଲାଭ ଉଠାଇବା ପାଇଁ ଆପଣ ଙ୍କୁ ଆପଣଙ୍କ କୌଣସି ବି ପ୍ରମାଣପତ୍ର ଦରକାର ଅଟେ। ଏଥି ସହ ଇନ୍କମ୍ ସାର୍ଟିଫିକେଟ ଓ ଆଧାର କାର୍ଡ ମଧ୍ଯ ନିହାତି ଦରକାର ଅଟେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.