Movie prime

ଯୁବକ ମାନଙ୍କୁ ମୋଦୀ ଦେଲେ ଗ୍ୟାରେଣ୍ଟି, "ମେରେ ବଚୋ ଅଛେ ଦିନ ଆନେ ୱାଲେ ହେଁ "

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆଗକୁ ନିର୍ବାଚନ ରହିଛି।ଏବେ ଠାରୁ କିଛି ଦଳ ର ନେତା ମାନେ ନିଜ ମତ ପ୍ରକାଶ କରିଛନ୍ତି।ସେମାନେ ଦେଶ ର ଯୁବ ଭୋଟର ମାନଙ୍କ ଉପରେ ଗୁରୁତ୍ବ ଦେଇ ଛନ୍ତି।ନିକଟ ରେ ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସେହି ଯୁବ ଭୋଟର ମାନଙ୍କ ସହିତ ଯୋଡି ହୋଇଛନ୍ତି।
Special report
ସେ ଗୋଟିଏ ସମ୍ମିଳନୀ ମାଧ୍ୟମ ରେ ଯୁବ ଭୋଟର ମାନଙ୍କ ସହିତ କଥା ହେବେ।ଦେଶ କୁ ଆଗକୁ ନେବା ରେ କିଭଳି ସେମାନେ ସାହାର୍ଯ୍ୟ କରିବେ ତାହା ଉପରେ ସେମାନେ କଥା ହେବେ।ଏଥିରେ ଆଜିର ଯୁବ ପିଢ଼ି ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି।
ବର୍ତ୍ତମାନ ର ଯୁବ ପୀଢ଼ି ମାନଙ୍କୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ୟାରେଣ୍ଟି ଦେଇଛନ୍ତି।ସେମାନଙ୍କ ଭବିଷ୍ୟତ କୁ ଉଜ୍ଜଳ କରା ଯିବ।ସେମାନଙ୍କୁ ଆଗକୁ ନେବାରେ ଆମେ ସାହାର୍ଯ୍ୟ କରିବୁ।ସେହି ନୂଆ ଭୋଟର ମାନଙ୍କ ସହିତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହେବେ।
ଦେଶ ପାଇଁ ସେମାନେ ନୂଆ ସଂକଳ୍ପ ନେବେ।ନୂତନ ଭବିଷ୍ୟତ ତିଆରି କରିବେ।ଦେଶ ରେ ପ୍ରାୟ ୫୦୦୦ ରୁ ଉର୍ଦ୍ଧ ସ୍ଥାନ ରେ ଓ ରାଜ୍ୟ ରେ ପ୍ରାୟ ୨୦୦ ରୁ ଅଧିକ ସ୍ଥାନ ରେ ଥିବା ଯୁବ ଭୋଟର ମାନଙ୍କ ସହିତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଯୋଡି ହୋଇଛନ୍ତି।ତାଙ୍କ ସହିତ କଥା ହୋଇଛନ୍ତି।
Special report
ନୂଆ ଭାରତ ଗଠନ ରେ ସେମାନେ କିଭଳି ଭାବେ ସହାୟକ ହେବେ ତାହା ଉପରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ଯୁବ ପୀଢ଼ି ଙ୍କ ସହିତ କଥା ହେବେ।ଭାରତ ବର୍ଷ ଆଗାମୀ ଶହେ ବର୍ଷ ପାଇଁ କିଭଳି ଭାବେ ବିଶ୍ଵର ଗୁରୁ ହୋଇ ପାରିବ ସେ କଥା କୁ ମଧ୍ୟ ଗୁରୁତ୍ଵ ଦିଆ ଯାଇଛି।
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଏଭଳି କାର୍ଯ୍ୟ କୁ ସମସ୍ତେ ଖୁବ୍ ପ୍ରଶଂସା କରୁଛନ୍ତି।ଓ ତାଙ୍କ ଭଳି ନେତା ଙ୍କ ପାଇଁ ଆମ ଦେଶ ର ଏତେ ସବୁ ଉନ୍ନତି ହୋଇଚି ବୋଲି ମଧ୍ୟ କିଛି ନେତା ମାନେ କହୁଛନ୍ତି।
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବକ ମାନଙ୍କୁ କହିଛନ୍ତି କି ଆପଣ ମାନେ ଦେଶ ଓ ରାଜ୍ୟ ପାଇଁ କାମ କରନ୍ତୁ।ଆମ ଦେଶ ର ନାମ ରଖନ୍ତୁ।ଆପଣ ମାନେ ହିଁ ଦେଶ ର ଭବିଷ୍ୟତ।
ଏ କଥା ଯେମିତି ନ ଭୁଲନ୍ତି।ଆପଣ ମାନଙ୍କ ପାଇଁ ଦେଶ ଆଗକୁ ଯିବ।ତେଣୁ ସମସ୍ତେ ମିଶି ଆମ ଦେଶ ର ଉନ୍ନତି କରିବାର ଆଜି ସଂକଳ୍ପ ନେବା।ଏହା ଦ୍ବାରା ଆମ ଦେଶ ଆମ ଜାତି ର ଉନ୍ନତି ହେବ।