Movie prime

ମୋଦୀ କଲେ ମମତା ଙ୍କୁ ସିଧା ସଳଖ ନିଶାନା..ମମତା ବହୁତ୍ ଦିନ ମୁଖ୍ୟମନ୍ତ୍ରୀ ହେଲ, ଏବେ ହାରିବାକୁ ବାକୁ ପ୍ରସ୍ତୁତ ହୋଇଯାଅ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ପଶ୍ଚିମ ବଙ୍ଗ ରେ ଆଗକୁ ନିର୍ବାଚନ ରହିଛି।ବର୍ତ୍ତମାନ ସମୟ ରେ ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ହେଉଛନ୍ତି ମମତା ବାନାର୍ଜୀ।ପଶ୍ଚିମ ବଙ୍ଗ କୁ ମମତା ବାନାର୍ଜୀ ଙ୍କ ଗଡ଼ ବୋଲି କୁହା ଯାଇ ଥାଏ।
Special report
ଅନେକ ବର୍ଷ ଧରି ସେ ମୁଖ୍ୟ ମନ୍ତ୍ରୀ ରହିଛନ୍ତି।ଏବେ ଶୁଣି ବାକୁ ମିଳୁଚି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ବଙ୍ଗର ଗ୍ରସ୍ତ ରେ ଆସୁଛନ୍ତି।ନିଜ ଦଳ କୁ ସୁଦୃଢ କରିବା ପାଇଁ ପ୍ରଧାନ ମନ୍ତ୍ରୀ ସେଠାରେ ଦୁଇ ଦିନ ରହିବା ର ମଧ୍ୟ ସମ୍ଭାବନା ରହିଛି।
ତାଙ୍କର ଏହି ଗ୍ରସ୍ତ କୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଇଛି।ଏହାର କାରଣ ହେଉଛି ଆଗକୁ ନିର୍ବାଚନ ରହିଛି।ଏହି ନିର୍ବାଚନ କୁ ଦୃଷ୍ଟି ରେ ରଖି ପ୍ରଧାନ ମନ୍ତ୍ରୀ ଲୋକ ଙ୍କୁ ନିଜ ଆଡକୁ ଆକର୍ଷିତ କରୁଛନ୍ତି ବୋଲି କିଛି ଲୋକେ କହିଛନ୍ତି।
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ଭାରତୀୟ ଜନତା ପାର୍ଟି ର ମୁଖ୍ୟ।ସେ ସେଠାରେ ଦୁଇ ଦିନ ରହିବେ।ସେଠାରେ ସେ ୭୨୦୦ କୋଟି ଟଙ୍କାର ବିକାଶ ର ମୂଳଦୁଆ ପକାଇବେ।ସେଠାରେ ଏକ ବଡ ସଭା ର ଆୟୋଜନ କରା ଯାଇଛି।
Special report
ମିଳିଥିବା ସୂଚନା ଅନୁସାରେ ପ୍ରଧାନ ମନ୍ତ୍ରୀ ଆସନ୍ତା ଶୁକ୍ରବାର ଦିନ ପଶ୍ଚିମ ବଙ୍ଗ ଗ୍ରସ୍ତ ରେ ଯିବେ।ସେଠାରେ ସେ ଗୋଟିଏ ସଭା ରେ ଯୋଗ ଦେବେ।ଶନିବାର ନଦିଆ ଜିଲ୍ଲା ର କୁଷନ୍ ନଗର ଯିବା ପାଇଁ ଯୋଜନା ରହିଛି।
ଏଠାରେ ପ୍ରଧାନ ମନ୍ତ୍ରୀ ମୋଦି ୧୫୦୦୦ କୋଟି ଟଙ୍କା ର ଏକ ବିକାଶ ମୂଳକ ଅନୁଦାନ ପ୍ରଦାନ କରିବେ।ଏଥିରେ ସେଠାକାର ଲୋକ ମାନଙ୍କ ର ଉନ୍ନତି ହୋଇ ପାରିବ ବୋଲି ଶୁଣା ଯାଉଚି।ଯାହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା ଜୋର୍ ଧରିଛି।
ପଶ୍ଚିମ ବଙ୍ଗ ରେ ଏବେ ମହିଳା ଙ୍କ ନିର୍ଯ୍ୟାତନା କୁ ନେଇ ଚର୍ଚ୍ଚା ଜୋର ଧରିଛି।ଏହାକୁ ନେଇ ବିଜେପି ନେତା ମାନେ ନିଜ ମତ ପ୍ରକାଶ କରିଛନ୍ତି।ଟି ଏମ୍ ସି ର ଜଣେ ନେତା ଏଥିରେ ସାମିଲ୍ ଅଛନ୍ତି।
ବର୍ତ୍ତମାନ ସମୟ ରେ ୨୦୨୪ ନିର୍ବାଚନ ପାଇଁ ବିଜେପି ଦଳ ଗୋଟିଏ ବଡ ରଣନୀତି ତିଆରି କରିଛି।ଏବେ ଦେଖିବାକୁ ବାକି ରହିଲା କେବେ ପଶ୍ଚିମ ବଙ୍ଗ ରେ ବିଜେପି ଦଳ ବିଜୟ ହାସଲ କରୁଚି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.