Movie prime

ଗୋ-ମାଂ-ସ ଖାଇ ଶ୍ରୀମନ୍ଦିର ପଶିଥିବା କାମୀୟା ଙ୍କୁ ମୋଦୀଙ୍କ ଏତେ ଭଲ ପାଇବା !! ଦେଖନ୍ତୁ ଏହି ଦୃଶ୍ୟ

 
Vh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ରାଜନୀତି ବିଷୟରେ ମଧ୍ୟ ଅନେକ ଖବର ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି ।
ଆପଣମାନେ ସମସ୍ତେ ପାକିସ୍ତାନ ରିପୋର୍ଟର କାମିୟା ଜାନିଙ୍କୁ ଜାଣିଥିବେ ।ଏହି ମହିଳା ଜଣଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଥିଲା । ଏହି ମହିଳା ଜଣକ ଗୋ ମାଂସ ଖାଆନ୍ତି ଆଉ ସେ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ । ଆଉ ଏହାକୁ ନେଇ ଅନେକ କଥା ଆସିଥିଲା ।
Vh
ଏବେ ପୁଣି ତାଙ୍କୁ ନେଇ କିଛି ଖବର ଆସିଛି । ସଭାରେ ଲୋକଙ୍କ ଆଗରେ ଏଭଳି କିଛି କହି ଦେଇଛନ୍ତି କାମିୟା ଜାନି । ଯାହାପାଇଁ ଦିନେ ଓଡ଼ିଶା ହୁଳସ୍ତୁଲ ହେଉଥିଲା ତାକୁ ମୋଦି ଦେଲେ ଉପହାର । ଏବେ ଏହାକୁ ନେଇ ଅନେକ କଥା ଆସୁଛି । 
କାମିୟା ଜାନି ତ ଗୋ ମାଂସ ଖାଉଥିଲେ କେମିତି ତାଙ୍କୁ ଏତେ ଭଲ ପାଇଗଲେ ପ୍ରଧାନମନ୍ତ୍ରୀ ମୋଦି । ଗୋଟିଏ ଷ୍ଟେଜରେ କାମିୟା ଜାନି ଆଉ ନରେନ୍ଦ୍ର ମୋଦୀ ଥିଲେ । ଆଉ କାମିୟା ଜାନିଙ୍କୁ ବେଷ୍ଟ ଟ୍ରାଭେଲ ଟିଉଟର ଆୱାର୍ଡ ଦେଇଛନ୍ତି ।
Vg
କିଛି ମାସ ତଳେ ଓଡ଼ିଶା ଶ୍ରୀମନ୍ଦିର ଭିତରକୁ କାମିୟା ଜାନି ପାଣ୍ଡିଆନଙ୍କ ସହିତ ଯାଇଥିଲେ ଆଉ ସେ ମହାପ୍ରସାଦ ସେବନ କରୁଥିଲେ । ଆଉ ଏହାକୁ ନେଇ ରାଜନୀତି ହଲଚଲ ହୋଇଥିଲା । 
କାମିୟା ଜାନି ଗୋ ମାଂସ ଖାଉଥିବାରୁ ତାଙ୍କୁ କାହିଁକି ମନ୍ଦିର ଭିତରକୁ ପଶା ଯାଇଥିଲା । ଆଉ ତାଙ୍କୁ କାହିଁକି ମହାପ୍ରସାଦ ଖାଇବାକୁ ଦିଆ ଯାଇଥିଲା ଏହାକୁ ନେଇ ଅନେକ ପ୍ରଶ୍ନ କରିଥିଲା ବିଜେପି । ଏହା ଅନେକ ଶ୍ରଦ୍ଧାଳୁଙ୍କ ମନରେ କଷ୍ଟ ଦେଇଛି ।
ଓଡ଼ିଶାରେ ବିବାଦୀୟ ଥିବା ୟୁଟ୍ୟୁବର କାମିୟା ଜାନିଙ୍କୁ ଏବେ ମୋଦି ଆୱାର୍ଡ଼ ଦେଇଛନ୍ତି । ଆଉ ତାଙ୍କୁ ସମ୍ମାନିତ କରିଛନ୍ତି । ଏହାସହ ଦେଶର ମନ୍ଦିର ଗୁଡ଼ିକ ବୁଲିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।