Movie prime

ମୋଦୀ ଙ୍କ ଅନ୍ତବସ୍ତ୍ର ଦାମ ୪୦ ହଜାର!!

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଖୋର୍ଦ୍ଧା ଜଟଣୀ ର ବିଧାୟକ ସୁର ରାଉତ ରାୟ ଏଭଳି କିଛି କଥା କହିଥାନ୍ତି ଯାହା ପାଇଁ ସେ ସଦା ସର୍ବଦା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟି ଥାଆନ୍ତି।
ପ୍ରତ୍ୟେକ ତାଙ୍କର ଏଭଳି ନିର୍ଦ୍ଵନ୍ଦରେ କଥା କହିବା ଶୈଳୀ କୁ ମଧ୍ୟ ଲୋକ ମାନେ ଖୁବ ପଶନ୍ଦ ମଧ୍ୟ କରିଥାନ୍ତି। ସେ ଏଭଳି ଅନେକ କଥା ମଧ୍ୟ କହିଥାନ୍ତି ଯାହାକି ସୋସିଆଲ ମିଡ଼ିଆ ରେ ମଧ୍ୟ ଖୁବ ଭାଇରାଲ ହୋଇଥାଏ।
ଏବେ ମଧ୍ୟ ସୁର ରାଉତ ରାୟ ସେଭଳି କିଛି କଥା କହି ଚର୍ଚ୍ଚାର ବିଷୟ ପାଲଟି ଛନ୍ତି। ସେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଅନ୍ତଃ ବସ୍ତ୍ର ସମ୍ପର୍କରେ କହି ଚର୍ଚ୍ଚାର ବିଷୟ ପାଲଟି ଛନ୍ତି।
ସେ କହିଛନ୍ତି କି ପ୍ରଧାନ ମନ୍ତ୍ରୀ ଙ୍କ ଚଡ଼ି ଦାମ୍ ହେଉଛି ୪୦ ହଜାର ଟଙ୍କା। ସେଥିପାଇଁ ଅଯଥାରେ ରାହୁଲ ଗାନ୍ଧୀ ଙ୍କ ଗଞ୍ଜି ପଛରେ ପଡନ୍ତୁ ନାହିଁ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସୁଟ ମଧ୍ୟ ୩୦ ହଳ ବୋଲି କହିଥିଲେ।
ଏବଂ କହିଥିଲେ କି ଏହା ଦ୍ବାରା ସେ ଆମ ଦେଶକୁ ଲୁଟ ମଧ୍ୟ କରୁଛନ୍ତି। ସେ କହିଛନ୍ତି କି ନେପାଳ , ଚିନ ଓ ପାକିସ୍ତାନ ମଧ୍ୟ ଆମ ଭାରତ ବର୍ଷ ର କିଛି ଅଙ୍ଗ ନେଇ ସାରିଲେଣି। ସୁର ରାଉତ ରାୟ କହିଥିଲେ
 କି ମୋଦି ଜୀ କେବଳ ଦାଢ଼ି ରେ ହାତ ମାରି ଅଭିନୟ କରୁଛନ୍ତି। ମାତ୍ର କେବେ ହେଲେ ମଧ୍ୟ ସେ ତଳକୁ ଅନଉ ନାହାଁନ୍ତି। କେଉଁ ଅବସ୍ଥାରେ ଆସି ଭାରତ ପହଞ୍ଚି ଲାଣି ତାହା ମଧ୍ୟ ସେ ଦେଖୁ ନାହାଁନ୍ତି। ଯାହାକି ଅତ୍ୟନ୍ତ ଲଜ୍ୟା ଜନକ ଘଟଣା ଅଟେ ବୋଲି କହିଥିଲେ।
ଏଭଳି ସେ ଅନେକ ଅଭିଯୋଗ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନାମରେ ଆଣିଥିଲେ। କହିଥିଲେ କି ଚାରି ଲକ୍ଷ ଟଙ୍କାର କେଜି ଛତୁ ସେ ଅଷ୍ଟ୍ରେଲିଆ ରୁ ଆଣି ଖାଉଛନ୍ତି କେବଳ ତାଙ୍କର ଦାଢ଼ି ସୁନ୍ଦର୍ ଦେଖା ଯିବା ପାଇଁ।
୩୦ ଲକ୍ଷରୁ ୪୦ ଲକ୍ଷ ଟଙ୍କାର ଡ୍ରେସ ମଧ୍ୟ ସେ ପରିଧାନ କରୁଛନ୍ତି। ଆଉ ଯେତେବେଳେ ରାହୁଲ ଗାନ୍ଧୀ ୪୦ ହଜାର ଟଙ୍କାରେ ଗଞ୍ଜୀ ପିନ୍ଧିଲେ ସେତେବେଳେ ତାଙ୍କୁ କୁହା ଯାଇଥିଲା। ଆଉ ଏହି ଘଟଣାକୁ ସୁର ରାଉତ ରାୟ ଖୁବ ବିରୋଧ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.