Movie prime

ମୋଦୀ ଦେଇଛନ୍ତି ନକଲି ଡିଗ୍ରୀ ସାର୍ଟିଫିକେଟ? ଚର୍ଚା ଏବେ ଜୋର୍ ଧରିଛି ଆଉ ମୋଦୀ ବି ଚୁପ୍

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସାର୍ଟିଫିକେଟ କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ଜନ ସାଧାରଣ ଙ୍କ ଏହା ପ୍ରଶ୍ନ କି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କଣ ପାଇଁ ତାଙ୍କର ସାର୍ଟିଫିକେଟ ଦେଖାଇବା ପାଇଁ ଡରୁଛନ୍ତି। ଏଭଳି ଅନେକ ପ୍ରଶ୍ନ ମଧ୍ୟ ଉଠୁଛି। କେହି କେହି ଏହା ମଧ୍ୟ କହୁଛନ୍ତି କି ସେ ତାଙ୍କ ସଦସ୍ୟତା ପଳେଇବ ବୋଲି ଡରୁଛନ୍ତି।
ତ ଆଉ କେହି କହୁଛନ୍ତି କି ସେ ମିଥ୍ୟା ସାର୍ଟିଫିକେଟ ଦେଇଛନ୍ତି। ଏହାର ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶା ର ଏକ ଆପ ବାହକ ସଦସ୍ୟ। ସେ କହିଛନ୍ତି କି ଆଦାନୀ ଙ୍କ ଘୋଟାଲା ସହ ମୋଦି ଙ୍କ ଘୋଟାଲା ମଧ୍ୟ ଜଡିତ ଅଛି।
କାରଣ ଯେଉଁଠି ରାଷ୍ଟ୍ରୀୟ ସମ୍ପତ୍ତିର ନଷ୍ଟ କରାଯାଉଛି। ଯେଉଁଠି କିଛି ପୁଞ୍ଜିପତି ଙ୍କ ହାତରେ ଦେଶର ଅର୍ଥନୀତି କୁ ଟେକି ଦିଆ ଯାଇଛି ସେ କ୍ଷେତ୍ରରେ ଇଡି ଓ ସିବିଆଇ ଙ୍କ କୌଣସି ରୋଲ ନାହିଁ।
ସେମାନେ ସେ ସବୁ କ୍ଷେତ୍ରରେ କୌଣସି ପ୍ରକାରର ତଦନ୍ତ ମଧ୍ଯ କରୁ ନାହାଁନ୍ତି। ଏଥିରୁ ଗୋଟେ କଥା ସ୍ପଷ୍ଟ ହୋଇ ଯାଇଛି କି ଭାରତୀୟ ଜନତା ପାର୍ଟି ଏବଂ ଏହାର ସହଯୋଗୀ ଦଳ ମାନେ ଭୟ ଓ ଇଡି ସିବିଆଇ ମାଧ୍ୟମରେ ରାଜୁତି କରିବାକୁ ଚାହାଁନ୍ତି।
ସେମାନେ ଏଭଳି ଭାବରେ ହିଁ ରାଜନୀତି କରିବାକୁ ଚାହାଁନ୍ତି। ବିପକ୍ଷ ଗଣତନ୍ତ୍ର ସମ୍ବିଧାନ ର ମଧ୍ୟ ହ-ତ୍ୟା କରିବାକୁ ଚାହାଁନ୍ତି ବୋଲି ଏଭଳି କିଛି ସଙ୍ଗୀନ ଆରୋପ ଲଗାଇଛନ୍ତି ଓଡ଼ିଶାର ଆପ ବାହକ।
ଏବଂ ସେ ବାରମ୍ବାର ଏହା ପ୍ରଶ୍ନ କରିଛନ୍ତି କି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସାର୍ଟିଫିକେଟ ଦେଖାଇବା ପାଇଁ ଡରୁ ଛନ୍ତି କଣ ପାଇଁ।
ଏଭଳି ଅନେକ କଥା ମଧ୍ଯ ସେ କହିଛନ୍ତି ଯାହାକୁ ବିରୋଧୀ ଦଳ ର ଲୋକ ମାନେ ମଧ୍ୟ ସମର୍ଥନ କରୁଛନ୍ତି। ହେଲେ ସେ କହି ଥିବା କଥା ଉପରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.