Movie prime

ଆସିଗଲା ମୋଦୀ ଙ୍କ ନୂଆ ନିର୍ବାଚନୀ ଯୋଜନା : ଏଥର ଘରେ ବସି ପ୍ରତିଟି ସ୍ତ୍ରୀ ଲୋକ ପାଇବେ ସିଲେଇ ମେସିନ ! କରିବେ ଏମିତି apply

 
Special Report
ଯଦି ଆପଣମାନେ ଘରେ ବସି ସିଲେଇ ର କାମ କରି ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ଆପଣ ମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି।
ନିକଟରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରି ସିଲେଇ ମେସିନ ଯୋଜନା ୨୦୨୨ ରେ ଶୁଭାରମ୍ଭ କରିଥିଲେ।ଦେଶର ମହିଳା ମାନଙ୍କୁ ରୋଜଗାର କ୍ଷମ କରିବା ପାଇଁ ଏହି ଯୋଜନା ର ଶୁଭାରମ୍ଭ କରାଯାଇଛି।
Special Report
ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଗରିବ ଓ ଶ୍ରମିକ ମହିଳା ମାନଙ୍କୁ ମାଗଣାରେ ସିଲେଇ ମେସିନ ଦିଆଯିବ।ଏହି ଯୋଜନା ମାଧ୍ୟମରେ ମହିଳା ମାନେ ସିଲେଇ ମେସିନ ରେ ଘରେ ବସି ଟଙ୍କା ରୋଜଗାର କରିପାରିବେ।
ସିଲେଇ ମେସିନ ପାଇଁ ଆପଣଙ୍କୁଆବେଦନ କରିବାକୁ ପଡ଼ିବ।ପ୍ରତ୍ୟେକ ରାଜ୍ୟରେ ପ୍ରାୟ ୫୦ ହଜାର ମହିଳାଙ୍କୁ ଏହି ଯୋଜନା ପାଇଁ ପ୍ରସ୍ତୁତ କରାଯାଇଛି।
Special report
ପ୍ରଧାନମନ୍ତ୍ରୀ ଫ୍ରି ସିଲେଇ ମେସିନ ଯୋଜନା ଦ୍ବାରା ମହିଳା ମାନଙ୍କ ଆର୍ଥିକ ସଙ୍କଟ ସବୁଦିନ ପାଇଁ ଦୂର ହୋଇଯିବ।ଏହି ଯୋଜନା ଅଧୀନରେ ୨୦ ରୁ ୪୦ ବର୍ଷର ମହିଳା ମାନେ
ଆବେଦନ କରିପାରିବେ।ସେମାନଙ୍କୁ ସିଲେଇ ମେସିନ ପାଇଁ ଏକ ଟଙ୍କା ବି ଖର୍ଚ୍ଚ କରିବାକୁ ପଡିବ ନାହିଁ।ସର୍ବ ପ୍ରଥମେ ଆପଣମାନେ ୱେବ୍ ସାଇଟ୍ କୁ ଯିବେ।
ସେଠାରେ ମାଗଣା ସିଲେଇ ମେସିନ ପାଇବା ପାଇଁ ଦିଆ ଯାଇଥିବା ଆବେଦନ ପତ୍ର କୁ ଡାଉନ୍ ଲୋଡ କରନ୍ତୁ।ଏହାପରେ ଆବେଦନ ପତ୍ର ରେ ନିଜ ତଥ୍ୟ ପୁରଣ କରିବେ।ଶେଷରେ ସେଥିରେ ମଗା ଯାଇଥିବା ଡକୁମେଣ୍ଟ ଦେବେ।
ଆବେଦନ କରିପାରିବେ କୁ ସଂପୃକ୍ତ କାର୍ଯ୍ୟାଳୟ ରେ ସମିଟ କରିବା ପରେ ଆପଣଙ୍କ ଆବେଦନ ପତ୍ର ଯାଞ୍ଚ କରାଯିବ।ଏହାପରେ ଆପଣଙ୍କର ଆପ୍ଲିକେସନ ଫର୍ମ ସଂପୃକ୍ତ କାର୍ଯ୍ୟାଳୟ ର ଅଧିକାରୀ ଙ୍କ ଦ୍ଵାରା ଯାଞ୍ଚ କରାଯାଇ ଆପଣଙ୍କୁ ମାଗଣାରେ ସିଲେଇ ମେସିନ ମିଳିଯିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.