Movie prime

ଆସିଗଲା ମୋଦୀ ଙ୍କ ବିଶ୍ଵକର୍ମା ଯୋଜନା ! କେଉଁ ମାନେ ପାଇବେ ଟଙ୍କା ଦେଖନ୍ତୁ ଏହି ପୋଷ୍ଟ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭଲ ଯୋଜନାର ଘୋଷଣା କରିଛନ୍ତି। ଏହି ଯୋଜନାର ନାମ ହେଉଛି ବିଶ୍ଵକର୍ମା ଯୋଜନା। ଏହି ଯୋଜନା ସମ୍ପର୍କରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲା ରେ ଘୋଷଣା କରିଛନ୍ତି।
Special report
ଏହି ଯୋଜନା ଦ୍ଵାରା ଅନେକ ଲୋକ ଉପକୃତ ହୋଇ ପାରିବେ। ଏହି ଯୋଜନାରେ ଯେଉଁ ମାନେ ବୁଣାକାର ଯେଉଁ ମାନେ ବୁଣା କାମ କରନ୍ତି , ଯେଉଁମାନେ ରାଜମିସ୍ତ୍ରୀ କାମ କରୁଛନ୍ତି ,
ଆଉ ଯେଉଁ ମାନେ ହେଇଛନ୍ତି ମଧ୍ୟବିତ୍ତ ପରିବାରର ଯେଉଁ ମାନଙ୍କୁ ତାଙ୍କର ସଂସ୍ଥା ଚଳାଇବା ବହୁତ କଷ୍ଟକର ହୋଇ ଯାଉଛି ଆଉ ଆପଣଙ୍କ ନିକଟକୁ ଅନେକ ଗୁଡ଼ିଏ ଯୋଜନା ମଧ୍ୟ ଆସୁଛି ଯେଉଁଥିରୁ କି ଆପଣ ମାନେ ଲାଭ ପାଇ ପାରୁ ନାହାଁନ୍ତି
Special report
ତେବେ ଆପଣ ମାନେ କିନ୍ତୁ ଏହି ଯୋଜନାର ଲାଭ ନିଶ୍ଚିତ ଭାବରେ ପାଇ ପାରିବେ। ଯେଉଁ ମାନେ ରାଜମିସ୍ତ୍ରୀ କାମ କରୁଛନ୍ତି ଅର୍ଥାତ କୁଶଳୀ କାରିଗର ବା ବାରିକ ହୁଅନ୍ତୁ ଯେଉଁ ମାନେ କି ସେଲୁନ କରି ଥାଆନ୍ତି,
Special report
ସେମାନେ ତାଙ୍କର ଘରଟିଏ ମଧ୍ଯ ଠିକ ଭାବରେ ବନେଇ ପାରୁ ନାହାନ୍ତି। ଯାହା ଫଳରେ କି ତାଙ୍କର ପରିବାର ପ୍ରତି ପୋଷଣ କରିବା ବହୁତ କଷ୍ଟକର ହୋଇ ଯାଉଛି। ଏହି ସବୁ କୁ ଦୃଷ୍ଟି ରେ ରଖି ମୋଦୀ ସରକାର ଆଜି ଏହି ବିଶ୍ଵକର୍ମା ଯୋଜନାର ଘୋଷଣା କରିଛନ୍ତି।
ଏହି ଯୋଜନାର ଆରମ୍ଭ ୧୩ ରୁ ୧୫ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ହେବାକୁ ଯାଉଛି। ଆଉ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଦେଶକୁ ତୃତୀୟ ଅର୍ଥ ଶକ୍ତି ଭାବରେ ଉଭା କରିବାକୁ ଲକ୍ଷ ରହିଛି।
Special report
ପାଖାପାଖି ୧୩ ହଜାର ୫ କୋଟି ମଧ୍ୟବିତ୍ତ ପରିବାର ଏହି ଯୋଜନାର ଲାଭ ପାଇ ପାରିବେ। ଯଦି ଗାଆଁ ରେ ଏହା ବଢ଼ିବାକୁ ଲାଗେ ତେବେ ସହର ଗୁଡିକରେ ମଧ୍ୟ ବଢ଼ିବାକୁ ଲାଗିବ।
ନିଶ୍ଚିତ ଭାବରେ ଏହା ମୋଦୀ ସରକାର ଙ୍କ ଏକ ଉନ୍ନତ ମାନର ଚିନ୍ତାଧାରା ଅଟେ। ଏହା ଦ୍ବାରା ମଧ୍ୟ ଏବେ ଅନେକ ଲୋକମାନେ ଉପକୃତ ହେବା ପାଇଁ ଯାଉଛନ୍ତି। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।