Movie prime

ମୋଦୀ ରଖିଲେ ପ୍ରତିଜ୍ଞା?? ସବୁ ହିତାଧିକାରୀ ଙ୍କ ଆକାଉଣ୍ଟ କୁ ଆସିଗଲା ୧୪ଲକ୍ଷ ୨୦ ହଜାର? ଦେଖନ୍ତୁ କିପରି କରିବେ check

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାଁ ଗହଳି ପାଇଁ ଆଣିଥିବା କିଛି ଯୋଜନା ବିଷୟରେ ଜାଣିପାରିବେ । 
ଏବେ ଏହି ଭିଡିଓ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ କଥା କହିଛନ୍ତି । ସେ କହିଛନ୍ତି ଗ୍ରାମର ଉନ୍ନତି ପାଇଁ ୫୦ ହଜାର କୋଟି ଟଙ୍କାର ସ୍କିମ୍ ଆସିଛି । ଏହା ହେଉଛି ଗରିବ କଲ୍ୟାଣ ଯୋଜନା ।
ଗ୍ରାମର ବିକାଶ ପାଇଁ ଏବଂ ଆପଣଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଯୋଜନା କରାଯାଇଛି । ଏହି ଯୋଜନା ପାଇଁ ୨୫ଟି କାମ ବୁଝାଯାଇଛି । 
ଏହି ୨୫ କାମ ଗ୍ରାମର ସୁବିଧା ପାଇଁ ହେବ । ଗାଁ ଲୋକମାନଙ୍କର ଜୀବନକୁ ଅଧିକ ଭଲ କରିବା ପାଇଁ କରାଯାଇଛି । ଏହି କାମ ଆପଣଙ୍କ ପରିବାର ଲୋକଙ୍କ ସହିତ ରହିକି ଆପଣଙ୍କ ସାଙ୍ଗ ଆଉ ସମସ୍ତଙ୍କ ସହିତ ରହିକି ଆପଣ ଏହି କାମ କରିପାରିବେ ।
ଆଜି ଗରିବ କଲ୍ୟାଣ ପାଇଁ ଏବଂ ସମସ୍ତଙ୍କର ମଙ୍ଗଳ ପାଇଁ ଏକ ବହୁତ ବଡ ଅଭିଯାନ ଆରମ୍ଭ କରାଯାଇଛି । ଆମ ଶ୍ରମିକ ଭାଇ ଭଉଣୀଙ୍କ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି ।
ଲକ୍ ଡାଉନ୍ ସମୟରେ ଲୋକମାନେ କାମ ଛାଡ଼ି ଘରକୁ ଆସି ଯାଇଥିଲେ । ଅନେକ ରାଜ୍ୟର ଅନେକ ଗାଁ ଏହି ଯୋଜନାର ଲାଭ ପାଇବେ । ୧୧୬ ଜିଲ୍ଲାରେ ଏହି ଯୋଜନା କରାଯିବ । ଏହି ଯୋଜନାରେ ଲୋକମାନଙ୍କୁ ଘର ପାଖରେ କାମ ଦିଆାଯିବ ।
ଏହି ପ୍ରକାରର ଲାଭ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅଧିକ ଜାଣି ପାରିବେ । ଏହି ଭିଡିଓ ଦେଖିଲେ ଆପଣ ସବୁ ଯୋଜନା ବିଷୟରେ ଜାଣିପାରିବେ । ମୋଦୀ ସରକାରଙ୍କ ନୂଆ ଯୋଜନା ବିଷୟରେ ଆପଣ ଜାଣିପାରିବେ ।