Movie prime

ମୋଦୀ ଙ୍କ ଉପରେ ସିଧା ସଳଖ ନିଶାନା ଲଗେଇଲେ ନେତା..ଆରେ ଏଇ ED ହେଉଚି ମୋଦୀ ଙ୍କ ପାଳନ୍ତୁ ଗୁଣ୍ତା ବାହିନୀ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଗତ କାଲି ଜଣେ ନେତା ଙ୍କ ଘରେ ଇଡି ଚଢ଼ାଉ କରିଛି।ତାଙ୍କ ଘରୁ ଟଙ୍କା ଜବତ କରିବା ସହିତ ତାଙ୍କର ସବୁ ସମ୍ପତି ର ହିସାବ ମାଗି ଛନ୍ତି।
Special report
ତେବେ ଆପଣ ମାନେ ଜାଣି ଥିବେ ଇଡି ସିବିଆଇ କ୍ରାଇମ୍ ବ୍ରାଞ୍ଚ ଏମାନେ ସମସ୍ତେ ଆମ ଦେଶ ଆମ ରାଜ୍ୟ ରୁ ଠକ ମାନଙ୍କୁ ବାହାର କରିବା ପାଇଁ କାମ କରନ୍ତି।କିନ୍ତୁ ବର୍ତ୍ତମାନ ସମୟ ରେ ସେମାନେ ସରକାର ଙ୍କ କଥା ରେ ରହୁଛନ୍ତି।ସରକାର ଯାହା ଘରେ ରେଡ କରିବା ପାଇଁ କହୁଛନ୍ତି ସେମାନଙ୍କ ଘରେ ଇଡି ରେଡ କରୁଚି।
ଆଗକୁ ନିର୍ବାଚନ ରହିଛି।ଏହି ନିର୍ବାଚନ କୁ ଆଖି ଆଗରେ ରଖି ସେମାନେ ବିରୋଧୀ ଦଳ ଉପରେ ଟାର୍ଗେଟ କରୁଛନ୍ତି।ବିରୋଧୀ ଦଳ ର ନେତା ମାନଙ୍କୁ ଲୋକ ମାନଙ୍କ ନିକଟରେ ଖରାପ କରିବା ପାଇଁ ସେମାନେ ଚକ୍ରାନ୍ତ କରୁଛନ୍ତି।
ତେବେ ଏହି କଥା କୁ ନେଇ ଏବେ ସାଧାରଣ ରେ ଖୁବ୍ ଚର୍ଚ୍ଚା ହେବାକୁ ଲାଗୁଛି।ଆଜି ଯାଏଁ ଇଡି କ୍ରାଇମ୍ ବ୍ରାଞ୍ଚ ଯେତିକି କେସ ନେଇ ଛନ୍ତି ସେଥିରୁ କେହି ହେଲେ ବି ସଜା ପାଇଁ ନାହାନ୍ତି।ସେମାନେ ବିରୋଧୀ ଦଳ ର ନେତା ଓ ବିଧାୟକ ଙ୍କ ଘରେ ରେଡ କରି ଥାନ୍ତି।ହେଲେ ଏହାର କିଛି ଦିନ ପରେ ସବୁ କିଛି ଭୁଲି ଯାନ୍ତି।
Special report
ବର୍ତ୍ତମାନ୍ ସମୟରେ ସମସ୍ତଙ୍କ ନଜର ହେଉଚି ପି ଚିଦାମ୍ୱରମ୍ ଓ କାର୍ତ୍ତିକ ଚିଦାମ୍ୱରମ୍ ଉପରେ।କିଛି ଦିନ ତଳେ ତାଙ୍କ ଉପରେ ଏକ କେସ ହୋଇ ଥିଲା।ତାଙ୍କ ଘରୁ ସାତ ଲକ୍ଷ ଟଙ୍କା ବାହାରି ଥିଲା।ହେଲେ ବର୍ତ୍ତମାନ ସମୟ ରେ ତାହାକୁ ସବୁ ଭୁଲି ଗଲେଣି।
ଇଡି କେବଳ କିଛି ଦିନ ପାଇଁ ରେଡ କରେ।ହେଲେ ସେମାନଙ୍କ ର କିଛି ବି କରି ପାରିବେ ନାହିଁ।ସରକାର ଚାହିଁଲେ ସେହି ନେତା ଓ ମନ୍ତ୍ରୀ ମାନଙ୍କୁ ଜେଲ ଦଣ୍ଡ ଦେଇ ପାରିବେ।ହେଲେ ସେଭଳି ଆଜି ଯାଏଁ କିଛି ବି ହୋଇ ନାହିଁ।
ଆଇନ କୁ ଠିକ୍ ଭାବେ କାର୍ଯ୍ୟ କରାଇବା ପାଇଁ ଆମର ସୁପ୍ରିମ କୋର୍ଟ ରହିଛି।ହେଲେ ସେମାନେ ମଧ୍ୟ ଆଇନ ର ଦୁରୁପଯୋଗ କରୁଛନ୍ତି ବୋଲି କହି ଥିଲେ ଜଣେ ରାଜନୀତିଜ୍ଞ କେଦାର ମିଶ୍ର।
ଲୋକ ମାନଙ୍କ ର ଇଡି ଉପରେ ଏକ ଖରାପ ଭାବନା ଆସି ଯାଇଚି।ବର୍ତ୍ତମାନ ସମୟ ରେ କେବଳ ରାଜନୈତିକ ଫାଇଦା ହାସଲ କରିବା ପାଇଁ ଇଡି ଇଚ୍ଛା କରୁଛି।ଲୋକ ମାନଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦେଉ ନାହାନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.