Movie prime

ମୋଦୀ ଙ୍କୁ ଭେଟିବାକୁ ଯାଉଥିବା ବେଳେ ପରି ର ମା କୁ ଟେକି ନେଇଗଲେ ପୋଲିସ, ତେବେ ପରି ଘଟଣା କୁ ନ୍ୟାୟ କେବେ ଦେବେ ସରକାର...

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ମା ମାନେ ସବୁବେଳେ ନିଜ ପିଲା ର ଭଲ ପାଇଁ କେତେ ଦେବତା ଙ୍କୁ ପୂଜା କରନ୍ତି।ସେମାନଙ୍କ ପିଲା ଯେପରି ଭଲ ରେ ରହିବେ ସେଥିପାଇଁ ଚେଷ୍ଟା କରନ୍ତି।
Special report
ହେଲେ ବର୍ତ୍ତମାନ ସମୟ ରେ ଆମ ସରକାର ସେହି ମା ତଥା ନାରୀ ମାନଙ୍କୁ ସମ୍ମାନ ଦେବା କଥା ଭୁଲି ଯାଉଛନ୍ତି।ନାରୀ ଟି ଏ ନିଜ ହକ ପାଇଁ ଲଢି ଲଢି ଶେଷ ରେ ହାରି ଯାଇଚି।ହେଲେ ତାହାର ଏହି ଦୁଃଖ କୁ କେହି ହେଲେ ଶୁଣି ନାହାଁନ୍ତି।ଆଜି ସମ୍ୱଲପୁର ଠାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଏକ ବଡ କାର୍ଯ୍ୟକ୍ରମ ରଖା ଯାଇ ଥିଲା।
ଏଥିରେ ହଜାର ହଜାର ସଂଖ୍ୟାରେ ଲୋକ ମାନେ ଯୋଗ ଦେଇଥିଲେ।ସେଭଳି ଜଣେ ମହିଳା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଦେଖା କରିବା ପାଇଁ ଆସି ଥିଲେ।ତାଙ୍କ ପିଲା ପାଇଁ ଯେଉଁ ଅନ୍ୟାୟ ହୋଇଚି ତାହାକୁ ଜଣାଇବାକୁ ଆସି ଥିଲେ।ହେଲେ ତାଙ୍କୁ ସଭା ମଧ୍ୟକୁ ପ୍ରବେଶ କରିବାକୁ ଦିଆ ଯାଇ ନ ଥିଲା।
କିଛି ପୋଲିସ ମାନେ ତାଙ୍କୁ ଯିବା ପାଇଁ ବାରଣ କରି ଥିଲେ।ସେ ତାଙ୍କ କଥା କୁ ନ ଶୁଣି ଚାଲି ଯାଇ ଥିଲେ।ଏହା ପରେ ପୋଲିସ ବାବୁ ମାନେ ତାଙ୍କ ହାତ କୁ କଡ଼ି ରେ ବାନ୍ଧି ପକାଇ ଥିଲେ ଗେଟ୍ ରେ।ମହିଳା ଜଣକ ଯେତେ କହି ଥିଲେ ମଧ୍ୟ କେହି ଶୁଣି ନ ଥିଲେ।
Special report
ଏହା ପରେ ସଭା ଶେଷ ହେବା ପରେ ମହିଳା ଙ୍କୁ ଖୋଲା ଯାଇ ଥିଲା।ମହିଳା ଜଣକ ଏଥିରେ ବହୁତ ରାଗି ଯାଇଥିଲେ।ସେ କହିଥିଲେ କି ମୁଁ ମୋ ପିଲା ବିଷୟ ରେ କହିବାକୁ ଆସି ଥିଲି।
ଆପଣ ମାନେ କଣ ମା ନୁହନ୍ତି କି।କିଭଳି ଭାବେ ଆପଣ ମାନେ ମୋ କଷ୍ଟ କୁ ଜାଣି ପାରିଲେ ନାହିଁ।ମୁଁ ଏ ସ୍ଥାନରୁ ଯିବି ନାହିଁ।ଏହା ପରେ ମହିଳା ଜଣକ ପୋଲିସ ବାବୁ ମାନଙ୍କ ସହିତ ଝଗଡ଼ା କରିବାକୁ ଲାଗି ଥିଲେ।ଏହାକୁ ଦେଖି ସମସ୍ତ ଙ୍କ ଆଖିରେ ଲୁହ ଆସି ଯାଇ ଥିଲା।
ନିଜ ପିଲା କୁ ବଞ୍ଚାଇବା ପାଇଁ ଗୋଟିଏ ମା ର କଷ୍ଟ କୁ କେହି ଦେଖି ନ ଥିଲେ।ମହିଳା ଜଣକ ଏ ନେଇ ସରକାର ଙ୍କୁ ଦୋଷ ଦେଇଛନ୍ତି।ଏତେ ଯୋଜନା ସରକାର କଲେ ମଧ୍ୟ ତାଙ୍କ ପାଖରେ କିଛି ବି ପହଞ୍ଚି ପାରୁ ନାହିଁ।
ମହିଳା ମାନଙ୍କୁ ସମ୍ମାନ ଦେବା ପାଇଁ ସମସ୍ତେ ଚେଷ୍ଟା କରୁଛନ୍ତି।ହେଲେ ଆଜି କଣ ହେଉଛି।ଏଠାରେ ମହିଳା ଙ୍କୁ କିଭଳି ଭାବେ ସମ୍ମାନ କରା ଯାଉଚି।