Movie prime

ମୋଦୀ ଙ୍କୁ କଟାକ୍ଷ କରି କହିଲେ କଂଗ୍ରେସ ନେତା : ରାହୁଲ ପରି ଦେବତା ଲୋକ କୁ ମୋଦୀ ମନ୍ଦିର ପ୍ରବେଶ ନା କରାଇ ବଡ଼ ଭୁଲ୍ କରିଦେଲେ ..

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଗତ କାଲି ପବିତ୍ର ରାମ ଲାଲା ଙ୍କ ମନ୍ଦିର ର ପ୍ରତିଷ୍ଠା ଉତ୍ସବ ଖୁବ୍ ଧୁମ୍ ଧାମରେ ପାଳନ କରା ଯାଇଛି।ଯାହାକୁ ନେଇ ଏବେ ସାରା ଭାରତ ରେ ଖୁବ୍ ଚର୍ଚ୍ଚା କରା ଯାଉଚି।ଆମେ ଆଜି ସେହି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
Special report
ଏହି ମନ୍ଦିର ର ପ୍ରତିଷ୍ଠା ଉତ୍ସବ ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କୁ ଡକା ଯାଇ ନ ଥିଲା।ସେ ଯେତେବେଳେ ମନ୍ଦିର କୁ ଯିବା ପାଇଁ ଆସି ଥିଲେ।କିଛି ଲୋକ ମାନେ ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥିଲେ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଇଛି।
ସୂଚନା ଅନୁସାରେ ଅଯୋଧ୍ୟା ର ପବିତ୍ର ରାମ ମନ୍ଦିର ପ୍ରତିଷ୍ଠା ରେ ଭାରତ ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଯୋଗ ଦେଇ ପୂଜା ରେ କର୍ତ୍ତା ରୂପେ ବସି ଥିଲେ।ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କୁ ଯିବା ପାଇଁ ବାରଣ କରା ଯାଇ ଥିଲା।
ଏ ନେଇ କଂଗ୍ରେସ ର ଅନ୍ୟ ଜଣେ ନେତା ଗଣ ମାଧ୍ୟମ ଆଗରେ ନିଜ ମତ ପ୍ରକାଶ କରିଛନ୍ତି।ତାଙ୍କ କହିବା ଅନୁଯାୟୀ ମନ୍ଦିର ରେ ପ୍ରବେଶ ନ କରିବା ପଛରେ ରାହୁଲ ଗାନ୍ଧୀ ଙ୍କ ବିରୋଧ ରେ ଏକ ଷଡ଼ଯନ୍ତ୍ର କରା ଯାଇଛି।
Special report
ରାହୁଲ ଗାନ୍ଧୀ ଙ୍କୁ ଆପଣ ମାନେ ସମସ୍ତେ ଜାଣି ଥିବେ।ସେ ଜଣେ ଶାନ୍ତି ପ୍ରିୟ ନେତା।ସବୁବେଳେ ଅହିଂସା ଧର୍ମ ରେ ସେ ଯିବାକୁ ଚାହାନ୍ତି।ହେଲେ ତାଙ୍କ ସହିତ ଏପରି ବ୍ୟବହାର କରା ଗଲା।ଯାହାକି ଆମ ଦଳ ପ୍ରତି ଘୋର ଅପମାନ।ସେ ଏବେ ନ୍ୟାୟ ଯାତ୍ରା ରେ ସାମିଲ ହୋଇଛନ୍ତି।
ସେ ମଣିପୁର ରୁ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି।ତାଙ୍କର ଏହି ଯାତ୍ରା କୁ ବିରୋଧ କରିବା ପାଇଁ ସମସ୍ତେ ଚେଷ୍ଟା କରିଛନ୍ତି।ହେଲେ ଏ ଯାଏଁ କେହି ସଫଳ ହୋଇ ପାରି ନାହାଁନ୍ତି।ତାଙ୍କ ଗାଡ଼ି ଉପରେ ଆକ୍ରମଣ କରା ଯାଇଥିଲା।
ତାଙ୍କୁ ରାସ୍ତା ରେ ଅଟକାଇ ଅନେକ କଥା କୁହା ଯାଇଥିଲା।ହେଲେ ସେ ପଛ ଘୁଂଚା ଦେଇ ନାହାନ୍ତି।ନିଜ ଲକ୍ଷ ପଥ କୁ ସେ ଆଗେଇ ଚାଲି ଛନ୍ତି।ତାଙ୍କ ଭଳି ଲୋକ ଙ୍କୁ ବର୍ତ୍ତମାନ ସମୟ ରେ ପାଇବା ବହୁତ କଷ୍ଟ ବୋଲି କଂଗ୍ରେସ ନେତା କହିଛନ୍ତି।
କଂଗ୍ରେସ ନେତା ଙ୍କ ଏଭଳି କଥା କୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ଲୋକ ମାନେ ତାଙ୍କ ପ୍ରତି ଖୁବ୍ ଖରାପ ବ୍ୟବହାର ଦେଖାଇ ଅଛନ୍ତି।ହେଲେ ତଥାପି ସେ ପଛ ଘୁଂଚା ଦେବେ ନାହିଁ।