Movie prime

ମୋଦୀ ଙ୍କୁ ଅମିତ୍ ଶାହା ଙ୍କ ଉପଦେଶ : ଭାଇନା ସେ ନୀତିଶ ଙ୍କୁ ଜମା ବିଶ୍ୱାସ କରିବନି...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ନୀତିଶ ଙ୍କୁ ଶାହା ହୋଇଛନ୍ତି ଗୃହମନ୍ତ୍ରୀ। ବିପଦ ସମୟରେ ନୀତିଶ ଙ୍କୁ ସାହଯ୍ୟ କରିଛନ୍ତି ଅମିତ୍ ଶାହା। ବୁଡ଼ି ଯାଉଥିଲେ ନୀତିଶ ଆଉ ତାଙ୍କୁ ବଞ୍ଚାଇ ଦେଲେ ଶାହା।
Special report
ନୀତିଶ ଙ୍କୁ ଏକ ଖୁବ୍ ବଡ଼ ବିପଦରୁ କାଢି ଆଣିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା। ଗତ କିଛି ସପ୍ତାହ ହେବ ବିହାର ରାଜନୀତିରେ ଖୁବ ଗଣ୍ଡଗୋଳ ଦେଖା ଯାଉଥିଲା। ରାଜନୀତିର ପାରା ଏତେ ଗରମ ହୋଇଗଲା ଯେ ସରକାର ଭାଙ୍ଗିଲା।
ଯାହା ଫଳରେ କି ନୂଆ ସରକାର ମଧ୍ୟ ଗଢ଼ିବାକୁ ପଡ଼ିଲା।୨୦୦୪ ଠାରୁ ବିହାର ରେ ପ୍ରାୟ ଦୁଇ ଦଶନ୍ଧି ଧରି ନୀତିଶ ଙ୍କ ଶାସନ ଚାଲିଛି। ପୁଣି ଥରେ ସରକାର ଗଢ଼ିବା ପାଇଁ ଜୋର୍ ଦାର୍ ପ୍ରସ୍ତୁତି ଚାଲିଛି।
ଏହା ମଧ୍ୟରେ ବାରମ୍ବାର ସମସ୍ୟା ଉପୁଜିଲେ ମଧ୍ୟ ରକ୍ଷା ପାଇ ଯାଇଥିଲେ ନୀତିଶ କୁମାର୍। ହେଲେ ଏବେ ତାଙ୍କର ଚିନ୍ତା ବଢୁଛି। ରବିବାର ବିଳମ୍ବିତ ରାତିରେ ମନ୍ତ୍ରୀ ଯତୀନ ରାମ୍ ମାଝୀ ଏବଂ ଭାଜପା ଜେଡିଓ ର ଆଠ ଜଣ ବିଧାୟକ,
Special report
ଉଭୟ ଦଳ ନେତୃତ୍ବର ଚିନ୍ତା ବଢ଼ାଇଥିଲେ। ସରକାର ଙ୍କୁ ବଞ୍ଚାଇବା ପାଇଁ ଶକ୍ତି ଯୁଟେଇବା ସହ ଆରଜେଡି କୁ ଝଟକା ଦେବା ରଣନୀତି ରବିବାର ବିଳମ୍ବିତ ରାତ୍ରୀରେ ରୁ ସୋମବାର ସକାଳ ପର୍ଯ୍ୟନ୍ତ ଜାରୀ ରହିଥିଲା। କାରଣ ବିଧାୟକ ମାନଙ୍କୁ ମନ୍ତ୍ରୀପଦ ପାଇଁ ଅଫର ଆସୁଥିଲା।
ଯେଡିଓ ର ପାଞ୍ଚ ଜଣ ବିଧାୟକଙ୍କ ସହ ଦଳ କିଛି ଦିନ ହେବ ସମ୍ପର୍କ କରି ପାରୁ ନଥିଲା। ସେମାନେ ଆରଜେଡି ସହ ସମ୍ପର୍କରେ ଥିବା ତଥା ଆରଜେଡି ତାଙ୍କୁ ଦଶ କୋଟି ଟଙ୍କା ଅଫର ସହ ମନ୍ତ୍ରୀ ପଦ ପାଇଁ ଅଫର୍ ଦେଉଥିଲା।
ଯାହାର ସୁଚନା ପାଇଁ କେନ୍ଦ୍ରୀୟ ମନ୍ତ୍ରୀ ଅମିତ୍ ଶାହା ନୀତିଶ ଙ୍କ ପାଇଁ ବିପଦର ବନ୍ଧୁ ସାଜିଛନ୍ତି। ଅମିତ ଶାହା ଙ୍କ ସହ ମିଳିତ ହୋଇ ନୀତିଶ କୁମାର ଓ ଅନ୍ୟ ନେତା ବିଦ୍ରୋହୀ ମାନଙ୍କୁ ମନାଇବାରେ ବ୍ୟସ୍ଥ ଥିଲେ।
ଏହି ସମୟରେ ହିଁ ମାଝୀ ଙ୍କ ସହ ସମ୍ପର୍କ ନଷ୍ଟ ହୋଇ ଯାଇଥିଲା। ହେଲେ ଏବେ ପରିସ୍ଥିତି ସବୁ ଠିକ୍ ହୋଇ ଯାଇଛି। ସେଥିପାଇଁ କୁହା ଯାଇଛି କି ନୀତିଶ ଙ୍କୁ ଅମିତ ଶାହା ବଞ୍ଚାଇ ଦେଲେ।