Movie prime

ମୋଦୀ ଙ୍କ ଉପରେ ଗରଗର ହେଲେ ରାହୁଲ, ଆରେ ସେ ମୋଦୀ ଦେଶ ପାଇଁ ଆଜି ଯାଏଁ କରିଛନ୍ତି କଣ?? ଖାଲି ଟିଭି ଆଉ ରେଡିଓ ରେ ବାଜୁଛନ୍ତି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଧନଖର ଙ୍କ ଅନୁକରଣ ପ୍ରସଙ୍ଗରେ ଏବେ ରାଜନୀତି ଖୁବ ତୀବ୍ର ହେବାରେ ଲାଗିଛି। ଏହାକୁ ନେଇ ଏବେ ବିଜେପି ଉପରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧୀ।
Special Report
କଂଗ୍ରେସ ସାଂସଦଙ୍କ ନିଲମ୍ବନ କୁ ନେଇ ଏବେ ରାଗି ଯାଇଛନ୍ତି ରାହୁଲ୍ ଗାନ୍ଧୀ। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧକ୍ଷ ଜଗଦିପ ଧନଖର ଅନୁକରଣ ପ୍ରସଙ୍ଗରେ ରାଜନୀତି ତୀବ୍ର ହୋଇଥିବା ନଜର ଆସିଛି।
ବର୍ତ୍ତମାନ୍ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିଶୋଧ ନେଇଛନ୍ତି। ଏବେ ସେ ଗଣ ମାଧ୍ୟମ ସମ୍ମୁଖରେ ନିଜର ମତ ମଧ୍ୟ ରଖିଛନ୍ତି। ରାହୁଲ୍ ଗାନ୍ଧୀଙ୍କ ବିରୁଦ୍ଧରେ ଅନୁକରଣ ଭିଡିଓ ସୁଟ୍ କରିବା ମଧ୍ଯ ଅଭିଯୋଗ ହୋଇଛି।
ଏହି ଅଭିଯୋଗ ପରେ ରାହୁଲ ଗାନ୍ଧୀ କହିଛନ୍ତି କି ସାଂସଦ ସେଠାରେ ବସିଥିଲେ ଆଉ ସେଠାରେ ହିଁ ସେ ଭିଡିଓ ସୁଟିଂ କଲେ। ଏବଂ ତାଙ୍କର ଭିଡିଓ ମଧ୍ୟ ତାଙ୍କ ଫୋନ୍ ରେ ଅଛି।
Special Report
ରାହୁଲ୍ ଗାନ୍ଧୀ କହିଛନ୍ତି କି ତାଙ୍କର ୧୫୦ ଜଣ ସାଂସଦ କୁ ସଂସଦ ରୁ ଫିଙ୍ଗି ଦିଆ ଯାଇଛି। ହେଲେ ଏହା ଉପରେ କୌଣସି ଆଲୋଚନା ହେଉ ନାହିଁ। ଆଦାନିକ ଉପରେ କୌଣସି ଆଲୋଚନା ନାହିଁ, ରାଫେଲ ଉପରେ ମଧ୍ୟ କୌଣସି ଆଲୋଚନା ନାହିଁ ,
ବେରୋଜଗାର ଉପରେ କୌଣସି ଆଲୋଚନା ନାହିଁ। ତାଙ୍କର ସାଂସଦ ମାନେ ମଧ୍ୟ ନିରାଶ ହୋଇ ବାହାରେ ବସିଛନ୍ତି। ହେଲେ ଅନୁକରଣ ସମ୍ପର୍କରେ ଆଲୋଚନା କରାଯାଉଅଛି।
ଅନ୍ୟପକ୍ଷରେ ଜଗଦୀପ ଧନଖର ମଧ୍ୟ ଅନୁକରଣ ସମ୍ପର୍କରେ ନିଜର ଅସୋନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଏହାକୁ ନିଜ ସମ୍ପ୍ରଦାୟ ପାଇଁ ଅପମାନ ବୋଲି କହିଛନ୍ତି।
ଜାଡ ନେତା କହିଛନ୍ତି କି ଉଭୟ ନେତା କ୍ଷମା ନ ମାଗିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି। ଏବେ ଏହା ସମ୍ପର୍କରେ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।