Movie prime

ଆସନ୍ତା କିଛି ଦିନ ଭିତରେ ଓଡ଼ିଶା କୁ ଆସିବ ମୌସୁମୀ ଜୋର୍ ପବନ କୁ ହେବ ତୁହାକୁ ତୁହା ବର୍ଷା..

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏଥର ମୌସୁମୀ ବର୍ଷା ଦେଶରେ ଅଧିକା ଓ ରାଜ୍ୟରେ କମ୍ ହେବ। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମମୌସୁମୀ ବାୟୁ ପ୍ରଭାବରେ ଦେଶରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ।
ହେଲେ ରାଜ୍ୟରେ ବର୍ଷାର ପରିମାଣ କମିବାର ଯଥେଷ୍ଟ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଆଇଏମଡି ଡିଜି ଙ୍କ କହିବା ଅନୁଯାୟୀ ଦକ୍ଷିଣ ପଶ୍ଚିମମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ ରହିଛି।
Gg
ତେଣୁ ମୌସୁମୀ ପ୍ରଭାବରେ ଦେଶରେ ୧୦୬ ପ୍ରତିଶତ ବର୍ଷା ହୋଇପାରେ। ହେଲେ ଓଡ଼ିଶାରେ ବର୍ଷାର ପରିମାଣ ସ୍ଵାଭାବିକ ଠାରୁ କମ୍ ରହିବ। ବର୍ଷା କମିଲେ ସାରା ରାଜ୍ୟରେ ଚାଷ ପ୍ରଭାବିତ ହେବ ବୋଲି ମଧ୍ୟ ଏହା ପୂର୍ବାନୁମାନ କରାଯାଉଅଛି।
ଏହାକୁ ନେଇ ଏବେଠାରୁ ଚାଷୀ ମାନଙ୍କ ମନରେ ଚିନ୍ତା ହେଲାଣି। କାରଣ ଯଦି ବର୍ଷା ନହୁଏ ତେବେ ସେମାନେ କିପରି ନିଜର ଚାଷ କାର୍ଯ୍ୟ କରିବେ ତାହା ଚିନ୍ତାର ବିଷୟ।
ଏଥର ଠିକ ସମୟରେ ଓଡ଼ିଶାକୁ ଦକ୍ଷିଣ ପଶ୍ଚିମମୌସୁମୀ ବାୟୁ ଆସିବ ବୋଲି ଏହା ପୂର୍ବାନୁମାନ କରାଯାଇଅଛି। ଏଥର ଦେଶରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ରାଜ୍ୟରେ ନିଅଣ୍ଟିଆ ବର୍ଷା ହେବ।
Y
ଏହାର ଅର୍ଥ ମୌସୁମୀ ବର୍ଷା ଦେଶରେ ଭଲ ରହିବା ବେଳେ ଦେଶରେ ଏହା ଭଲ ରହିବ ନାହିଁ। ଏହାକୁ ନେଇ ପାଣିପାଗ ବିଭାଗ ମଧ୍ୟ ପୂର୍ବାନୁମାନ କରି ସାରିଛି। ଏହାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଚାଷ କାର୍ଯ୍ୟ ପାଇଁ ଚାଷୀ ମାନଙ୍କୁ ଖୁବ୍ ଚିନ୍ତା ଲାଗୁଛି। ରାଜ୍ୟରେ ସ୍ଵାଭାବିକ ଠାରୁ କମ୍ ବର୍ଷାକୁ ନେଇ ମଧ୍ୟ ଲୋକମାନେ ମଧ୍ୟ ଖୁବ ଚିନ୍ତାରେ ଅଛନ୍ତି।
ତେବେ ଏହାକୁ ନେଇ ଭିନ୍ନ ଭିନ୍ନ ଲୋକମାନେ ଭିନ୍ନ ଭିନ୍ନ ମତାମତ ଦେଇଛନ୍ତି।ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.