Movie prime

ଆପଣ ଙ୍କ ମୃତ୍ୟୁ ପରେ ଆପଣ ଙ୍କ ଆଧାର, ପ୍ୟାନ କାର୍ଡ, ଏସବୁ ଡକୁମେଣ୍ଟ ର କଣ ହୋଇଥାଏ, ଆଜି ହିଁ ଜାଣି ରଖନ୍ତୁ..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଧାର କାର୍ଡ, ପ୍ୟାନ କାର୍ଡ ଓ ଭୋଟର ପରିଚୟ ପତ୍ର କେତେ ଗୁରୁତ୍ଵପୂର୍ଣ୍ଣ ଅଟେ। ଏହା ପ୍ରାୟତଃ ପ୍ରତ୍ୟେକ କ୍ଷେତ୍ରରେ ମଧ୍ୟ ଦରକାର ପଡ଼ିଥାଏ।
କୌଣସି ଛୋଟ ଛୋଟ କାମ ରେ ମଧ୍ୟ ଆଧାର କାର୍ଡ ଓ ପ୍ୟାନ କାର୍ଡ ଦରକାର ପଡ଼ିଥାଏ। ଭୋଟର କାର୍ଡ ନଥିଲେ ଜଣେ ବ୍ୟକ୍ତି ମଧ୍ଯ ତାର ଭୋଟ ଦେବାର ଅଧିକାର ରୁ ବଞ୍ଚିତ ହୋଇଥାଏ।
Special report
ଗୋଟେ ପିଲାର ସ୍କୁଲ ରେ ଆଡ଼ମିଶନ ସମୟରେ ଆଧାର କାର୍ଡ ର ଦରକାର ପଡ଼ିଥିବା ବେଳେ , ବ୍ୟବସାୟିକ ପୁଞ୍ଚି ରଖିବା ସମୟରେ ପ୍ୟାନ କାର୍ଡ ର ଆବଶ୍ୟକ ପଡ଼ିଥାଏ। ଏଥି ସହ ଭୋଟର କାର୍ଡ ଦ୍ବାରା ଜଣେ ବ୍ୟକ୍ତି ତାର ଭୋଟ ଦେବାର ଅଧିକାର ମଧ୍ଯ ପାଇଥାଏ।
ତେବେ ଆପଣଙ୍କ ମନ ରେ ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହେଉଥିବ କି ଯେତେବେଳେ ଜଣେ ବ୍ୟକ୍ତି ମୃ-ତ୍ୟୁ ବରଣ କରେ ସେତେବେଳେ ସେହି ବ୍ୟକ୍ତି ର ଏହି ଗୁରୁତ୍ଵପୂର୍ଣ୍ଣ କାର୍ଡ କୁ କଣ କରିବା ଉଚିତ।
Special report
ତେବେ ଯଦି ଆପଣଙ୍କ ଘରେ ଥିବା କୌଣସି ବ୍ୟକ୍ତି ଙ୍କ ମୃ-ତ୍ୟୁ ଘଟୁଛି ସେତେବେଳେ ଆପଣଙ୍କ ମନରେ ଚିନ୍ତା ଆସିଥାଏ କି ତାଙ୍କର ଗୁରୁତ୍ୱପୂର୍ଣ୍ଣ ଦଲିଲ ଗୁଡ଼ିକୁ ଆପଣ କେଉଁଠାରେ ରଖିବେ।
ତେବେ ଆପଣ ଜାଣି ରଖନ୍ତୁ ମୃ-ତ ବ୍ୟକ୍ତି ଙ୍କ ପ୍ୟାନ କାର୍ଡ ଯେଉଁ ବ୍ୟାଙ୍କ୍ ଆକାଉଣ୍ଟ ସହ ଲିଙ୍କ୍ ଅଛି ସେଥିରୁ ସମସ୍ତ ଅର୍ଥକୁ ଆପଣ ଅନ୍ୟତ୍ର ସ୍ଥାନାନ୍ତର କରି ଦିଅନ୍ତୁ ଯେପରି ଅନ୍ୟ କେହି ଏହାର ଫାଇଦା ଉଠେଇ ପାରିବେ। ଏହାପରେ ଏହାକୁ ସଙ୍ଗେ ସଙ୍ଗ ବନ୍ଦ୍ କରି ଦିଅନ୍ତୁ।
Special report
ସେହି ପରି ମୃ-ତ ବ୍ୟକ୍ତି ଙ୍କ ଆଧାର କାର୍ଡ କୁ ବନ୍ଦ କରିବାର କୌଣସି ଉପାୟ ନାହିଁ ତେଣୁ ଆପଣ ମୃ-ତ ବ୍ୟକ୍ତିଙ୍କ ଆଧାର କାର୍ଡ କୁ ଆପଣ ଲକ କରି ପାରିବେ। ଭୋଟର କାର୍ଡ ମଧ୍ୟ ଭୋଟ ଦେବା ପାଇଁ ବ୍ୟବହାର କରାଯାଇ ଥାଏ।
ଜଣେ ମୃ-ତ ବ୍ୟକ୍ତି ଙ୍କ ଭୋଟର କାର୍ଡ କୁ ଆପଣ ମାନେ ବାତିଲ କରି ପାରିବେ। ଏଥିପାଇଁ ନିର୍ବାଚନ ଆୟୋଗ ତରଫ ରୁ ଆପଣଙ୍କୁ ଏକ ଫର୍ମ fillup କରିବାକୁ ପଡ଼ିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.