Movie prime

କେମିତି ତିଆରି ହେଲା ମୁକେଶ ଅମ୍ବାନୀ ଙ୍କ ଏହି ସ୍ଵପ୍ନ ମହଲ Antalia ଦେଖନ୍ତୁ ଏହି ଦୃଶ୍ୟ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କଥା ଜାଣିପାରିବେ । ଆପଣମାନେ ସମସ୍ତେ ମୁକେଶ ଅମ୍ବାନୀଙ୍କ ବିଷୟରେ ସବୁ ଖବର ସୋସିଆଲ ମିଡିଆରେ ଜାଣିବାକୁ ପାଉଥିବେ ।
ମୁକେଶ ଅମ୍ବାନୀ ହେଉଛନ୍ତି ଏସିଆର ଧନୀ ବ୍ୟକ୍ତିଙ୍କ ଭିତରୁ ଜଣେ । ସେ ହେଉଛନ୍ତି ଜଣେ ବହୁତ ଧନୀ ବ୍ୟକ୍ତି । ଏସିଆର ୧୦ ଜଣ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ସେ ହେଉଛନ୍ତି ଜଣେ ।
ସେ ହେଉଛନ୍ତି ରିଲିଏନ୍ସ କମ୍ପାନୀର ମାଲିକ । ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର କୌଣସି ସେଲିବ୍ରେଟି ଠାରୁ କମ୍ ନୁହେଁ । ତାଙ୍କ ପାଖରେ ଆଲିଶାନ ଘର ଅଛି । ତାଙ୍କର ୨୭ ମହଲା ଘର ବିଶିଷ୍ଟ ବଙ୍ଗଳା ଅଛି । 
ଆଉ ଏହି ବଙ୍ଗଳାର ନାମ ହେଉଛି ଆଣ୍ଟିଲିଆ । ଏହି ବଙ୍ଗଳା ବହୁତ ସୁନ୍ଦର ଅଟେ । ସବୁବେଳେ ଭାରତ ଦେଶରେ ମୁକେଶ ଅମ୍ବାନୀଙ୍କର ଚର୍ଚ୍ଚା ହୋଇଥାଏ ।
ସମସ୍ତଙ୍କ ପାଖରେ ମୋବାଇଲ୍ ଆଉ ଇଣ୍ଟରନେଟର ବ୍ୟବସ୍ଥା ପହଞ୍ଚାଇବାର ଶ୍ରେୟ ତାଙ୍କର ଅଟେ । ଦେଶରେ ତାଙ୍କର ଚର୍ଚ୍ଚା ହେବା ତ ଏକ ସାଧାରଣ କଥା । ଆଉ ଏହାସହ ତାଙ୍କର ମୁମ୍ବାଇରେ ଥିବା ବଙ୍ଗଳାକୁ ନେଇ ଚର୍ଚ୍ଚା ହେଉଛି । 
ଏହି ଘର ବହୁତ ସୁନ୍ଦର ଅଟେ । ଏହି ଘର ଦେଶ ବିଦେଶରେ ଚର୍ଚ୍ଚା ହେଉଛି । ମୁକେଶ ଅମ୍ବାନୀଙ୍କ ଘର ହେଉଛି ଏହି ଦୁନିଆରେ ସବୁଠାରୁ ଶ୍ରେଷ୍ଠ ଘର ଭିତରୁ ଦ୍ଵିତୀୟ ସ୍ଥାନରେ ଅଛି । ଏହାର ସୌନ୍ଦର୍ଯ୍ୟ ଯାହା କାହାର ବି ମନ ଚୋରାଇ ନେଇଥାଏ ।
ତାଙ୍କ ବଙ୍ଗଳାରେ ସ୍ନୋ ରୁମ୍ ବନା ଯାଇଛି । ତାଙ୍କ ଘର ଭିତରେ ୯ଟି ଲିଫ୍ଟ ଲାଗିଛି । ଏହାର ମୂଲ୍ୟ ୧୫ ହଜାର କୋଟି ରୁ ଅଧିକ ଅଟେ । ଏହା ହେଉଛି ମୁକେଶ ଅମ୍ବାନୀଙ୍କ ସ୍ୱପ୍ନର ମହଲ ।