ଅମ୍ବାନୀ ଙ୍କ ଘରେ ଝାଡୁ ପୋଛା କରୁଥିବା ଲୋକ ବି ଚଢ଼ୁଚି ୮୦ ଲକ୍ଷ ର ଗାଡ଼ି, ଓଡ଼ିଶା ରୁ ଲୋକ ଅମ୍ବାନୀ ଘରେ ଚାକିରି ପାଇଁ ଲଗାଇଛନ୍ତି ଲାଇନ୍
Aug 28, 2023, 09:26 IST

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦୁନିଆର ସବୁଠାରୁ ଧନୀ ଶିଳ୍ପପତିଙ୍କ କଥା ଆସେ, ସେତେବେଳେ ସର୍ବପ୍ରଥମେ ମୁକେଶ ଅମ୍ବାନୀଙ୍କ ନାମ ନିଆ ଯାଇଥାଏ। କାରଣ ତାଙ୍କର ଧନ ସଂପତ୍ତି ଓ ଚାଲି ଚଳନ ଉପରେ ପ୍ରାୟ ସମସ୍ତଙ୍କର ନଜର ଥାଏ।

ତାଙ୍କ ସମ୍ପର୍କରେ ସୋସିଆଲ ମିଡ଼ିଆ ରେ ଅନେକ କଥା ମଧ୍ଯ ବେଶ ଭାଇ ରାଲ ହୋଇଥାଏ। ମୁକେଶ ଅମ୍ବାନୀ ଙ୍କୁ ମଧ୍ୟ ଏକ ଦକ୍ଷ ଶିଳ୍ପପତି ବୋଲି କୁହା ଯାଇଥାଏ।
କାରଣ ତାଙ୍କର ଚିନ୍ତାଧାରା ସମସ୍ତଙ୍କ ଠାରୁ ଭିନ୍ନ ଅଟେ ଆଉ ଯାହା ପାଇଁ ସେ ଆଜି ଏହି ସ୍ଥାନରେ ଆସି ପହଞ୍ଚି ଛନ୍ତି। ହେଲେ ନିକଟରେ ଆଉଜଣେ ଶିଳ୍ପପତି ଙ୍କ ନାମ ସାମ୍ନା କୁ ଆସିଛି ଯିଏକି ଖୁବ୍ ଅଳ୍ପ ସମୟ ମଧ୍ୟରେ ଖୁବ୍ ପ୍ରସିଦ୍ଧି ଲାଭ କରିଛନ୍ତି।

ଏବଂ ସେ ଅନେକ ଦାମୀ ଦାମୀ ଗାଡ଼ିରେ ମଧ୍ଯ ଯାତ୍ରା କରୁଛନ୍ତି। ତାଙ୍କୁ ଏବେ ଲୋକମାନେ ମୁକେଶ ଅମ୍ବାନୀ ଙ୍କ ସମକକ୍ଷ ବୋଲି ମଧ୍ୟ କହିଛନ୍ତି। ସେ ହେଉଛନ୍ତି ଶିଳ୍ପପତି ବିକାଶ ମାଲୁ।
ତେଣୁ ଆମେ ଆପଣଙ୍କୁ ଏହା କହି ଦେବାକୁ ଚାହୁଁଛୁ ଯେ ଯେ ଏହି ଦିନ ବିକାଶ ମାଲୁ କିପରି ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବାହାରେ ନିଜର ବ୍ୟବସାୟ କାରବାର କରୁଛନ୍ତି ଏବଂ

ସମସ୍ତେ ତାଙ୍କୁ ଆଗାମୀ ସମୟର ସବୁଠାରୁ ବଡ ଶିଳ୍ପପତି ବୋଲି କହୁଛନ୍ତି।ଆଜିକାଲି ବିକାଶ ମାଲୁ ବିଳାସପୂର୍ଣ୍ଣ ଜୀବନଯାପନ ଦୃଷ୍ଟିରୁ ମୁକେଶ ଅମ୍ବାନୀଙ୍କୁ ପଛରେ ଛାଡିଥିବାର ନଜର ଆସିଛନ୍ତି। ବିକାଶ ମାଲୁ କୁବେର ଗ୍ରୁପ ର ମଧ୍ୟ ମାଲିକ ଅଟନ୍ତି।
ଏହି ଶିଳ୍ପପତି ଙ୍କ କମ୍ପାନୀ ୧୯୮୫ ମସିହାରେ ପ୍ରତିଷ୍ଠିତ ହୋଇଥିଲା।ଏହା ତାଙ୍କ ପିତା ମଲଚାନ୍ଦ ମାଲୁଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ଆଜି ତାଙ୍କର ୪୫ ରୁ ୬୦ ଟି ଦେଶରେ ୪୫ ରୁ ଅଧିକ ବ୍ୟବସାୟ ମଧ୍ଯ ରହିଛି।

ସେଥିରୁ ୧୨ ଟି କେବଳ ବିକାଶ ମାଲୁ ଙ୍କ ଦ୍ବାରା ହିଁ ଚାଲିଥାଏ।ଆଜି ତାଙ୍କ କମ୍ପାନୀର ମୋଟ କାରବାର ରେ ୧୦୦୦ କୋଟି ଅତିକ୍ରମ କରିଛି ଏବଂ ଏହି କାରଣରୁ ତାଙ୍କୁ ସବୁବେଳେ ବିଦେଶ ଭ୍ରମଣ କରୁଥିବା ଦେଖାଯାଏ।