Movie prime

ମୁଖ୍ୟମନ୍ତ୍ରୀ ଙ୍କ ଆଗରେ ରାଣୀ ପଣ୍ଡା , ଦୈତାରି ଓ ବାପି ଙ୍କ ଗୁମର ଖୋଲିବାକୁ ପ୍ରସ୍ତୁତ ରାଣୀ...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ରାଣୀ ପଣ୍ଡା ଏଭଳି କିଛି ବୟାନ ଦେଇଛନ୍ତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସେ କହିଥିଲେ କି ଗରିବଙ୍କ ଦୁଃଖରେ ସବୁବେଳେ ସାଥୀ ହୋଇ ସେ ଛିଡ଼ା ହୋଇଛନ୍ତି।
Special report
ଆଉ ଆଗରୁ ମଧ୍ୟ ଏଭଳି ଭାବରେ ଛିଡ଼ା ହୋଇଥିଲେ। କାହାର ପଇସା ମାରି ସେ କୋଟିପତି ମଧ୍ୟ ହୋଇ ନାହାଁନ୍ତି। ରାଣୀ ପଣ୍ଡା ଙ୍କୁ ଭଲ ପାଇବା ଦେଲେ ଓ ତାଙ୍କୁ ସପୋର୍ଟ କରିଲେ ସେ ନିଶ୍ଚିତ ନୁଆ ଦଳ ଗଠନ କରିବେ ବୋଲି କହିଥିଲେ।
ସେ କହିଥିଲେ କି ନବୀନ ବାବୁ ଙ୍କ ଦଳରେ ମିଶି ଗଲେ ସେ କାହାକୁ ଛାଡ଼ି ଦେବେ ବୋଲି। ଆଉ କହିଥିଲେ କି ତାଙ୍କ ଜୀବନକୁ ଯେଉଁ ମାନେ ନଷ୍ଟ କରିଛନ୍ତି ସେମାନଙ୍କୁ ରାଣୀ ପଣ୍ଡା ଆଦୌ ଛାଡ଼ିବେ ନାହିଁ।
ସେ ଏହା ମଧ୍ୟ କହିଥିଲେ କି ନବୀନ ପଟ୍ଟନାୟକ ଙ୍କୁ ସେ ହୃଦୟରୁ ଖୁବ ଭକ୍ତି ଓ ସମ୍ମାନ କରନ୍ତି। କେବଳ ସେ ନୁହେଁ ଓଡ଼ିଶାର ପ୍ରାୟ ଲୋକ ତାଙ୍କୁ ଖୁବ୍ ଭଲ ପାଆନ୍ତି। କାରଣ ନବୀନ ପଟ୍ଟନାୟକଙ୍କ ଚରିତ୍ର ଖୁବ୍ ଭଲ।
Special report
ତାଙ୍କ ଦଳର ଲୋକମାନେ ମଧ୍ୟ ଏହା ଜାଣିଛନ୍ତି କି ନବୀନ ପଟ୍ଟନାୟକ ଙ୍କୁ ରାଣୀ ପଣ୍ଡା କେତେ ଭଲ ପାଆନ୍ତି। ହେଲେ ରାଣୀ ପଣ୍ଡା ନବୀନ ପଟ୍ଟନାୟକ ଙ୍କୁ ଏହା ପ୍ରଶ୍ନ କରିଛନ୍ତି କି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଚରିତ୍ର ଖୁବ୍ ଭଲ ହେଲେ ସେ ଚରିତ୍ରହୀନ ଲୋକ ମାନଙ୍କୁ ଦଳରେ କଣ ପାଇଁ ମିଶାଉ ଛନ୍ତି? ଏଭଳି କହିଥିଲେ କି ଯଦି ସେମାନେ ବିଜେଡ଼ି ରେ ମିଶି ରାଣୀ ପଣ୍ଡା ଙ୍କ କୌଣସି କ୍ଷତି କରିବାକୁ ଚେଷ୍ଟା କରନ୍ତି,
ତେବେ ତାଙ୍କୁ ହାଣି ରାଣୀ ପଣ୍ଡା ଜେଲ ଯିବେ। ଆଉ ସେ କେବେ ଭାବି ନଥିଲେ ରାଜନୀତି ମଇଦାନ କୁ ଓହ୍ଲାଇବେ ବୋଲି ହେଲେ ସେ ଜେଲ ରୁ ଫେରିବା ପରେ ସମସ୍ତେ ତାଙ୍କର ନୁଆ ରୂପ ଦେଖିବେ ବୋଲି କହିଥିଲେ।
ଆଉ କହିଥିଲେ କି ଖୁବ ଶୀଘ୍ର ସେ ନୂଆ ଦଳ ଗଠନ ମଧ୍ୟ କରିବେ। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଲୋକ ମାନଙ୍କ ମନରେ ପ୍ରଶ୍ନ କି ସତରେ କଣ ରାଣୀ ପଣ୍ଡା ନୂଆ ଦଳ ଗଠନ କରିବେ?