Movie prime

ମୁଖ୍ୟମନ୍ତ୍ରୀ ଙ୍କ ସଂକେତ : ପାଣ୍ଡିଆନ ରାଜନୀତି ରେ ରହିବେ.. ନବୀନ ବାବୁ ଯାହା ଉପରେ ପ୍ରସନ୍ନ ତାର କେହି କିଛି ବି କରି ପାରିବେନି

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ୫ ଟି ସଚିବ ଭି କେ ପାଣ୍ଡିଆନ ଙ୍କୁ ଭଲ ଭାବେ ଜାଣି ଥିବେ।ବହୁ ଦିନ ର ଚର୍ଚ୍ଚା ପରେ ଶେଷ ରେ ସେ ସମ୍ପୂର୍ଣ୍ଣ ରୂପେ ରାଜନୀତି କୁ ଆସିବା ପାଇଁ ପ୍ରସ୍ତୁତ ହେଲେଣି।ଆପଣ ମାନେ ସମସ୍ତେ ଜାଣିଥିବେ ଆଗକୁ ନିର୍ବାଚନ ଅଛି।
Special report
ଏବେ ଠାରୁ ସେ ନିଜର ପଥ ପରିଷ୍କାର କରୁଛନ୍ତି।ସେ ଗତ କାଲି ତାଙ୍କ ସରକାରୀ ପଦ ରୁ ଇସ୍ତଫା ଦେଇଛନ୍ତି।ଅନେକ ଦିନ ରୁ ବିଭିନ୍ନ ରାଜନୈତିକ ଦଳ ତାଙ୍କ ବିରୋଧ ରେ ବିଦ୍ରୋହ କରିଥିଲା। ତାଙ୍କୁ ତାଙ୍କ ପଦ ରୁ ଇସ୍ତଫା ଦେବା ପାଇଁ କହିଥିଲେ।ଶେଷ ରେ ଭି କେ ପାଣ୍ଡିଆନ ସେପରି କଲେ।
ଏ ବିଷୟ ରେ ବରିଷ୍ଠ ସାମ୍ବାଦିକ ଙ୍କୁ ପଚରା ଯିବାରୁ ସେ କହିଥିଲେ କି ଭି କେ ପାଣ୍ଡିଆନ ଏବେ ରାଜନୀତି ରେ ପ୍ରବେଶ କରିବେ।ହେଲେ ଲୋକ ମାନେ ତାଙ୍କୁ କିଭଳି ଭାବେ ପସନ୍ଦ କରିଛନ୍ତି ତାହା ଦେଖିବାକୁ ବାକି ରହିଲା।
ଓଡ଼ିଶା ବାସୀ ନବୀନ ପଟ୍ଟନାୟକ ଙ୍କୁ ଖୁବ୍ ପସନ୍ଦ କରନ୍ତି।ନବୀନ ଙ୍କ ବିନା ସେ ଆଉ ଦିତୀୟ ଲୋକ ଙ୍କୁ ଦେଖି ନାହାଁନ୍ତି।ତେବେ ଆଗକୁ ରାଜନୀତି ରେ କି ମୋଡ ନେଉଛି ଦେଖିବାକୁ ବାକି ରହିଲା।ସେ ଓଡ଼ିଶା ରାଜନୀତି ରେ ଏକ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରେ ରହିବେ ବୋଲି ଶୁଣା ଯାଉଛି।
Special report
ସେ ଆଗରୁ ବହୁତ ଚର୍ଚ୍ଚା ରେ ଥିଲେ।ଆଗକୁ ଭି କେ ପାଣ୍ଡିଆନ ଜଣେ ପ୍ରଶାସକ ଥିଲେ।କିନ୍ତୁ ଏବେ ସେ ସେ ତାଙ୍କ ପଦ ରୁ ଇସ୍ତଫା ଦେଇଛନ୍ତି।ଏବେ ତାଙ୍କର ଭୂମିକା ରାଜନୀତି ରେ ଅତ୍ୟନ୍ତ ଗୁରୁତ୍ଵ ପୂର୍ଣ୍ଣ।
ସେ ଆହୁରି ମଧ୍ୟ କହିଛନ୍ତି କି ପ୍ରାୟ ଅଧିକାଂଶ ରାଜ୍ୟ ରେ ଦେଖା ଯାଏ କି ଜଣେ ସରକାରୀ କର୍ମଚାରୀ ରାଜନୀତି ରେ ଯୋଗ ଦିଅନ୍ତି।ହେଲେ ଗୋଟିଏ ରାଜ୍ୟ ର ମୁଖ୍ୟ ମନ୍ତ୍ରୀ ଓ ଜଣେ ପ୍ରଶାସକ ଏଭଳି କରିବା ପ୍ରଥମ ଥରେ ପାଇଁ ଓଡ଼ିଶା ରେ ଦେଖା ଯାଉଛି।ଆଗରୁ ଏହା ନ ଥିଲା।ଏହାକୁ ନେଇ ଏବେ ଜୋରେ ଚର୍ଚ୍ଚା ହେଉଛି।
ଓଡ଼ିଶା ର ଲୋକ ମାନେ ନବୀନ ପଟ୍ଟନାୟକ ଙ୍କୁ ଖୁବ୍ ପସନ୍ଦ କରନ୍ତି।ସେ ଲୋକ ଙ୍କ ପାଇଁ ଅନେକ କାମ କରିଛନ୍ତି।କିନ୍ତୁ ଏବେ ତାଙ୍କର ଏଭଳି ନିଷ୍ପତି କୁ ଓଡ଼ିଶା ବାସୀ କିଭଳି ଗ୍ରହଣ କରିବେ ଦେଖିବାକୁ ବାକି ରହିଲା।ଆଗକୁ ଭି କେ ପାଣ୍ଡିଆନ ଙ୍କୁ କେଉଁ ପଦ ଦିଆ ଯାଉଛି ଦେଖିବାକୁ ବାକି ରହିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.