Movie prime

ରାଗିକି ନବୀନ ଙ୍କୁ ଓଲଟା ସିଧା କହି ଦେଇଥିଲି, ଆଜି ହାତ ଯୋଡ଼ି କ୍ଷମା ମାଗୁଛି - ପିଣ୍ଟୁ ଙ୍କ ବଡ ଭାଇ

 
Special report
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ହାତ ଯୋଡ଼ି ଭୁଲ ମାଗିଛନ୍ତି ଅଭିନେତା ପିଣ୍ଟୁ ନନ୍ଦ ଙ୍କ ବଡ଼ ଭାଇ ଅଭିରାମ ନନ୍ଦ।ମୁଖ୍ୟମନ୍ତ୍ରୀ ଙ୍କୁ ରାଗ ରେ ଅନେକ କଥା କହି ଦେଇଥିଲେ।
ହେଲେ ମୁଖ୍ୟମନ୍ତ୍ରୀ ଏତେ ଭଲ ଲୋକ ଆଉ ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସା ପାଇଁ ଯିଏ ଦଶ ଲକ୍ଷ ଟଙ୍କା ଦେଇଛନ୍ତି ତାହା ସେ ଜାଣି ନଥିଲେ।
ବଳରାମ ଙ୍କ ଭାଇ ପିଣ୍ଟୁ ବନ୍ଦ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି। ଚାଲି ଯାଇଥିଲେ।ଆଉ ଭାଇ ପିଣ୍ଟୁ ନନ୍ଦ ଙ୍କୁ ହରାଇ ବଡ଼ ଭାଇ ଅଭିରାମ ନନ୍ଦ ଙ୍କ ମାନସିକ ସ୍ଥିତି ଏପରି ଥିଲା ତାହା ସମସ୍ତେ ଅନୁମାନ କରି ପାରିଥିବେ।ହେଲେ ଏହାପରେ ଅଭିରାମ ଗୋଟି ଗୋଟି କଥା ସବୁ ଜାଣିବାକୁ ପାଇଥିଲେ।
Special report
ସେ ଜାଣିବାକୁ ପାଇଥିଲେ ଯେ ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଲକ୍ଷ ଟଙ୍କାର ସହାୟତା କରିଥିଲେ।
ବଳରାମ ନନ୍ଦ ଗଣମାଧ୍ୟମ ସାମ୍ନାରେ ଓଡ଼ିଶା ସରକାର ଙ୍କୁ ଧନ୍ୟବାଦ ଜଣାଇଛନ୍ତି।ସେ ତାଙ୍କ ଅଜାଣତରେ ବହୁତ କିଛି କଥା କହି ଦେଇଥିଲେ।ସେତେବେଳେ ତାଙ୍କ ମାନସିକ ସ୍ଥିତି ଭଲ ନଥିଲା। 
ଏ ପର୍ଯ୍ୟନ୍ତ ମଧ୍ୟ ତାଙ୍କ ମାନସିକ ସ୍ଥିତି ଭଲ ନାହିଁ।ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଭଳି ଲୋକ ମିଳିବେ ନାହିଁ।ସମସ୍ତ ଲୋକଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଭଲ ପାଆନ୍ତି।
ପିଣ୍ଟୁ ନନ୍ଦ ଙ୍କ ଭାଇ ଦିଲ୍ଲୀ ରେ ଥିଲେ ସେ ଜାଣି ନଥିଲେ ଯେ ମୁଖ୍ୟମନ୍ତ୍ରୀ ସାହାର୍ଯ୍ୟ କରିଛନ୍ତି।ମଣିଷ ଯେତେବେଳେ ରାଗିଥାଏ ସେତେବେଳେ ମାନସିକ ସ୍ଥିତି ଅନେକ ସମୟରେ ହରାଇ ବସେ। 
ଆଉ ଯେଉଁଥି ପାଇଁ ସେ ବେଳେ ବେଳେ ଏଭଳି କଥା କହିଥାନ୍ତି ଯାହା ରୁଚିକର ବୋଧ ହୁଏ ନାହିଁ।ହେଲେ ପରେ ଯେତେବେଳେ ମନୁଷ୍ୟ ସବୁକଥା ଜାଣିପାରେ ସେତେବେଳେ ସେ ପଶ୍ଚାତାପ ହିଁ କରେ।
ବଳରାମ ନନ୍ଦ ମଧ୍ୟ ଯେତେବେଳେ ସବୁକଥା ଜାଣିବାକୁ ପାଇଲେ ବର୍ତମାନ ବହୁତ ମନ ଦୁଃଖ କରୁଛନ୍ତି।ଏହି ଘଟଣା ଟି ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.