ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ବେଶୀ ଧନୀ ଅପରାଜିତା ଷଡ଼ଙ୍ଗୀ!! ଜାଣନ୍ତୁ କେତେ ସମ୍ପତ୍ତିର ମାଲିକିଆଣୀ ଅପରାଜିତା ଷଡ଼ଙ୍ଗୀ
Dec 21, 2023, 17:29 IST
![Special Report](https://www.online16media.com/static/c1e/client/93724/uploaded/003ff612f9d2d9ac5541b03107ef5e1c.jpg?width=968&height=514&resizemode=4)
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଦେଖିପାରିବେ ନେତା ମନ୍ତ୍ରୀଙ୍କୁ ନେଇ ଆସୁଥିବା ଖବର । ଆପଣମାନେ ସମସ୍ତେ ତ ଜାଣିଥିବେ କି ନେତା ମନ୍ତ୍ରୀମାନେ ଅଲଗା ପ୍ରକାରର ଜୀବନ ଅତିବାହିତ କରନ୍ତି ।
![Special Report](https://www.online16media.com/static/c1e/client/93724/uploaded/55406325751651cb02fdf56c502a8a85.jpg)
ତାଙ୍କୁ ସରକାରଙ୍କ ତରଫରୁ ଅନେକ ବ୍ୟବସ୍ଥା ମିଳିଥାଏ । ଆପଣମାନେ ଜାଣିଛନ୍ତି କି କେତେ ଟଙ୍କା ଦରମା ପାଆନ୍ତି ସାଂସଦ ଅନୁଭବ ମହାନ୍ତି ଓ ଅନ୍ୟ ଏମପିମାନେ । ଅପରାଜିତା ଷଡ଼ଙ୍ଗୀ କେତେ ଦରମା ପାଆନ୍ତି ?
ଆଉ ତାଙ୍କୁ କଣ ସବୁ ସୁବିଧା ମିଳୁଛି ଏହି ଖବର କଣ ଆପଣମାନେ ଜାଣିଛନ୍ତି କି ? ସାଂସଦ ହେବା ପାଇଁ ବଡ ବଡ ନେତା ବାଡ଼ିଆ ବାଡି ହୋଇଥାନ୍ତି । ଆଉ ଏହା ପଛର କାରଣ କଣ ଆପଣମାନେ ଜାଣିପାରିବେ ଏହି ଭିଡିଓ ମାଧ୍ୟମରେ ।
![Special Report](https://www.online16media.com/static/c1e/client/93724/uploaded/3273718358d974fcfa422b0b50cb0456.jpg)
ଆମ ରାଜ୍ୟର ଲୋକସଭା ଆଉ ରାଜ୍ୟସଭାରେ ଅନେକ ସାଂସଦ ରହିଛନ୍ତି । ତାଙ୍କ ଭିତରେ ସାଂସଦ ଅନୁଭବ ମହାନ୍ତି ଏବଂ ଅପରାଜିତା ଷଡ଼ଙ୍ଗୀ ଅନ୍ୟତମ ଅଟନ୍ତି । ଭାରତର ସାଂସଦମାନେ ଦେଶର ଭାଗ୍ୟ ନିର୍ଦ୍ଧାରଣ କରନ୍ତି ।
ସେମାନେ ଦେଶର ଆର୍ଥିକ ଅବସ୍ଥା ବି ନିର୍ଦ୍ଧାରଣ କରନ୍ତି । ଭାରତ ସରକାରଙ୍କ ତରଫରୁ ଏହି ସାଂସଦମାନଙ୍କୁ ଅନେକ ସୁବିଧା ଆଉ ସୁଯୋଗ ମିଳିଥାଏ । ଅନେକଙ୍କ ମନରେ ପ୍ରଶ୍ନ ଆସୁଥିବ କି ଏହି ଏମପି ମାନଙ୍କର ଦରମା କେତେ ?
![Special report](https://www.online16media.com/static/c1e/client/93724/uploaded/27c8ad2cd878949cc273826dd2d01860.jpg)
ପାର୍ଲାମେଣ୍ଟ ଅଧିନିୟମ ୧୯୫୪ ଅନୁଯାୟୀ ଜଣେ ସାଂସଦଙ୍କୁ ସବୁ ପ୍ରକାରର ସୁବିଧା ଦିଆ ଯାଇଥାଏ । ଜଣେ ସାଂସଦ ବେତନ ହିସାବରେ ମାସକୁ ୧ ଲକ୍ଷ ଟଙ୍କା ପାଆନ୍ତି । ଅର୍ଥାତ୍ ସେ ବର୍ଷକୁ ୧୨ ଲକ୍ଷ ଟଙ୍କା ପାଇଥାନ୍ତି । ଆଉ ପାଞ୍ଚ ବର୍ଷ ପରେ ଏହା ବଢ଼ି ଚାଲିବ ।
![Special Report](https://www.online16media.com/static/c1e/client/93724/uploaded/688e711d33010429dad897a41e1054e1.jpg)
ତାଙ୍କୁ ମଧ୍ୟ ଭତ୍ତା ମିଳିଥାଏ । ତାଙ୍କର ଦୈନିକ ଭତ୍ତା ମଧ୍ୟ ବୃଦ୍ଧି ପାଇବ । ଯାତ୍ରା କରିବା ପାଇଁ ତାଙ୍କୁ ଅଲଗା ଭତ୍ତା ଦିଆଯାଇଥାଏ । ତାଙ୍କୁ ଯାତ୍ରା ବାବଦକୁ ୭୦ ହଜାର ଟଙ୍କା ଏକ ମାସରେ ମିଳିଥାଏ । ଆଉ ଏହାସହ ତାଙ୍କୁ ଭତ୍ତା ହିସାବରେ ପ୍ରତି ମାସରେ ୬୦ ହଜାର ଟଙ୍କା ମିଳିଥାଏ ।
ଜଣେ ସାଂସଦଙ୍କୁ ଗୋଟିଏ ପାସ ବି ମିଳିଥାଏ ଯାହାଦ୍ଵାରା ସେମାନେ ମାଗଣାରେ ଟ୍ରେନରେ ଯାତ୍ରା କରିପାରିବେ । ତାଙ୍କୁ ବିଦେଶ ଯାତ୍ରା ପାଇଁ ଭତ୍ତା ମଧ୍ୟ ମିଳିଥାଏ । ଏହାସହ ସାଂସଦମାନେ ଚିକିତ୍ସା ସୁବିଧା ପାଇଥାନ୍ତି । ମୋଟାମୋଟି ହିସାବରେ କହିବାକୁ ଗଲେ ସାଂସଦମାନେ ସବୁ ପ୍ରକାରର ସୁବିଧା ପାଇଥାନ୍ତି ।