Movie prime

ମୁଁହ ଖୋଲିଲେ ବ୍ୟକ୍ତି ମୁଣ୍ଡ ସାଇଜ ର ହେଲମେଟ ମିଳୁ ନଥିବା ବେଳେ ଦେଲେ କଡ଼ା ଉତ୍ତର

 
Special Report
ଆପଣମାନେ ଜାଣିଥିବେ ଅନେକ ସମୟରେ ଲୋକମାନେ ରାସ୍ତାରେ ଯାଉଥିବା ବେଳେ ହେଲମେଟ ନ ପିନ୍ଧି ଗାଡ଼ି ଚଳାଇଥାନ୍ତି।ଯେଉଁଥି ପାଇଁ ବେଳେବେଳେ ଦୁର୍ଘଟଣା ମଧ୍ୟ ଘଟିଥାଏ।
ତେଣୁ ହେଲେମେଟ ପାଇଁ ରାଜଧାନୀ ଭୁବନେଶ୍ଵର ରେ କଡା ଚେକିଙ୍ଗ ଚାଲିଛି।ତେଣୁ ଯେଉଁମାନେ ହେଲମେଟ ପିନ୍ଧୁ ନାହାନ୍ତି,ଆଉ ଯେଉଁମାନେ କମ୍ପାନୀ ହେଲମେଟ ପିନ୍ଧୁଛନ୍ତି ସେମାନଙ୍କୁ ଧରି ଟ୍ରାଫିକ ପୋଲିସ ଚାଲାଣ କାଟୁଛନ୍ତି।
ସେହି ହେଲମେଟ ରେ ବ୍ୟବସ୍ଥାରେ ସୁରକ୍ଷା ବ୍ୟବସ୍ଥା ନାହିଁ।ହେଲମେଟ ନ ପିନ୍ଧି ଗାଡ଼ି ଚଳାଇଲେ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି।ସେଥିପାଇଁ ଟ୍ରାଫିକ ପୋଲିସ ମାନେ ଚେକିଂ କରୁଛନ୍ତି।
ପୋଲିସ ମାନେ ଯେତେବେଳେ ହେଲମେଟ ଚେକିଂ କରୁଥିଲେ ସେତେବେଳେ ଜଣେ ବ୍ୟକ୍ତି ବିନା ହେଲମେଟ ରେ ଗାଡ଼ି ଚଳାଉ ଥିବାରୁ ପୋଲିସ ସେହି ବ୍ୟକ୍ତିଙ୍କୁ ଅଟକାଇ ଦେଇଥିଲେ।
ଏହାପରେ ବ୍ୟକ୍ତି ଜଣଙ୍କ ପୋଲିସ ଙ୍କୁ କହିଛନ୍ତି ଯେ ତାଙ୍କର ବହୁତ ବଡ଼ ମୁଣ୍ଡ ହୋଇଥିବାରୁ ତାଙ୍କୁ କୌଣସି ହେଲମେଟ ହେଉନାହିଁ। ତେଣୁ ପୋଲିସ ଙ୍କୁ ହଇରାଣ ନ କରିବା ପାଇଁ କହିଥିଲେ।
ଜଣେ ପୋଲିସ ନିଜ ମୁଣ୍ଡ ରୁ ଟୋପି କାଢି ତାଙ୍କ ମୁଣ୍ଡ ମଧ୍ୟ ବଡ଼ ବୋଲି କହିଥିଲେ।ଏହାଶୁଣି ବ୍ୟକ୍ତି ଜଣଙ୍କ କହିଛନ୍ତି ଯେ ପୋଲିସ ଙ୍କ ମୁଣ୍ଡ ଠାରୁ ତାଙ୍କ ମୁଣ୍ଡ ମଧ୍ୟ ବହୁତ ବଡ଼ ଅଟେ।
ବ୍ୟକ୍ତି ଜଣଙ୍କ ଆହୁରି କହିଛନ୍ତି ଯେ ସେ ଅନେକ ଶୋ ରୁମ ବୁଲି ସାରିଲେଣି।କିନ୍ତୁ କେଉଁଠି ବି ତାଙ୍କୁ ହେଲମେଟ ମିଳୁନାହିଁ।ସେଠାରେ ଅନେକ ଲୋକମାନେ ଉପସ୍ଥିତ ରହିଥିଲେ।
ବ୍ୟକ୍ତି ଜଣଙ୍କ ଙ୍କ କଥା ଶୁଣି ବହୁତ ହସୁଥିଲେ। ଟ୍ରାଫିକ ପୋଲିସ ରାସ୍ତାରେ ଆହୁରି ଅନେକ ଲୋକ ମାନଙ୍କୁ ଅଟକ ମଧ୍ୟ ରଖିଥିଲେ।
ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହି ଭିଡିଓ ଦେଖି ବହୁତ ହସୁ ଛନ୍ତି।ଆଉ କିଛି ଲୋକେ ଏହାକୁ ବିରୋଧ ମଧ୍ୟ କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.