Movie prime

ମୁଣ୍ଡିଆ ମାରି ବିଦାୟ ନେଲେ ବରିଷ୍ଠ ନେତା ସୁର ରାଉତରାୟ: ଭାଗ୍ୟ ରେ ଥିଲେ ଆଉ ଥରେ ମତେ ସୁଯୋଗ ମିଳିବ...

 
Special report
ନମସ୍କାର ପାଠକ ବନ୍ଧୁ।ବିଧାନ ସଭାର ନୂଆ ଅଧିବେଶନ ହେବାକୁ ଯାଉଛି।ଏଥିରୁ କେତେକ ନେତା ବାହାରୁ ଥିବା ବେଳେ କେତେ ନେତା ପୁଣି ବିଧାନ ସଭା ରେ ପ୍ରବେଶ କରିବେ।ତେବେ ସୁର ରାଉତରାୟ ଗତ କାଲି ବିଧାନ ସଭା କୁ ମୁଣ୍ଡିଆ ମାରି ପ୍ରବେଶ କରି ଥିଲେ।
Special report
ଯାହାକୁ ଦେଖି ଅନ୍ୟ ନେତା ମାନେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।ଅନ୍ୟ କେତେକ ବୟସ୍କ ନେତା ମାନଙ୍କ ପାଇଁ ଏହା ଥିଲା ତାଙ୍କର ଶେଷ ବିଧାନ ସଭା ଅଧିବେଶନ।କାହା ପାଇଁ ଏହା ଶେଷ ଅଧିବେଶନ ତ ଆଉ କାହା ପାଇଁ ରାଜନୈତିକ ଜୀବନ ଆରମ୍ଭ ହେବାକୁ ଯାଉଛି।
ସୂଚନା ଅନୁସାରେ ଗତ କାଲି ଥିଲା ବିଧାନ ସଭା ର ଶେଷ ଅଧିବେଶନ।କିଛି ନେତା ମାନଙ୍କୁ ଟିକେଟ ମିଳି ପାରେ ନ ମିଳି ବି ପାରେ।ଏହି ଗୃହ ମଧ୍ୟରେ ଅନେକ ଥର ବିବାଦ ଲାଗି ରହିଛି।ଶାସକ ଓ ବିରୋଧୀ ଦଳ ମଧ୍ୟରେ ସବୁବେଳେ ବିବାଦ ଲାଗି ରହି ଥାଏ।
ହେଲେ ପୁଣି ସେମାନେ ବାହାରକୁ ଆସି ମିଶି ଯାଇ ଥାଆନ୍ତି।ବିଧାନ ସଭା ର ଶେଷ ଅଧିବେଶନ ର ଶେଷ ଦିନ ରେ ଅନେକ ନେତା ମନ୍ତ୍ରୀ ମାନେ ଭିନ୍ନ ମତ ଦେଇ ଥିଲେ।ତେବେ ବର୍ତ୍ତମାନ ସମୟ ରେ ସୁର ରାଉତରାୟ ଙ୍କୁ ନେଇ ବେଶ ଚର୍ଚ୍ଚା କରା ଯାଉଛି।
Special report
ସେ ବିଧାନ ସଭା ଅଧିବେଶନ ରେ କହି ଥିଲେ କି ଏହା ମୋ ପାଇଁ ଶେଷ ଅଧିବେଶନ।ମୁଁ ଆଉ କେତେ ଦିନ ବଞ୍ଚିବି।ଏହା ପରେ ମୋର ଦୁଇ ପୁଅ ଏଥିରେ ଯୋଗ ଦେବେ।ସେ ଯେତେବେଳେ ଭିତରକୁ ପ୍ରବେଶ କରି ଥିଲେ ସେତେବେଳେ ବିଧାନ ସଭା କୁ ମୁଣ୍ଡିଆ ମାରି ଥିଲେ।
ମୁଁ ଅନେକ ଲୋକ ଙ୍କୁ ସାହାର୍ଯ୍ୟ କରିଛି।ଜୀବନ ସାରା ମୁଁ ଲୋକ ଙ୍କ ଉନ୍ନତି ପାଇଁ କାମ କରିଛି।ଅନେକ ବିଦ୍ୟାଳୟ କଲେଜ୍ ତିଆରି କରିଛି।ସେ ସମୟ ର ମୁଖ୍ୟ ମନ୍ତ୍ରୀ ମାନେ ବହୁତ ସାହାର୍ଯ୍ୟ କରିଛନ୍ତି।
ଏପରି କିଛି ବିଧାୟକ ମାନେ ଅଛନ୍ତି ଯେଉଁ ମାନେ କି ଦଳ ରୁ ଲଢି ମଧ୍ୟ ପରେ ସ୍ଵାଧୀନ ଦଳ ରେ ମିଶି ଛନ୍ତି।ସେମାନଙ୍କ ମଧ୍ୟରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ,ଓ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ଅନ୍ୟତମ।
ଅନେକ ବିଧାୟକ ମାନେ ଆଜି ଭାବ ବିହ୍ୱଳ ହୋଇ ଯାଇ ଥିଲେ।ସେମାନଙ୍କ ପାଇଁ ଆଜି ତାଙ୍କର ଶେଷ ଅଧିବେଶନ ରହି ଥିଲା ବୋଲି କୁହା ଯାଉଚି।