Movie prime

ନବ ଙ୍କ ଭଳିଆ ହେବେ କି ନବ ଙ୍କ ବୋହୂ? ଏହି ଆଶା ନେଇ କଣ ତାଙ୍କୁ ମିଳିଗଲା କି ଟିକେଟ! ହେଲେ ନବ ଦାସ ଙ୍କ ଝିଅ ଙ୍କ ଭବିଷ୍ୟତ କଣ ହେବ???

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ନେଇ ଆସୁଥିବା ଖବର ମଧ୍ୟ ଜାଣିଥିବେ ।
ଆପଣମାନେ ସମସ୍ତେ ତ ଜାଣିଥିବେ ଏହି ନେତା ଜଣଙ୍କୁ ହ-ତ୍ୟା କରାଯାଇଛି । ଏହି ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟାକାରୀ ଗୋପାଳ ଦାସ ଏବେ ଜେଲରେ ଅଛି । ଏବେ ଏହି ମାମଲାକୁ ନେଇ ଚର୍ଚ୍ଚା ଚାଲିଛି । ଆପଣମାନେ ଏହିସବୁ ବିଷୟରେ ତ ସବୁ କଥା ଜାଣିଥିବେ ।
ଆଉ ଏବେ ଝାରସୁଗୁଡ଼ାରେ କିଏ ରାଜୁତି କରିବ ଏହାକୁ ନେଇ ପ୍ରଶ୍ନ ଆସୁଛି । ବିଧାନସଭା ଉଠୁଛି ପଡୁଛି ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟାକୁ ନେଇ । ଝାରସୁଗୁଡ଼ା ରାଜନୀତି ବି ଏବେ ସରଗରମ ରହିଛି ।
Special report
ମନ୍ତ୍ରୀ ନବଙ୍କ ଝିଅ ଦୀପାଳି ଝାରସୁଗୁଡ଼ାରେ ଆରମ୍ଭ କରିଦେଲେଣି ଅଘୋଷିତ ଇଲେକ୍ସନ କ୍ୟାପଟେନ । ମହିଳା ଦିବସ ପାଳନ କରାଯାଉଥିଲା ।
ଆଉ ସେଥିପାଇଁ ବିରାଟ ସମାବେଶ ଥିଲା । ସେଠାରେ ହଜାର ହଜାର ମହିଳା ଉପସ୍ଥିତ ରହିଥିଲେ । ଏହି ସମୟରେ ଏକ ରୋଚକ ସ୍ଥିତି ଦେଖିବାକୁ ମିଳିଥିଲା ।
ନବ ଦାସଙ୍କ ବୋହୂ ସାମ୍ନାକୁ ଆସିଥିଲେ । ଆଉ ତାଙ୍କୁ ସାରା ଓଡ଼ିଶାବାସୀ ଦେଖିଥିଲେ । ବିଶାଳଙ୍କ ପତ୍ନୀ ବା ନବ ଦାସଙ୍କ ବୋହୂ ଆଗରୁ କେବେ ଗଣମାଧ୍ୟମକୁ ଆସିନଥିଲେ । ଆଉ ଏହାସହ ସାମ୍ନାକୁ ଆସିଥିଲେ ଦୀପାଳି ।
ଷ୍ଟେଜ ଉପରକୁ ଆସିଥିଲେ ନବ ଦାସଙ୍କ ବୋହୂ ଆଉ ଝିଅ । ତାଙ୍କ ବୋହୂ କହିଛନ୍ତି " ବାପାଙ୍କର ଇଚ୍ଛା ଥିଲା ଦୀପାଳି ଝାରସୁଗୁଡ଼ା ଜିତୁ ଆଉ ଝାରସୁଗୁଡ଼ା ବାସୀଙ୍କର ସେବା କରୁ " । ଏହି ସ୍ବପ୍ନ ଏବେ ସାକାର କରିବା ଉଚିତ୍ । 
ବାପା ବାବା ଦାସଙ୍କର ଅଧୁରା ସ୍ବପ୍ନକୁ ପୂରଣ କରିବେ ଦୀପାଳି । ଏବେ ଅନେକ କଥା ଚର୍ଚ୍ଚାକୁ ଆସୁଛି । କିଏ ପାଇବ ଟିକେଟ । ନବ ଦାସଙ୍କ ଆଉ ବିଶାଳ ନା ତାଙ୍କ ଝିଅ ଦୀପାଳି । କାହା ଉପରେ ଭରଷା କରିବ ବିଜୁ ଜନତା ଦଳ ।
ଆଉ କିଏ ଜିତିବ ଏହି ଟିକେଟ ଆଉ କିଏ ସେବା କରିବ ଝାରସୁଗୁଡ଼ା ବାସୀଙ୍କର । ପୁଅ ଝିଅଙ୍କ ଭିତରୁ କିଏ ପୂରଣ କରିବ ତାଙ୍କ ବାପାଙ୍କ ସ୍ବପ୍ନ । ନବ ଦାସଙ୍କ ବୋହୂ ହେଉଛନ୍ତି ବାହାର ରାଜ୍ୟର ଜଣେ ବ୍ୟବସାୟୀଙ୍କ ଝିଅ । ଏବେ କଥା ସାମ୍ନାକୁ ଆସୁଛି କି ଭାଇ ଭଉଣୀଙ୍କ କଳିରେ ଭାଉଜ ବାଜି ମାରି ଦେବେନି ତ ?

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.