Movie prime

ନବ ଦାସ ହତ୍ୟା ମାମଲା ରେ ଗୋପାଳ ନିର୍ଦ୍ଦୋଷ ! ମାନସିକ ଭାରସାମ୍ୟ ନଥିବା ଗୋପାଳ ର କିଛି ଭୁଲ ନାହିଁ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ବହୁ ଚର୍ଚ୍ଚିତ ନବ ଦାସ୍ ଙ୍କ ମୃ-ତ୍ୟୁ ମାମଲା ବିଷୟ ରେ ଶୁଣି ଥିବେ।ସେ ବିଜେଡି ଦଳ ର ଜଣେ ମନ୍ତ୍ରୀ ଥିଲେ।ଏକ ସଭା ରେ ଯୋଗ ଦେବାକୁ ଯାଉଥିବା ସମୟ ରେ ଗୋପାଳ ଦାସ ନାମକ ଜଣେ ପୋଲିସ କର୍ମଚାରୀ ତାଙ୍କ ଉପରେ ଗୁଳି ଚାଳନା କରିଥିଲେ।
Special report
ଏହା ପରେ ସେ ସେହିଠାରେ ହିଁ ଟଳି ପଡ଼ି ଥିଲେ।ତାଙ୍କୁ ଡାକ୍ତରଖାନା ନେବା ପରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।ନବ ଦାସ୍ ଝାରସୁଗୁଡ଼ା ର ଜଣେ ପରିଚିତ ନେତା ଥିଲେ।
ସୂଚନା ଅନୁସାରେ ଗୋପାଳ ଦାସ ହେଉଛନ୍ତି ଜଣେ ପୋଲିସ କର୍ମଚାରୀ।ସେ ଦିନେ ରାସ୍ତା ରେ ଜଗି ଥିବା ସମୟ ରେ ନବ ଦାସ୍ ଙ୍କ କିଛି ଲୋକ ମାନେ ତାଙ୍କ ସହିତ ଖରାପ ବ୍ୟବହାର ଦେଖାଇ ଥିଲେ।ଓ କିଛି ଖରାପ କାମ ରେ ସେମାନେ ଲିପ୍ତ ଥିଲେ।
Special report
ଏହାକୁ ସହି ପାରି ନ ଥିଲେ ଗୋପାଳ ଦାସ।ସେ ସାଙ୍ଗେ ସାଙ୍ଗେ ସେମାନଙ୍କୁ ଥାନାକୁ ଆଣି ହାଜତ ରେ ପୁରାଇ ଦେଇଥିଲେ।ଉପର ପୋଲିସ ଅଧିକାରୀ ଙ୍କ କହିବା ଅନୁଯାୟୀ ସେଦିନ ଗୋପାଳ ଦାସ ସେ ଗୁଣ୍ଡା ମାନଙ୍କୁ ଛାଡି ଦେଇଥିଲେ।ଗଲା ବେଳେ ସେହି ଗୁଣ୍ଡା ମାନେ କହିଲେ କି ଆମେ ହେଉଚୁ ନବ ଦାସ ଙ୍କ ଲୋକ।ତୋତେ ଆମେ ଦେଖି ନବୁ।
ଏହାର କିଛି ଦିନ ପରେ ଗୋପାଳ ଦାସ ନିଜ ସାଙ୍ଗ ଙ୍କ ଠାରୁ ଶୁଣିବାକୁ ପାଇଲେ କି ମନ୍ତ୍ରୀ ନବ ଦାସ ତାକୁ ମାରିବା ପାଇଁ ଚାହୁଁଛନ୍ତି।ଏହାକୁ ଶୁଣି ସେ ଡରି ଯାଇଥିଲା।ଆଗରୁ ମଧ୍ୟ ଗୋପାଳ ଦାସ ମାନସିକ ବିକୃତ ରୋଗୀ ଥିଲା।
Special report
ହଟାତ ଦିନ ମନ୍ତ୍ରୀ ନବ ଦାସ ସଭା କୁ ଆସୁ ଥିବା ସମୟ ରେ ସେ ତାଙ୍କୁ ଗୁଳି କରି ହ-ତ୍ୟା କରିଥିଲା। ଏବଂ ଗୋପାଳ ଦାସ ଙ୍କୁ ସାଙ୍ଗେ ସାଙ୍ଗେ ଜେଲ କୁ ପଠାଇ ଦିଆ ଯାଇଥିଲା।ଏବେ ଶୁଣା ଯାଉଚି ଯେ ଖୁବ ଶୀଘ୍ର ଗୋପାଳ ଦାସ କୁ ନିର୍ଦ୍ଦୋଷ ରେ ଖଲାସ କରା ଯିବ।
ଏହାର କାରଣ ହେଉଛି ସେ ଜଣେ ମାନସିକ ରୋଗୀ।ବେଳେବେଳେ ସେ ପାଗଳ ପରି ହୁଅନ୍ତି।ଏଥିପାଇଁ ସେ ଔଷଧ ମଧ୍ୟ ଖାଉଛନ୍ତି।ସେ ହ-ତ୍ୟା କରିବା ସମୟ ରେ ତାଙ୍କର ସେହି ରୋଗ ପୁନର୍ବାର ବାହାରି ଥିଲା।
ଗୋପାଳ ଦାସ ଙ୍କ ଓକିଲ କ୍ରାଇମ୍ ବ୍ରାଞ୍ଚ ଙ୍କ ବିପକ୍ଷ ରେ ରହି ଖୁବ୍ ଶୀଘ୍ର ନବ ଦାସ ଙ୍କୁ ନିର୍ଦ୍ଦୋଷ ରେ ଖଲାସ କରିବେ ବୋଲି ଶୁଣା ଯାଉଚି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.