Movie prime

ମୋ ବାପା ବଞ୍ଚିଥିଲେ ଆଜି ମୋର ବିଜୟ ଦେଖି ନିଶ୍ଚୟ ଖୁସି ହେଇ ଥାନ୍ତେ, କଣ ଆଉ କରାଯିବ ଯାହା ବିଧି ର ବିଧାନ ଆଉ

 
Special Report
ଆପଣମାନେ ଜାଣିଥିବେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କ ଝିଅ ଦିପାଳି ଦାସ ଙ୍କୁ ଭୋଟ ଦେଇ ଝାରସୁଗୁଡ଼ା ବାସୀ ମାନେ ଜିତାଇଛନ୍ତି।ଏହା ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।
ବର୍ତମାନ ଦିପାଳି ଜିତିବା ପରେ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ଏହି ବିଜୟ ହେଉଛି ଝାରସୁଗୁଡ଼ା ବାସୀ ଙ୍କ ବିଜୟ ଅଟେ।ଏହି ବିଜୟ ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଜୟ ଅଟେ।
Special Report
ଏ ବିଜୟ ହେଉଛି ବିକାଶର ବିଜୟ,ଏହି ବିଜୟ ହେଉଛି ନବ କିଶୋର ଦାସ ଙ୍କ ବିଜୟ ବୋଲି ଦିପାଳି କହିଛନ୍ତି।ଆଜି ଦିପାଳି ଭୁବନେଶ୍ୱର ରେ ଅଛନ୍ତି।ପ୍ରୋଗ୍ରାମ ହେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟିବେ ବୋଲି କହିଛନ୍ତି।
ସେ ସମସ୍ତଙ୍କୁ ଭେଟିବା ପାଇଁ ଏବଂ ସମସ୍ତଙ୍କ ପାଖରୁ ଆର୍ଶୀବାଦ ନେବେ।ଉପ ନିର୍ବାଚନ ରେ ବହୁର ବରିଷ୍ଠ ନେତୃ ମଣ୍ଡଳୀ ବିଜୁ ଜନତା ଦଳ ବହୁତ ପରିଶ୍ରମ କରିଛନ୍ତି।
Special Report
ଦିପାଳି ସମସ୍ତଙ୍କୁ ଭେଟି କରି ତାଙ୍କ ଠାରୁ ଆର୍ଶୀବାଦ ନେବେ।କୃତଜ୍ଞତା ଜଣାଇବେ।ତାପରେ ଆଗକୁ ଯାହା ବି ପ୍ରୋଗ୍ରାମ ହେବ ଗଣମାଧ୍ୟମ ରେ କହିବେ ବୋଲି ଦିପାଳି କହିଛନ୍ତି।ଦିପାଳି ଆହୁରି କହିଛନ୍ତି ଯେ ତାଙ୍କ ବାପା ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କ ଝାରସୁଗୁଡ଼ା ର ନୂତନ ନିର୍ମାଣ କରିବା ସ୍ବପ୍ନ ରହିଥିଲା।
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଗତ ଅଭିଭାଷଣ ରେ କାଲି କହିଥିଲେ ଯେଉଁ ସ୍ବପ୍ନ ଦିପାଳି ଙ୍କ ବାପା ଦେଖିଥିଲେ ସେହି ସ୍ବପ୍ନ କୁ ପୁରା କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗକୁ ହାତ ବଢାଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ମାର୍ଗ ଦର୍ଶନ ରେ ତାଙ୍କ ବାପା ଯାହା ଯାହା ସ୍ବପ୍ନ ଦେଖିଥିଲେ ତାହା ସେ ପୁରା କରିବେ। ଦିପାଳି ଆହୁରି କହିଛନ୍ତି ଯେ ତାଙ୍କ ବାପା ଆଜି ବଞ୍ଚି ଥିଲେ ସେ ବହୁତ ଖୁସି ହୋଇଥାନ୍ତେ।
ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.