Movie prime

ଆର ବର୍ଷ ବାପା କାନ୍ଧ ଲଗେଇ ଥିଲେ, ଏଇ ବର୍ଷ ଝିଅ ଆସି କାନ୍ଧ ଲଗେଇଲେ....

 
Vsbsbsb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଝାରସୁଗୁଡାର ବିଧାୟିକାଙ୍କୁ ନେଇ କିଛି ଖବର ଆସିଛି । ଆପଣମାନେ ସମସ୍ତେ ମନ୍ତ୍ରୀ ନବକିଶୋର ଦାସଙ୍କୁ ତ ଜାଣିଥିବେ । ତାଙ୍କୁ ଜଣେ ପୋଲିସ ଅଧିକାରୀ ଗୁଳି କରି ହ-ତ୍ୟା କରିଥିଲେ । ଏହି ଘଟଣା ଏବେ ପର୍ଯ୍ୟନ୍ତ ସମାଧାନ ହୋଇନାହିଁ ।
ମନ୍ତ୍ରୀ ନବକିଶୋର ଦାସଙ୍କ ମୃ-ତ୍ୟୁ ପରେ ତାଙ୍କ ଝିଅ ଦିପାଳି ଦାସ ବିଧାୟିକା ହୋଇଥିଲେ । ତାଙ୍କ ବାପା ଯାହା ସବୁ କାର୍ଯ୍ୟ କରୁଥିଲେ ଏବେ ତାହା ଦିପାଳି କରୁଛନ୍ତି । ଯେତେବେଳେ ପୂଜାପର୍ବ ହେଉଥିଲା ସେତେବେଳେ ନବକିଶୋର ଦାସ ସେଠାରେ ଯୋଗ ଦେଇଥିଲେ ଆଉ ସେ ଏବେ ଏହି ଦିନିଆରେ ନାହାନ୍ତି ଆଉ ତାଙ୍କ ସ୍ଥାନରେ ତାଙ୍କ ଝିଅ ସବୁ ସ୍ଥାନରେ ଯୋଗ ଦେଉଛନ୍ତି । ପୂର୍ବରୁ ପ୍ରଭୁ ଜଂଘ ବଡଦେଓଙ୍କ ମନ୍ଦିରରେ ହେଉଥିବା ଉତ୍ସବରେ ମନ୍ତ୍ରୀ ନବକିଶୋର ଦାସ ଯୋଗ ଦେଉଥିଲେ ।
Naba jhia
ସେ ପ୍ରଭୁଙ୍କ ଜଙ୍ଘକୁ କାନ୍ଧରେ ବୋହି ଭକ୍ତଙ୍କ ସହ ମିଶି ନାଚ କରୁଥିଲେ । ଆଉ ଏବେ ସେ ଆଉ ନାହାନ୍ତି । ତାଙ୍କ ବଦଳରେ ତାଙ୍କ ଝିଅ ଦିପାଳି ଏବେ ପ୍ରଭୁ ଜଂଘ ବଡଦେଓଙ୍କ ଉତ୍ସବରେ ଜଙ୍ଘକୁ କାନ୍ଧରେ ଧରି ଭକ୍ତଙ୍କ ସହ ନାଚ କରୁଥିବାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ଏବେ ତାଙ୍କର ଏହି କାର୍ଯ୍ୟକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏବେ ଗଣମାଧ୍ୟମ ଆଗରେ ଦିପାଳି କହିଛନ୍ତି ସେ ନିଜକୁ ସୁଯୋଗ ମନେ କରୁଛନ୍ତି ଭଗବାନଙ୍କ କାମ କରି । ଭାଗ୍ୟରେ ଥିଲେ ମହାପ୍ରଭୁଙ୍କୁ ଧରି ବୋହି ହୁଅନ୍ତି ।
Podamuha
ତାଙ୍କ ବାପା ପ୍ରତିବର୍ଷ ଏହି କାମ କରୁଥିଲେ । ଆଜି ସେ ଏହି କାମ କରିଛନ୍ତି । ତାଙ୍କ ଭାଇ ମଧ୍ୟ ସେଠାକୁ ତାଙ୍କ ସହିତ ଯାଇଥିଲେ । ତାଙ୍କ ଭାଇ ସବୁବେଳେ ତାଙ୍କ ବାପାଙ୍କ ସହିତ ଯାଇଥାନ୍ତି । କିନ୍ତୁ ଆଜି ତାଙ୍କ ବାପା ନାହାନ୍ତି ।
ଆଉ ସେ ତାଙ୍କ ଭଉଣୀ ଦିପାଳି ସହିତ ଏହି ପୂଜାରେ ଯୋଗ ଦେଇଛନ୍ତି । ସେ ବହୁତ ଖୁସି ଅଛନ୍ତି । ତାଙ୍କ ବାପା ମଧ୍ୟ ଉପରେ ଥାଇ ଖୁସି ଥିବେ ବୋଲି ସେ କହିଛନ୍ତି । ଏବେ ବିଧାୟିକା ଦିପାଳି ଦାସଙ୍କର ଏହି ପୂଜା ଉତ୍ସବରେ ଯୋଗ ଦେବାର ଭିଡିଓ ସାମ୍ନାକୁ ଆସିଛି । ସମସ୍ତେ ତାଙ୍କର ପ୍ରଶଂସା କରିଛନ୍ତି ।