Movie prime

ନବ ଙ୍କ ଝିଅ dipali ଏଥର ହୁଏତ ହାରିବ ନିର୍ବାଚନ !!

 
Special report
ଜେଲ ରେ ରହି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କୁ ଗୁଳି କରି ହ-ତ୍ୟା କରିଥିବା ଗୋପାଳ ଷଡ଼ଯନ୍ତ୍ର କରୁଛନ୍ତି। ଦିପାଳି ଙ୍କୁ ହରାଇବା ପାଇଁ। ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି।
ଦିପାଳି ଙ୍କୁ ବିଧାୟକ କରାଇ ନ ଦେବାପାଇଁ ଗୋପାଳ ଉଦ୍ୟମ ଚଳାଇଛି।ଦିପାଳି ବିଧାୟକ ହେଲେ ଗୋପାଳଙ୍କ ସବୁ ସ୍ବପ୍ନ ସ୍ବପ୍ନ ରେ ହିଁ ରହିଯିବ।
ଝାରସୁଗୁଡ଼ା ର ବିଧ୍ୟାୟକ ମନ୍ତ୍ରୀ ନବ କିଶୋର ଦାସ ଙ୍କ ମୃ-ତ୍ୟୁ ପରେ ନବ ଙ୍କ ଝିଅ ଦିପାଳି ଝାରସୁଗୁଡ଼ା ର ବିଧାୟକ ହେବା ପାଇଁ ଜୋର ସୋର ରେ ଉଦ୍ୟମ କରୁଛନ୍ତି।
ଆଉ ଜେଲ ଫେ ରେ ରହି ଦିପାଳି ଙ୍କୁ ଝାରସୁଗୁଡ଼ା ର ବିଧାୟକ କରିବେନି ବୋଲି ଗୋପାଳ ଦାସ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଚର୍ଚ୍ଚାର ବିଷୟ ପାଲଟିଛି।
ଯେମିତି ହେଲେ ବି ଦିପାଳି ଙ୍କୁ ହରେଇବାକୁ ପଡ଼ିବ ବୋଲି କହିଛନ୍ତି।କାରଣ ନବ କିଶୋର ଦାସ ଙ୍କ ଝିଅ ଦିପାଳି ଯଦି ଝାରସୁଗୁଡ଼ା ର ବିଧାୟକ ହେବେ ତାହେଲେ ଗୋପାଳ ଯାହା ଭାବିଥିଲେ ତାହା ସଫଳ ହେବ ନାହିଁ।ଗୋପାଳ ଙ୍କ ସମସ୍ତ ବଳିଦାନ ବ୍ୟର୍ଥ ହୋଇଯିବ। ତେଣୁ ଯେ କୌଣସି ପ୍ରକାରର ହେଉନା କାହିଁକି ଦିପାଳି ଙ୍କୁ ହରେଇବାକୁ ହିଁ ପଡ଼ିବ।
କାରଣ ଝାରସୁଗୁଡ଼ା ଭଲ ଲୋକଙ୍କ ପାଇଁ ମାଫିଆ ଙ୍କ ପାଇଁ ନୁହେଁ।ନବ କିଶୋର ଦାସ ଜଣେ ଖଣି ଲୁଟେରା ଥିଲେ।ଝାରସୁଗୁଡ଼ା ଫେ ରେ ଯାହା ହେଉଥିଲା ସବୁ ନବ ଦାସ ଙ୍କ କହିବା ଅନୁସାରେ ହେଉଥିଲା।
ନବ ଙ୍କୁ ନ ପଚାରି କିଛି କରାଯାଉ ନଥିଲା।କାରଣ ସମଗ୍ର ଝାରସୁଗୁଡା ନବ କିଶୋର ଦାସ ଙ୍କ ହାତ ମୁଠା ରେ ହିଁ ଥିଲା।ନବ ଙ୍କ ଇଛା ବିରୁଦ୍ଧରେ ଯିଏ ଯାଉଥିଲା ତାକୁ ରାସ୍ତା ରୁ ହଟାଇ ଦିଆ ଯାଉଥିଲା।
ବର୍ତମାନ ଏହା ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.