Movie prime

ନବ ଝିଅ ମୋର ବି ଝିଅ, ଏବେ ତାର କଣ ହେବ ଭାବି ଜେଲରେ ରାହା ଧରି କାନ୍ଦୁଛି ଗୋପାଳ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ବା ସାରା ଓଡ଼ିଶାରେ ଏବେ କେବଳ ଗୋଟିଏ ହିଁ ଚର୍ଚ୍ଚା ହେଉଛି।
ଏହି ଖବର ବିଷୟରେ ଆପଣ ବି ସବୁବେଳେ କିଛି ନା କିଛି ଜାଣିବାକୁ ପାଉଥିବେ । ଆପଣମାନେ ସମସ୍ତେ ତ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହ-ତ୍ୟା ବିଷୟରେ ଜାଣିଥିବେ । ଏହି ମନ୍ତ୍ରୀ ଜଣଙ୍କୁ ନବ ଦାସ ଗୁଳି କରି ହ-ତ୍ୟା କରିଛି । ଏବେ ଏହି ମାମଲା ସବୁଆଡେ ଚର୍ଚ୍ଚା ହେଉଛି ।
ଆପଣମାନେ ସମସ୍ତେ ତ ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ଆସୁଥିବା ଖବର ବିଷୟରେ ଜାଣିଥିବେ। ଏହି ଖବରକୁ ନେଇ ଏବେ କିଛି ଖବର ଆସିଛି । ଆପଣମାନେ ସମସ୍ତେ ତ ଜାଣିଥିବେ ଏହି ହ-ତ୍ୟାର ହତ୍ୟାକାରୀ ହେଉଛନ୍ତି ଜଣେ ASI ।
ASI ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ କରିଛି । ଏହି ଖବର ତ ସମସ୍ତେ ଜାଣିଥିବେ । ଏବେ ଗୋପାଳ ଦାସକୁ ନେଇ ଆଉ ଏକ ଖବର ଆସିଛି । ଖବର ଆସିଛି କି ASI ଗୋପାଳ ଦାସ ଜେଲ ଭିତରେ କାନ୍ଦୁଛନ୍ତି । 
ଆଉ ତାଙ୍କ କାନ୍ଦିବାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଗୋପାଳ ପ୍ରତିଦିନ ଜେଲରେ ତାର ସେଲରେ ଖବରକାଗଜ ପଢେ । ଆଉ ହଠାତ୍ ଖବରକାଗଜ ପଢ଼ୁ ପଢ଼ୁ କାନ୍ଦି ପକାଇଲା ।
ଏହି ଖବରକାଗଜରେ ସେ ନବ ଦାସଙ୍କ ଝିଅ ଦିପାଳି ବିଷୟରେ ପଢ଼ୁଥିଲା । ଦିପାଳୀ ଆଉ ବିଶାଳକୁ ଆଜି ବାପ ଛେଉଣ୍ଡ କରିଦେଇଛି ଗୋପାଳ ।
ଯଦିଓ ଗୋପାଳ ତାର ବ୍ୟକ୍ତିଗତ କାରଣ ପାଇଁ ଏହି ହ-ତ୍ୟା କରିଛି । ଗୋପାଳର ବି ପରିବାର ଅଛି । ଆଉ ତାର ପୁଅଟିଏ ଏବଂ ଝିଅଟିଏ ଅଛି ।
ଗୋପାଳ ଦୀପାଳିର ଫଟୋ ଖବରାଗଜରେ ଦେଖି ସମ୍ବେଦନଶୀଳ ହୋଇପଡିଛି । ଆଉ କାନ୍ଦି ପକାଇଛି । ସେ ଦେଶ ଦୁନିଆର ଖବର ଜାଣୁଛି । ଦୀପାଳି ଆମ୍ବୁଲାନ୍ସ ଦେଇଛନ୍ତି ।
ଏହା ଦେଖି ସେ ଅନେକ କଥା ଭାବି କାନ୍ଦି ପକାଇଛି । ସେ କରିଥିବା କାମ ପାଇଁ ତାର ପଶ୍ଚାତାପ ନାହିଁ କିନ୍ତୁ ସେ ବହୁତ ଦୁଃଖରେ ଅଛି । ତା ଭିତରେ ଗୋଟିଏ ସମ୍ବେଦନଶୀଳ ବାପାର ହୃଦୟ ଅଛି ।
ଆଉ ସେ ଦୀପାଳିକୁ ଭାବବିହ୍ୱଳ ହୋଇ କାନ୍ଦି ପକାଇଛି । ସେ ଆଇନ୍ ଆଗରେ ହୋଇପାରେ ଦୋଷୀ କିନ୍ତୁ ତା ଭିତରେ ଗୋଟେ ହୃଦୟ ଅଛି ।