Movie prime

୧୬ ବର୍ଷୀୟା ନାବାଳିକା ଖେଳୁଥିଲା ଅନଲାଇନ୍ ଗେମ୍, ଗେମ୍ ରେ ପଶି ଯୁବକ ମାନେ କଲେ ଧର୍ଷଣ...

 
Special Report
ନମସ୍କାର ପାଠକ ବନ୍ଧୁ।ପୁଣି ଥରେ ଗୋଟିଏ ଝିଅ କୁ ଗ-ଣ ଦୁ-ଷ୍କ-ର୍ମ କରା ଯାଇଛି।ବର୍ତ୍ତମାନ ସମୟ ରେ ମହିଳା ମାନଙ୍କ ସହିତ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ହେଲେ ଏହି ଯେଉଁ ଗଣ ଦୁ-ଷ୍କ-ର୍ମ କଥା ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତାହା କୌଣସି ସତ ଘଟଣା ନୁହେଁ।
Special report
ଏହା ଡିଜିଟାଲ ଉପାୟ ରେ କରା ଯାଇଚି।ମହିଳା ଜଣକ ଏ ନେଇ ଥାନା ରେ ଅଭିଯୋଗ କରିଛନ୍ତି ।ଏହା ଗୋଟିଏ ଗେମ୍।ଏଥିରେ ମହିଳା ଙ୍କୁ ମାନସିକ କ୍ଷେତ୍ର ରେ ତାଙ୍କ ଉପରେ ଚାପ ପକା ଯାଇଚି। ଇଣ୍ଟରନେଟ ରେ ପୁଣି ଗଣ ଦୁ-ଷ୍କ-ର୍ମ।ଏ କଥା ଯିଏ ବି ଶୁଣିବ ଆଶ୍ଚର୍ଯ୍ୟ ହେବ।
ଏହା ହେଉଚି ଭର୍ଚୁଆଲ ଗ୍ୟା-ଙ୍ଗ ରେ-ପ୍।ଏହାକୁ ଯେ କେହି ଶୁଣିଛି ଚକିତ ହୋଇଚି।ଏ ନେଇ ଥାନା ରେ ଅଭିଯୋଗ କରିଛନ୍ତି ଜଣେ ୧୬ ବର୍ଷୀୟ ନାବାଳିକା।ଏହା ହେଉଚି ଏକ ଗେମ୍।ଏଥିରେ ସେହି ଯୁବତୀ ଜଣକ ଖେଳୁ ଥିବା ବେଳେ ତାଙ୍କ ସହିତ ଗ୍ୟା-ଙ୍ଗ ରେ-ପ୍ ହୋଇଚି।
ଭର୍ଚୁଆଲ ରିଆଲିଟି ବା ଭି ଆର ହେଡ ସେଟ୍ ପିନ୍ଧି ଗେମ୍ ଖେଳୁ ଥିବା ବେଳେ ତାଙ୍କ ସହିତ କିଛି ଅଜଣା ଲୋକ ଗ୍ୟାଙ୍ଗ ରେପ୍ କରିଛନ୍ତି।ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରିଟେନ ରେ।ସେଠାକାର ପୋଲିସ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି।
Special Report
ସେହି ଦେଶ ର ପୋଲିସ ସଂସ୍ଥା କହିଛନ୍ତି କି ଏଥିରେ ଶା-ରୀ-ରି-କ କ୍ଷେତ୍ର ରେ ନି-ର୍ଯା-ତ-ନା ନୁହେଁ ସତ ହେଲେ ଏହାକୁ ଏଡାଇ ଦିଆ ଯାଇ ପାରିବ ନାହିଁ।ମା-ନ-ସି-କ କ୍ଷେତ୍ର ରେ ଝିଅ କୁ ଅ-ତ୍ୟା-ଚା-ର କରା ଯାଇଚି।
ଏହାକୁ ନେଇ ଆମେ ତଦନ୍ତ ଆରମ୍ଭ କରିବୁ।କିଛି ଅଜଣା ବ୍ୟକ୍ତିମାନେ କଣ ପାଇଁ ଝିଅ ଙ୍କ ସହିତ ଡିଜିଟାଲ ଦୁନିଆ ରେ ଖରାପ ବ୍ୟବହାର ଦେଖାଇ ଥିଲେ।ଏହାକୁ ନେଇ ସେଠାକାର ଗୃହ ସଚିବ ମଧ୍ୟ ମୁହଁ ଖୋଲିଛନ୍ତି।ତାଙ୍କ କହିବା ଅନୁଯାୟୀ ଏହା ଉପରେ ଗୁରୁତ୍ବ ଦେବା ଉଚିତ।ମହିଳା ଙ୍କ ସୁରକ୍ଷା ଉପରେ ଏହା ପ୍ରଭାବ ପକାଉ ଅଛି।
ଯୁବତୀ ଙ୍କୁ ମା-ନ-ସି-କ ସ୍ତର ରେ ଆଘାତ ଲାଗିଚି।ଇଣ୍ଟରନେଟ ଦୁନିଆ ରେ ଏହା ସବୁ ସତ ଭଳି ଲାଗି ଥାଏ।ଏହି ଘଟଣା ର ତଦନ୍ତ ହେବା ଦରକାର।ଏଥିରେ ଜଣେ ଦୁ-ଷ୍କ-ର୍ମ ପୀଡ଼ିତା ଯେପରି ମାନସିକ ସ୍ତର ରେ ଅନୁଭବ କରନ୍ତି।
ଏଥିରେ ମଧ୍ୟ ସେପରି ଅନୁଭବ କରନ୍ତି।ଏଭଳି ଗ-ଣ ଦୁ-ଷ୍କ-ର୍ମ ଟି ହେଉଚି ପ୍ରଥମ।ଆଗରୁ ଏଭଳି କେବେ ବି ହୋଇ ନ ଥିଲା।ତେବେ ବ୍ରିଟେନ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ବୋଲି କୁହା ଯାଇଚି।