Movie prime

ନାବାଳିକା ଝିଆରୀ ସହ ଦାଦା ଏମିତି କାଣ୍ଡ କରୁଥିବା ବେଳେ ଦେଖିଦେଲା ଖୁଡି ସିଧା ଗୁପ୍ତାଙ୍ଗ କାଟିଦେଇ ପାଇଖାନାରେ ଫୋପାଡି ଦେଲେ ଦେଖନ୍ତୁ Exclusive ଘଟଣା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଝିଆରୀ ସହ ଯେତେବେଳେ ରୋମାନ୍ସ କରୁଥିଲା ଦାଦା ସେତେବେଳେ ଖୁଡି ଦାଦା ର ଗୁପ୍ତାଙ୍ଗ କାଟି ଦେଇଥିଲା। ନୁଆ ବର୍ଷରେ ସମ୍ପର୍କକୁ ନେଇ ଏକ ନୁଆ ଘଟଣା ଘଟିଛି।
Special Report
ଏହି ଘଟଣାରେ ଝିଆରୀ ସହ ସମ୍ପର୍କ ରଖିବାରୁ ସ୍ୱାମୀର ଗୁପ୍ତାଙ୍ଗ କାଟି ପାଇଖାନାରେ ଫିଙ୍ଗି ଦେଲା ସ୍ତ୍ରୀ।୧୫ ବର୍ଷ ଝିଅ ସହ ଦାଦା ଏଭଳି କରିଥିବା ବେଳେ ରାଗିକି ଉତ୍ୟକ୍ତ ହୋଇ ଯାଇଥିଲା ସ୍ତ୍ରୀ। ସେଥିପାଇଁ ଶେଷରେ ଏଭଳି କରିଥିଲା।
ଅପରାଧ କରିବା ପରେ ମହିଳା ଜଣକ ପୋଲିସ କୁ ଫୋନ୍ କରି ସବୁ ସତକଥା ମଧ୍ୟ ଜଣାଇ ଥିଲେ। ସ୍ତ୍ରୀ କହିବା ମୁତାବକ ସ୍ୱାମୀ ନିଜ ସ୍ତ୍ରୀ କୁ ଛାଡ଼ି ଝିଆରୀ ସହ ରୋମାନ୍ସ କରୁଥିଲା। ରାତିରେ ସ୍ତ୍ରୀ କୁ ଛାଡି ଝିଆରୀ କୁ ଏକା ଏକା ଧରି ସୋଉଥିଲା ସ୍ୱାମୀ।
Special Report
ଏହାପରେ ମହିଳା ଜଣକ ନିଜର ଖରାପ୍ କାମ ସମ୍ପର୍କରେ ଜାଣିବା ପରେ ସ୍ୱାମୀର ଗୁପ୍ତାଙ୍ଗ କାଟିବା ପାଇଁ ଯୋଜନା ମଧ୍ୟ କରିଥିଲେ। ଏଥିପାଇଁ ସେ ତାଙ୍କ ସ୍ବାମୀଙ୍କୁ ଖଟ ଉପରକୁ ରୋମାନ୍ସ କରିବାକୁ ଡାକୁଥିଲେ।
ପରେ ଶାରୀରିକ ସମ୍ପର୍କ ଦେଖାଇବାର ଲୋଭ ଦେଖାଇ ସ୍ୱାମୀର ଗୋଡ଼ ହାତ କୁ ସଂପୂର୍ଣ୍ଣ ଭାବରେ ବାନ୍ଧି ପକାଇ ଥିଲେ। ଏହାପରେ ସେ ସ୍ୱାମୀ ର ଗୁପ୍ତାଙ୍ଗ କାଟିବା ପାଇଁ ଯୋଜନା ମଧ୍ୟ କରିଥିଲେ।
Special Report
ଏହାପରେ ରେଜର ମାଧ୍ୟମରେ ସ୍ୱାମୀର ଗୁପ୍ତାଙ୍ଗ କାଟି ପାଇଖାନା ରେ ଫିଙ୍ଗି ଦେଇଥିଲେ। ଏହା କଟାଯିବା ପରେ ପୁଣି ଥରେ ଯୋଡା ଯାଇ ପାରିବ ବୋଲି ଜାଣି ଏହାକୁ ପାଇଖାନାରେ ଫିଙ୍ଗି ଦେଇଥିଲେ।
ଏହି ଅପରାଧ ପରେ ସେ ନିଜେ ହିଁ ପୋଲିସ କୁ ଫୋନ କରି ଜଣାଇ ଦେଇଥିଲେ। ଏହାପରେ ଯାଇ ଏହି ଘଟଣାଟି ସାମ୍ନା କୁ ଆସିଥିଲା। ବ୍ରାଜିଲ ରେ ଘଟି ଯାଇଛି ଏଭଳି କିଛି ଆଶ୍ଚର୍ଯ୍ୟ ଜନକ ଘଟଣା।
ଏହି ଘଟଣା ପରେ ପୀଡିତ ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଘଟଣା ମଧ୍ୟ ସାମ୍ନା କୁ ଆସିଛି। ହେଲେ ତାଙ୍କର ଅବସ୍ଥା ସମ୍ପର୍କରେ କୌଣସି ସୂଚନା ମିଳି ପାରି ନାହିଁ। ଏହି ଘଟଣା ସଂପର୍କରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।