Movie prime

ଆସିଗଲା ନବୀନ ବାବୁ ଙ୍କ ନିର୍ବାଚନୀ ଯୋଜନା !! ଏହି ମାନଙ୍କୁ ଏଥର ମିଳିବ ୨୦୦୦ ଟଙ୍କା! ଆଉ ବାହାରେ ମୂଲ ଲାଗିବା କଣ ଦରକାର!!!

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଥାଏ ଯାହା ଶୁଣିଲେ ଆପଣ ଅନେକ କଥା ଜାଣିପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ନବୀନ ସରକାର କରିଥିବା ନୂଆ ଯୋଜନା ବିଷୟରେ ଜାଣିପାରିବେ ।
ସରକାର ଲୋକମାନଙ୍କ ପାଇଁ ଅନେକ ପ୍ରକାରର ସୁବିଧା ସୁଯୋଗ କରୁଛନ୍ତି । ଲୋକମାନେ ଏହି ସୁବିଧା ପାଇ ଉପକୃତ ବି ହୋଇଥାନ୍ତି । ଏବେ କିଛି ଖବର ଏବେ ସମ୍ନାକୁ ଆସୁଛି ଯାହା ବିଷୟରେ ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
ନବୀନ ସରକାର ଆଉ ଏକ ନୂଆ ଯୋଜନା ଆଣିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୂଆ ରକ୍ଷକ ଯୋଜନା ପ୍ରତିଥର ସହାୟତା ରାଶି ହିସାବରେ ମିଳିବ ୨୦୦୦ ଟଙ୍କା । ଏହି ବିଷୟରେ ସମ୍ପୂର୍ଣ୍ଣ ଖବର ଆପଣ ଜାଣିପାରିବେ ।
ସଡକ ସୁରକ୍ଷା ଜୀବନ ରକ୍ଷା ଏହି କଥା ଆପଣମାନେ ତ ଜାଣିଥିବେ । ଆଜିକାଲି ଦୁନିଆରେ ସଡ଼କ ଦୁର୍ଘଟଣା କମିବାର ନାଁ ନେଉନାହିଁ । ଏଥିରେ ରୋକ ଲଗାଇବା ପାଇଁ ସରକାରଙ୍କ ତରଫରୁ ଆରମ୍ଭ କରାଯାଇଛି ରୋକ ଠୋକ୍ ଯୋଜନା ।
ଏଥିପାଇଁ ଏକ ତାଲିମ ଶିବିର ସବୁ ସ୍ଥାନରେ କରାଯାଇଛି । ବେପରୁଆ ଗାଡ଼ି ଚାଳନା, ହେଲମେଟ ନ ପିନ୍ଧିବା, ମଦ୍ୟପାନ କରି ଗାଡ଼ି ଚଳାଇବା ଆଦି ଦୁର୍ଘଟଣାର ପ୍ରମୁଖ କାରଣ । 
କୃଷକ ମଜୁରିଆ, ବୃଦ୍ଧ ଭତ୍ତା, ପଙ୍ଗୁ ଭତ୍ତା, ବିଧବା ମହିଳା ଭତ୍ତା, ପିଲାଙ୍କ ପାଠପଢା ପାଇଁ ଅନେକ ଯୋଜନା ସରକାର କରିଛନ୍ତି ଆଉ ଏହିସବୁ ଭିତରୁ ରୋକ ଠୋକ ଯୋଜନା ଅନ୍ୟତମ । ଦୁର୍ଘଟଣା ସମୟରେ ଲୋକମାନେ ସାହାଯ୍ୟ କରନ୍ତି ନାହିଁ ।
ଏବେ ସରକାର ଯୋଜନା କରିଛନ୍ତି କି ଯେଉଁ ବ୍ୟକ୍ତି ଦୁର୍ଘଟଣା ହେଉଥିବା ଲୋକଙ୍କ ପାଇଁ ଆମ୍ବୁଲାନ୍ସକୁ ଫୋନ କରିବ ଆଉ ସାହାଯ୍ୟ କରିବ ତାଙ୍କୁ ସରକାର ୨ ହଜାର ଟଙ୍କା ପୁରସ୍କାର ଦେବେ । ଏହା ଥିଲା ଏହି ଯୋଜନାର କାମ ।